ଭୂକମ୍ପରେ ଥରିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଆଫଗାନିସ୍ତାନ। ଶନିବାର ସନ୍ଧ୍ୟା ୬ଟା୪୫ରେ  ତାଜକିସ୍ତାନ ସୀମାରେ ଭୂକମ୍ପ ଅନୁଭୁତ ହୋଛି। ଏହାର ପ୍ରଭାବ  ଜମ୍ମୁ କଶ୍ମୀର ପୁଞ୍ଚ ଏବଂ ଅନ୍ୟ ଅଞ୍ଚଳରେ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ଏହି ଭୂକମ୍ପର ତୀବ୍ରତା ୫.୧ ରେକର୍ଡ଼ କରାଯାଇଛି।  ଫ୍ୟାଜାବାଦରୁ ୮୪ କିମି  ଦୂର ଏବଂ ୨୦୧ କିମି ଗଭୀର ଏହାର କେନ୍ଦ୍ରସ୍ଥଳ ଆକଳନ କରାଯାଇଛି। ଭୂକମ୍ପ ଯୋଗୁ ଭୟରେ ଲୋକମାନେ ଘରୁ […]

Earth-Quack

Tapas Behera
  • Published: Saturday, 01 January 2022
  • , Updated: 01 January 2022, 08:06 PM IST

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଆଫଗାନିସ୍ତାନ। ଶନିବାର ସନ୍ଧ୍ୟା ୬ଟା୪୫ରେ  ତାଜକିସ୍ତାନ ସୀମାରେ ଭୂକମ୍ପ ଅନୁଭୁତ ହୋଛି। ଏହାର ପ୍ରଭାବ  ଜମ୍ମୁ କଶ୍ମୀର ପୁଞ୍ଚ ଏବଂ ଅନ୍ୟ ଅଞ୍ଚଳରେ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ଏହି ଭୂକମ୍ପର ତୀବ୍ରତା ୫.୧ ରେକର୍ଡ଼ କରାଯାଇଛି।  ଫ୍ୟାଜାବାଦରୁ ୮୪ କିମି  ଦୂର ଏବଂ ୨୦୧ କିମି ଗଭୀର ଏହାର କେନ୍ଦ୍ରସ୍ଥଳ ଆକଳନ କରାଯାଇଛି। ଭୂକମ୍ପ ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଦଉଡ଼ିଥିଲେ।  ତେବେ କ୍ଷୟକ୍ଷତିର ରିପୋର୍ଟ ଜଣାପଡ଼ି ନାହିଁ।

Related story