ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଫ୍ଲାଏଓଭର

ସିମଲା: ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ। ଭୀଷଣ ବର୍ଷା ଯୋଗୁ କାଲକା-ସିମଲା ୪ ଲେନ ବିଶିଷ୍ଟ ରାଜପଥର ଏକ ଟନେଲକରୁ ଯୋଯୋଗ କରୁଥିବା ଏକ ଫ୍ଲାଏଓଭର ଭୁଶୁଡ଼ି ପଡ଼ିଛି। ହିମାଚଳ ପ୍ରଦେଶର ସୋଲନ ଇଲାକାରେ ଏହି ଘଟଣା ଘଟିଛି।  ଏଥିରେ ଦୁଇଜଣ ବାଇକଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଏହି ଘଟଣା ପରେ ଟନେଲ ରୋଡ଼କୁ ବନ୍ଦ କରି ଦିଆଯାଇଛି। ସେପଟେ   ହିମାଚଳପ୍ରଦେଶର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।  ବିଶେଷ […]

790

790

Tapas Behera
  • Published: Thursday, 11 August 2022
  • Updated: 11 August 2022, 09:42 PM IST

Sports

Latest News

ସିମଲା: ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ। ଭୀଷଣ ବର୍ଷା ଯୋଗୁ କାଲକା-ସିମଲା ୪ ଲେନ ବିଶିଷ୍ଟ ରାଜପଥର ଏକ ଟନେଲକରୁ ଯୋଯୋଗ କରୁଥିବା ଏକ ଫ୍ଲାଏଓଭର ଭୁଶୁଡ଼ି ପଡ଼ିଛି। ହିମାଚଳ ପ୍ରଦେଶର ସୋଲନ ଇଲାକାରେ ଏହି ଘଟଣା ଘଟିଛି।  ଏଥିରେ ଦୁଇଜଣ ବାଇକଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଏହି ଘଟଣା ପରେ ଟନେଲ ରୋଡ଼କୁ ବନ୍ଦ କରି ଦିଆଯାଇଛି। ସେପଟେ   ହିମାଚଳପ୍ରଦେଶର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।  ବିଶେଷ କରି ମନାଲିରେ କେଉଁଠି ରାସ୍ତା ଧୋଇଯାଇଛି ତ କେଉଁଠି ବର୍ଷା ପାଣି ସୁଅରେ ରାସ୍ତା ଉପରକୁ ଚାଲିଆସିଛି କୁଢ଼ କୁଢ଼ ଅଳିଆ ଆବର୍ଜନା। ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି। ପାଣିର ପ୍ରଖର ଶ୍ରୋତରେ ଗାଡ଼ିମୋଟର ବି ଭାସିଯାଇଥିବା ଦେଖିବାକୁ ମିଳିଛି ।

ରାସ୍ତା ଉପରକୁ କୁଢ଼ କୁଢ଼ ଅଳିଆ ଆବର୍ଜନା ଚାଲି ଆସିବା ଫଳରେ ସ୍ଥିତି ଏପରି ହୋଇଛି ଯାତାୟାତ କରିବା ମୁସ୍କିଲ୍ ହୋଇପଡ଼ିଛି। ଫଳରେ ମନାଲି-ଲେହ ହାଇୱେରେ  ଟ୍ରାଫିକ୍ ଜାମ୍ ସ୍ଥିତି ସୃଷ୍ଯି ହୋଛି  । ସେହିପରି ହିମାଚଳ ପ୍ରଦେଶ କିନୌରରେ ମଧ୍ୟ ଜୋରଦାର କୁଆପଥର ବର୍ଷା ହୋଇଛି ।

ଏଥିରେ ଅନେକ ସ୍ଥାନରେ ଘରଦ୍ୱାର କ୍ଷତିଗ୍ରସ୍ତ ହେବା ସହ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପ୍ରତି ବର୍ଷ ହିମାଚଳ ପ୍ରଦେଶ ସରକାର ବର୍ଷାଦିନରେ ଅଧିକ ମାତ୍ରାରେ କ୍ଷତି ସହିଥାନ୍ତି। ସରକାର ଏହାକୁ ମୁକାବିଲା କରିବା ପାଇଁ ଜିଲ୍ଲାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ଦିନରେ ମଧ୍ୟପ୍ରବଳ ବର୍ଷା ହେବା ସମ୍ଭାବନା  ରହିଛି। ନଦୀର ଜଳସ୍ତର ବଢିବ, ତେଣୁ ସମସ୍ତେ ସତର୍କ ସହିତ ସଚେତନ ରହିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story