କରୋନା ପରେ ଡରାଇଲାଣି ଜିକା ଭାଇରସ

ମୁମ୍ବାଇ: ମହାମରୀ କରୋନା ପରେ ଏବେ ଡରାଇଲାଣି ଜିକା ଭାଇରସ। ଲୋକଙ୍କ ଆଖିରୁ ନିଦ ହଜାଇଦେଇଛି ଜିକା। ମହାରାଷ୍ଟ୍ରରେ ଜିକା ଭାଇରସ ଆତଙ୍କ ଖେଳାଇଛି। ପୁଣେରେ ଜିକା ଭାଇରସ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ୫୦ ବର୍ଷୀୟ ମହିଳାଙ୍କ ରିପୋର୍ଟରେ ଜିକା ଭୂତାଣୁ ଚିହ୍ନଟ ହୋଇଛି। ରିପୋର୍ଟ ମୁତାବକ ଉକ୍ତ ମହିଳା ଜଣକ ଜିକା ଭାଇରସ ସମେତ ଚିକେନ୍ ଗୁନିଆରେ ମଧ୍ୟ ପୀଡିତ ଥିଲେ। ଜିକା ଭାଇରସ ମାମଲା ପାଇବା ପରେ ଏକ […]

zika

zika

Madhupriya Mistry
  • Published: Sunday, 01 August 2021
  • Updated: 01 August 2021, 02:23 PM IST

Sports

Latest News

ମୁମ୍ବାଇ: ମହାମରୀ କରୋନା ପରେ ଏବେ ଡରାଇଲାଣି ଜିକା ଭାଇରସ। ଲୋକଙ୍କ ଆଖିରୁ ନିଦ ହଜାଇଦେଇଛି ଜିକା। ମହାରାଷ୍ଟ୍ରରେ ଜିକା ଭାଇରସ ଆତଙ୍କ ଖେଳାଇଛି। ପୁଣେରେ ଜିକା ଭାଇରସ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ୫୦ ବର୍ଷୀୟ ମହିଳାଙ୍କ ରିପୋର୍ଟରେ ଜିକା ଭୂତାଣୁ ଚିହ୍ନଟ ହୋଇଛି।

ରିପୋର୍ଟ ମୁତାବକ ଉକ୍ତ ମହିଳା ଜଣକ ଜିକା ଭାଇରସ ସମେତ ଚିକେନ୍ ଗୁନିଆରେ ମଧ୍ୟ ପୀଡିତ ଥିଲେ। ଜିକା ଭାଇରସ ମାମଲା ପାଇବା ପରେ ଏକ ସରକାରୀ ଡାକ୍ତରୀ ଦଳ ଶନିବାର ପୁରନ୍ଦର ତହସିଲର ବେଲସର ଗ୍ରାମ ପରିଦର୍ଶନ କରିଥିଲେ। ସେ ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କୁ ଭେଟି ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ନିର୍ଦ୍ଦେଶ ଦେଇଥିଲେ।

ଗଣମାଧ୍ୟମକୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ପାଞ୍ଚ ଜଣ ରୋଗୀଙ୍କ ନମୁନା ଜୁଲାଇ ୧୬ରେ NIV ପୁଣେକୁ ପଠାଯାଇଥିଲା। ସେଥିରୁ ତିନୋଟି ନମୁନାରେ ଚିକେନ୍‌ଗଚନିଆ ମିଳିଥିଲା। ଜୁଲାଇ ୨୭ ରୁ ୨୯ ପର୍ଯ୍ୟନ୍ତ NIV ଟିମ୍ ବେଲସର ଏବଂ ପରିଞ୍ଚେ ଗ୍ରାମ ପରିଦର୍ଶନ କରି ୪୧ସନ୍ଦିଗ୍ଧ ରୋଗୀଙ୍କ ରକ୍ତ ନମୁନା ନେଇଥିଲେ। ଏଥିମଧ୍ୟରୁ ୨୫ ଜଣଙ୍କ ଠାରେ ଚିକେନ୍‌ଗୁନିଆ, ତିନୋଟି ଡେଙ୍ଗୁ ଏବଂ ଜଣଙ୍କ ଠାରେ ଜିକା ଭୂତାଣୁ ମିଳିଥିଲା।

ଜିକା ଭାଇରସକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ସଂକ୍ରମିତ ହୋଇଥିବା ମହିଳା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ସେ ଏବଂ ତାଙ୍କ ପରିବାର ସଦସ୍ୟଙ୍କର କୌଣସି ଲକ୍ଷଣ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story