ଓଡ଼ିଶାର ପଡୋଶୀ ରାଜ୍ୟରେ ପଶିଲା 'ଓମିକ୍ରନ୍‌', ସଂକ୍ରମିତ ହେଲା ୭ ବର୍ଷର ଛୁଆ

କୋଲକାତା: ଓଡ଼ିଶାର ଆଉ ଏକ ପଡୋଶୀ ରାଜ୍ୟରେ ପଶିଲା ଓମିକ୍ରନ୍‌। ଆନ୍ଧ୍ରପ୍ରଦେଶ ପରେ  ପଶ୍ଚିମବଙ୍ଗରେ ଚିହ୍ନଟ ହେଲା କରୋନାର ମାରାତ୍ମକ ଭାରିଏଣ୍ଟ। ଏଠାରେ ଓମିକ୍ରନ୍‌ର ପ୍ରଥମ ମାମଲା ଚିହ୍ନଟ ହୋଇଛି। ମୁର୍ଶିଦାବାଦର ଜଣେ ୭ ବର୍ଷୀୟ ଛୁଆ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି। ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଛୁଆ ପରିବାର ଲୋକଙ୍କ ସହ ଆବୁଧାବିରୁ ହାଇଦ୍ରାବାଦ ଫେରିଥିଲା। ସଂକ୍ରମିତ ୭ ବର୍ଷୀୟ ଛୁଆକୁ ଚିକିତ୍ସା ପାଇଁ ଏବେ ମୁର୍ଶିଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। […]

Corona

Corona

Madhupriya Mistry
  • Published: Wednesday, 15 December 2021
  • Updated: 15 December 2021, 03:43 PM IST

Sports

Latest News

କୋଲକାତା: ଓଡ଼ିଶାର ଆଉ ଏକ ପଡୋଶୀ ରାଜ୍ୟରେ ପଶିଲା ଓମିକ୍ରନ୍‌। ଆନ୍ଧ୍ରପ୍ରଦେଶ ପରେ  ପଶ୍ଚିମବଙ୍ଗରେ ଚିହ୍ନଟ ହେଲା କରୋନାର ମାରାତ୍ମକ ଭାରିଏଣ୍ଟ। ଏଠାରେ ଓମିକ୍ରନ୍‌ର ପ୍ରଥମ ମାମଲା ଚିହ୍ନଟ ହୋଇଛି। ମୁର୍ଶିଦାବାଦର ଜଣେ ୭ ବର୍ଷୀୟ ଛୁଆ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି। ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଛୁଆ ପରିବାର ଲୋକଙ୍କ ସହ ଆବୁଧାବିରୁ ହାଇଦ୍ରାବାଦ ଫେରିଥିଲା।

ସଂକ୍ରମିତ ୭ ବର୍ଷୀୟ ଛୁଆକୁ ଚିକିତ୍ସା ପାଇଁ ଏବେ ମୁର୍ଶିଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଛୁଆର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଆବୁଧାବିରୁ ପରିବାର ସହ ଭାରତ ଫେରିବା ପରେ ଉକ୍ତ ୭ ବର୍ଷୀୟ ବାଳକଟିକ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇଥିଲା। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଏଥିରେ ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି।

ବର୍ତ୍ତମାନ ଯାଏଁ ଭାରତର ୧୦ଟି ରାଜ୍ୟରୁ ମୋଟ ୬୫ଟି ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି। ବୁଧବାର ଦିନ ତେଲେଙ୍ଗାନାରୁ ୩ଟି ଓ ପଶ୍ଚିମବଙ୍ଗରୁ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠୁ ଅଧିକ ଆକ୍ରାନ୍ତ ଅଛନ୍ତି। ଏଠାରେ ଏବେ ଯାଏଁ ୨୮ ଜଣ ଓମିକ୍ରନ୍ ସଂକ୍ରମିତ ବାହାରିଛନ୍ତି। ଏହାବ୍ୟତୀତ ରାଜସ୍ଥାନରୁ ୧୭, କର୍ଣ୍ଣାଟକରୁ ୩, ଗୁଜରାଟରୁ ୪, କେରଳରୁ ୧, ଆନ୍ଧ୍ରପ୍ରଦେଶରୁ ୧, ଦିଲ୍ଲୀରୁ ୬, ଚଣ୍ଡିଗଡରୁ ୧ କେସ୍‌ ରହିଛି। ବିଶେଷ କଥା ହେଉଛି, ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ଅଧିକାଂଶ ଲୋକ କରୋନା ଟିକାର ଡବଲଡୋଜ୍‌ ନେଇ ସାରିଛନ୍ତି। ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ, ସାରା ବିଶ୍ୱରେ ବର୍ତ୍ତମାନ ଯାଏ ୭୭ଟି ଦେଶକୁ ବ୍ୟାପିସାରିଲାଣି ଓମିକ୍ରନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story