ରାକେଶ ଟିକେତ୍‌ଙ୍କ କନଭୟ ଉପରକୁ ଆକ୍ରମଣ

ଜୟପୁର: ରାଜସ୍ଥାନରେ ପହଞ୍ଚିଥିବା ଭାରତୀୟ ଚାଷୀ ସଂଗଠନର ନେତା ଓ ମୁଖପାତ୍ର ରାକେଶ ଟିକେତଙ୍କ କନଭୟ ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଅଲୱର ଜିଲ୍ଲାରେ ହୋଇଥିବା ଜଣାପଡ଼ିଛି। ଆକ୍ରମଣରେ ଟିକେତଙ୍କ କାରର କାଚ ଭାଙ୍ଗି ଦିଆଯାଇଛି। ଟିକେତଙ୍କ କନଭୟ ସମୟରେ ତାଙ୍କୁ କଳା ପତାକା ଦେଖାଯାଇଥିବା ସୂଚନା ମିଳିଛି। କନଭୟ ଉପରକୁ ଆକ୍ରମଣ ପରେ ଟିକେତ୍ ଟ୍ୱିଟ୍ କରି କହିଛନ୍ତି, ରାଜସ୍ଥାନରେ ଅଲୱର ଜିଲ୍ଲାର ତତାରପୁରର ବାନସୁର୍ ରୋଡରେ ବିଜେପିର କିଛି ଗୁଣ୍ଡା ମୋ ଉପରକୁ […]

Rakesh-Tikait

Rakesh-Tikait

Ranjit Kumar Jena
  • Published: Friday, 02 April 2021
  • Updated: 02 April 2021, 08:08 PM IST

Sports

Latest News

ଜୟପୁର: ରାଜସ୍ଥାନରେ ପହଞ୍ଚିଥିବା ଭାରତୀୟ ଚାଷୀ ସଂଗଠନର ନେତା ଓ ମୁଖପାତ୍ର ରାକେଶ ଟିକେତଙ୍କ କନଭୟ ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଅଲୱର ଜିଲ୍ଲାରେ ହୋଇଥିବା ଜଣାପଡ଼ିଛି। ଆକ୍ରମଣରେ ଟିକେତଙ୍କ କାରର କାଚ ଭାଙ୍ଗି ଦିଆଯାଇଛି। ଟିକେତଙ୍କ କନଭୟ ସମୟରେ ତାଙ୍କୁ କଳା ପତାକା ଦେଖାଯାଇଥିବା ସୂଚନା ମିଳିଛି।

କନଭୟ ଉପରକୁ ଆକ୍ରମଣ ପରେ ଟିକେତ୍ ଟ୍ୱିଟ୍ କରି କହିଛନ୍ତି, ରାଜସ୍ଥାନରେ ଅଲୱର ଜିଲ୍ଲାର ତତାରପୁରର ବାନସୁର୍ ରୋଡରେ ବିଜେପିର କିଛି ଗୁଣ୍ଡା ମୋ ଉପରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ଲୋକତନ୍ତ୍ରଣର ହତ୍ୟା ବୋଲି ଟିକେତ୍ କହିଛନ୍ତି।

https://twitter.com/RakeshTikaitBKU/status/1377942417026940928?s=20

ରାକେଶ ଟିକେତ୍ ଆହୁରି କହିଛନ୍ତି, 'ମୋ ଗାଡ଼ିର କାଚକୁ ଭାଙ୍ଗି ଦିଆଯାଇଛି। ବିଜେପିର ବିଧାୟକ କିଛି ଲୋକଙ୍କୁ ପଠାଇଥିଲେ। ସେମାନେ ଏଠାରେ ହାତାହାତି ହୋଇଥିଲେ। ଆମ ସମର୍ଥକଙ୍କୁ ସେମାନେ ମାରପିଟ୍ କରିଥିଲେ। ଆମ ସମର୍ଥକଙ୍କୁ ଆଘାତ ଲାଗିଛି। କିନ୍ତୁ ଆମର ଆନ୍ଦୋଳନ ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ।' ଏହା ପୂର୍ବରୁ ଟିକେତ୍ ହରସୌଲିରେ ଆୟୋଜିତ କିଷାନ ପଞ୍ଚାୟତର ଫଟୋ ଶେଆର୍ କରିଥିଲେ।

ସୂଚନାଯୋଗ୍ୟ, ଦିଲ୍ଲୀର ସୀମାରେ (ଟିକ୍ରି, ସିଂଘୁ ଓ ଗାଜିପୁର) କୃଷକ ଚାରିମାସରୁ ଅଧିକ ସମୟ ଧରି ଆନ୍ଦୋଳନ କରୁଛନ୍ତି। ଗାଜିପୁର ବର୍ଡରରେ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ରାକେଶ ଟିକେତ୍। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ତିନି କୃଷି ବିଲ୍ ପ୍ରତ୍ୟାହାର ଦାବିରେ ଚାଷୀମାନେ ଏହି ଆନ୍ଦୋଳନ କରୁଛନ୍ତି। ଯେପର୍ଯ୍ୟନ୍ତ ଏହି ବିଲ୍ ପ୍ରତ୍ୟାହାର ନହୋଇଛି, ସେ ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଟିକେତ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story