ଭୂକମ୍ପରେ ଥରିଲା ରାଜଧାନୀ : ରିକ୍ଟର୍‌ ସ୍କେଲ୍‌ ତୀବ୍ରତା ୫.୪

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ରାଜଧାନୀ। ଶନିବାର ରାତି ୮ଟାରେ  ଦିଲ୍ଲୀରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି କହିବା ଅନୁସାରେ, ଏହି ଭୂମିକମ୍ପର ତୀବ୍ରତା ୫.୪ ରିକ୍ଟର୍‌ ସ୍କେଲ୍‌ରୁ ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳ ନେପାଳ ବୋଲି ଜଣାପଡ଼ିଛି। ଚଳିତ ସପ୍ତାହର ଏହା ଦ୍ୱିତୀୟଥର ବୋଲି ଜଣାପଡ଼ିଛି। ନୋଏଡାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ କୌଣସି ଧନଜୀବନହାନୀ ହୋଇଥିବାର ଖବର ମଧ୍ୟ ଏଯାବତ୍‌ ମିଳିନାହିଁ। ଭୂକମ୍ପ ଯୋଗୁ ଦିଲ୍ଲୀବାସୀ ଆତଙ୍କିତ ହୋଇପଡ଼ିଥିଲେ। […]

Delhi

Delhi

Tapas Behera
  • Published: Saturday, 12 November 2022
  • Updated: 12 November 2022, 09:00 PM IST

Sports

Latest News

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ରାଜଧାନୀ। ଶନିବାର ରାତି ୮ଟାରେ  ଦିଲ୍ଲୀରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି କହିବା ଅନୁସାରେ, ଏହି ଭୂମିକମ୍ପର ତୀବ୍ରତା ୫.୪ ରିକ୍ଟର୍‌ ସ୍କେଲ୍‌ରୁ ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳ ନେପାଳ ବୋଲି ଜଣାପଡ଼ିଛି। ଚଳିତ ସପ୍ତାହର ଏହା ଦ୍ୱିତୀୟଥର ବୋଲି ଜଣାପଡ଼ିଛି। ନୋଏଡାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ କୌଣସି ଧନଜୀବନହାନୀ ହୋଇଥିବାର ଖବର ମଧ୍ୟ ଏଯାବତ୍‌ ମିଳିନାହିଁ। ଭୂକମ୍ପ ଯୋଗୁ ଦିଲ୍ଲୀବାସୀ ଆତଙ୍କିତ ହୋଇପଡ଼ିଥିଲେ।
https://twitter.com/NCS_Earthquake/status/1591441868306677760?s=20&t=2l98o2ULok_3aJn3v8Q_uQ

୫ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା କମ୍ପନ ଯୋଗୁ ଲୋକେ ଜୀବନ ଭୟରେ ଘରୁ ବହାରକୁ ଧାଇଁଥିଲେ। ସେହିପରି ଅଫିସଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟସ୍ଥଳର ଲୋକେ ଖୋଲା ସ୍ଥାନକୁ ଦଉଡ଼ିଥିଲେ। ସେହିପରି ୪ ଦିନ ପୂର୍ବେ ଦିଲ୍ଲୀ ସମେତ ଜାତୀୟ ରାଜଧାନୀ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୪ ଥିଲା।

ଭୂମିକମ୍ପର ଝଟକା ଦିଲ୍ଲୀ ସମେତ ନୋଏଡା, ଗାଜିଆବାଦ ଓ ବିଜନୋରରେ ମଧ୍ୟ ଅନୁଭୂତ ହୋଇଥିଲା। ଘରଦ୍ୱାର ଥରି ଉଠିବା ଯୋଗୁ  ଲୋକେ ଘର ଓ କାର୍ଯ୍ୟାଳୟରୁ ବାହାରକୁ ଦୌଡି ପଳାଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story