ମିଳୁନି ବିଦ୍ୟୁତ୍‌ ସେବା, ଜିଲ୍ଲାପାଳଙ୍କ ଅଫିସ ଭିତରେ ଛାଡିଦେଲେ ସାପ

ମୁମ୍ବାଇ: ମିଳୁନି ବିଦ୍ୟୁତ୍‌ ସେବା। ସରକାରୀ ଅଫିସ ଭିତର ସାପ ଛାଡିଦେଲେ କୃଷକ। ନିଜ ଦାବି ପୂରଣ କରାଇବା ପାଇଁ ନେଲେ ସାପର ସାହାରା। ଅଫିସ ଭିତରେ ସାପକୁ ଦେଖି ଭୟରେ ଦୌଡିଲେ ଲୋକେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଏକ ସରକାରୀ ଅଫିସ ଭିତରେ। ଦିନରେ ବିଦ୍ୟୁତ ସେବା ଯୋଗାଇବା ଦାବିରେ ମହାରାଷ୍ଟ୍ରର କୃଷକମାନେ ଅଡି ବସିଛନ୍ତି। ଏମାନଙ୍କ ଆନ୍ଦୋଳନ ଲଗାତର ଜାରି ରହିଛି। ରବିବାର ଦିନ ଆନ୍ଦୋଳନ ରତ କୃଷକମାନେ ଦିନରେ […]

farmers-release-snake

farmers-release-snake

Madhupriya Mistry
  • Published: Monday, 28 February 2022
  • Updated: 28 February 2022, 04:58 PM IST

Sports

Latest News

ମୁମ୍ବାଇ: ମିଳୁନି ବିଦ୍ୟୁତ୍‌ ସେବା। ସରକାରୀ ଅଫିସ ଭିତର ସାପ ଛାଡିଦେଲେ କୃଷକ। ନିଜ ଦାବି ପୂରଣ କରାଇବା ପାଇଁ ନେଲେ ସାପର ସାହାରା। ଅଫିସ ଭିତରେ ସାପକୁ ଦେଖି ଭୟରେ ଦୌଡିଲେ ଲୋକେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଏକ ସରକାରୀ ଅଫିସ ଭିତରେ।

ଦିନରେ ବିଦ୍ୟୁତ ସେବା ଯୋଗାଇବା ଦାବିରେ ମହାରାଷ୍ଟ୍ରର କୃଷକମାନେ ଅଡି ବସିଛନ୍ତି। ଏମାନଙ୍କ ଆନ୍ଦୋଳନ ଲଗାତର ଜାରି ରହିଛି। ରବିବାର ଦିନ ଆନ୍ଦୋଳନ ରତ କୃଷକମାନେ ଦିନରେ ୧୨ ଘଣ୍ଟା ନିର୍ବିଘ୍ନରେ ବିଦ୍ୟୁତ୍‌ ସେବା ଯୋଗାଇବା ଦାବିରେ ସରକାରୀ ଅଫିସ ଭିତରେ ସାପ ଛାଡି ଦେଇଥିଲେ। ଏହାକୁ ନେଇ ଅଫିସ ଭିତରେ ହଙ୍ଗାମା ସୃଷ୍ଟି ହୋଇଥିଲା।

snake in Kolhapur

କୃଷକମାନେ ମହାରାଷ୍ଟ୍ର ଷ୍ଟେଟ୍‌ ଇଲେକ୍‌ଟ୍ରିସିଟି ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଲିମିଟେଡର ଜଣେ ବରିଷ୍ଠ ଅଧିକାରୀଙ୍କ ଟେବୁଲ ଉପରେ ସାପ ଛାଡି ଦେଇଥିଲେ। ଏହାପରେ ଆଉ ଏକ ସାପକୁ କୋହ୍ଲାପୁର ଜିଲ୍ଲାପାଳ ରାହୁଲ ରେଖାୱରଙ୍କ ଅଫିସ ଭିତରେ ମଧ୍ୟ ଛାଡି ଦେଇଥିଲେ ଆନ୍ଦୋଳନରତ କୃଷକ। ଏହାକୁ ନେଇ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ବାସ୍ତାବରେ କୃଷକମାନେ ନିଜ ନିଜ ଚାଷ ଜମିରେ ସୁରକ୍ଷିତ ଭାବେ କାମ କରିବା ପାଇଁ ଦିନରେ ନିର୍ବିଘ୍ନରେ ବିଜୁଳି ସେବା ଯୋଗାଇବା ପାଇଁ ଦାବି କରୁଛନ୍ତି। ଦିନରେ ବିଦ୍ୟୁତ ନଥିବା ଯୋଗୁଁ ରାତିରେ ଚାଷ ଜମିରେ ପାଣି ମଡାଇବା ପାଇଁ ଗଲା ବେଳେ ସାପ ଏବଂ ଜଙ୍ଗଲୀ ଜୀବଜନ୍ତୁଙ୍କ ଆକ୍ରମଣର ଶିକାର ହେବାକୁ ପଡୁଥିବା କୃଷକମାନେ ଅଭିଯୋଗ ଆଣିଛନ୍ତି।

ନିଜ ଦାବି ପୂରଣ କରିବା ପାଇଁ କୃଷକମାନେ କେବଳ ସାପ ନୁହେଁ ସୋଶାଲ ମିଡିଆରେ ସାହାରା ମଧ୍ୟ ନେଇଛନ୍ତି। ଯୁବ କୃଷକମାନେ ରାତିରେ ଚାଷ ଜମିରେ କାମ କରିବା ବେଳେ ସମ୍ମୁଖୀନ ହେଉଥିବା ଅସୁବିଧାର ଭିଡିଓ ଏବଂ ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରୁଛନ୍ତି।

https://twitter.com/abhijeetpTOI/status/1497793788714307591?s=20&t=Da71D0yXRRFtaQOHVTrAHw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story