ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାମୁହିଁ, ଜଣେ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁକଶ୍ମୀର ଅବନ୍ତିପୁରାର ବରାଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଗୁଳିବିନିମୟରେ ଟଳିଛି ଜଣେ ଆତଙ୍କବାଦୀ। ଏନେଇ ଜମ୍ମୁକଶ୍ମୀର ଜୋନ ପୁଲିସ ସୂଚନା ଦେଇଛି। ଅବନ୍ତିପୁରାରେ ଚାଲଇଥିବା ଗୁଳିବନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି।  ଆଇଜିପି ବିଜୟ କୁମାର ଟ୍ୱିଟ୍‌ କରି କହିଛନ୍ତି। ମୃତ ଆତଙ୍କବାଦୀ ଜଣକ ସମୀର ଅହମ୍ମଦ ତନ୍ତର ବୋଲି ଜଣାପଡିଛି।  ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଏମ) ସହିତ ଜଡିତ ଥିଲା। ୨ ନଭେମ୍ବର ୨୦୨୧ରୁ ଏହା ସକ୍ରିୟ ଥିଲା। ଏନେଇ ଆଇଜିପି […]

Terrorist

Terrorist

Madhupriya Mistry
  • Published: Sunday, 12 December 2021
  • Updated: 12 December 2021, 10:53 AM IST

Sports

Latest News

ଶ୍ରୀନଗର: ଜମ୍ମୁକଶ୍ମୀର ଅବନ୍ତିପୁରାର ବରାଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଗୁଳିବିନିମୟରେ ଟଳିଛି ଜଣେ ଆତଙ୍କବାଦୀ। ଏନେଇ ଜମ୍ମୁକଶ୍ମୀର ଜୋନ ପୁଲିସ ସୂଚନା ଦେଇଛି। ଅବନ୍ତିପୁରାରେ ଚାଲଇଥିବା ଗୁଳିବନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି।  ଆଇଜିପି ବିଜୟ କୁମାର ଟ୍ୱିଟ୍‌ କରି କହିଛନ୍ତି।

ମୃତ ଆତଙ୍କବାଦୀ ଜଣକ ସମୀର ଅହମ୍ମଦ ତନ୍ତର ବୋଲି ଜଣାପଡିଛି।  ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଏମ) ସହିତ ଜଡିତ ଥିଲା। ୨ ନଭେମ୍ବର ୨୦୨୧ରୁ ଏହା ସକ୍ରିୟ ଥିଲା। ଏନେଇ ଆଇଜିପି ବିଜୟ କୁମାର ଟ୍ୱିଟ୍‌ କରି କହିଛନ୍ତି।

ଦକ୍ଷିଣ କଶ୍ମୀରର ଅବନ୍ତିପୁରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ। ଏହାପରେ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲା। ଏଥିରେ ଜଣେ ଆତଙ୍କବାଦୀର ଏନ୍‌କାଉଣ୍ଟର ହୋଇଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

ଗତ ୪ ଦିନ ପୂର୍ବେ ଜମ୍ମକଶ୍ମୀରର ସୋପିଆନ୍‌ ଜିଲ୍ଲାରେ ସୁରକ୍ଷାକର୍ମୀ  ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୩ ଅଜଣା ଆତଙ୍କବାଦୀ ନିହତ ହୋଇଥିଲେ। ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଗଳିଗୁଳା ଜବତ ହୋଇଥିଲା। ଯେଉଁଥିରେ ଏକେ-୪୭ ରାଇଫଲ ସାମିଲ ଥିଲା।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି। ତାଙ୍କ ଉପରେ ଆକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ କାଶ୍ମୀରର ଶାନ୍ତି ଭଙ୍ଗ କରିବାକୁ ନୂଆ କୌଶଳ ପ୍ରୟୋଗ କରୁଥିବା ଖବର ମଧ୍ୟ ଆସିଛି। ପାଣି ଭଳି ପାକିସ୍ତାନ ମଧ୍ୟ ଆତଙ୍କବାଦୀଙ୍କୁ ପଠାଉଛି। ଷଡଯନ୍ତ୍ରର ଏକ ଅଂଶ ଭାବରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବାକୁ ଆଇଏସ୍ଆଇ ଚେଷ୍ଟା କରୁଛି। ତେବେ ଏହି ପ୍ରୟାସର ଉପଯୁକ୍ତ ଉତ୍ତର ଦେବାକୁ ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story