ପରଲୋକରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କର ପରଲୋକ ହୋଇଛି। କରୋନାରେ ସଂକ୍ରମିତ ଥିବା ରଞ୍ଜିତ ସିହ୍ନାଙ୍କର ଆଜି ସକାଳେ ବିୟୋଗ ହୋଇଛି। ଗୁରୁବାର ରାତିରେ ସିହ୍ନା କରୋନା ପଜିଟିଭ୍ ଥିବା ନେଇ ଜଣାପଡ଼ିଥିଲା। ଆଜି ସକାଳେ ୪ଟା ୩୦ ମିନିଟ ସମୟରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। Ranjit Sinha, 1974 batch retired IPS officer, who held various senior posts including that […]

ranjit-sinha

ranjit-sinha

Subhransu Sekhar
  • Published: Friday, 16 April 2021
  • Updated: 16 April 2021, 01:27 PM IST

Sports

Latest News

ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କର ପରଲୋକ ହୋଇଛି। କରୋନାରେ ସଂକ୍ରମିତ ଥିବା ରଞ୍ଜିତ ସିହ୍ନାଙ୍କର ଆଜି ସକାଳେ ବିୟୋଗ ହୋଇଛି। ଗୁରୁବାର ରାତିରେ ସିହ୍ନା କରୋନା ପଜିଟିଭ୍ ଥିବା ନେଇ ଜଣାପଡ଼ିଥିଲା। ଆଜି ସକାଳେ ୪ଟା ୩୦ ମିନିଟ ସମୟରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା।

https://twitter.com/ANI/status/1382900708752596994?s=20

ସିହ୍ନା ବିହାର କ୍ୟାଡରର ୧୯୭୪ ବ୍ୟାଚର ଆଇପିଏସ। ସେ ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ୍ ଫୋର୍ସ (ଆଇଟିବିପି) ଏବଂ ରେଳ ସୁରକ୍ଷା ବଳରେ କାର୍ଯ୍ୟ କରିଥିଲେ। କେବଳ ଏତିକି ନୁହେଁ, ୨୦୧୨ରେ ସିବିଆଇ ପଦ ଗ୍ରହଣ କରିବା ପୂର୍ବରୁ ସେ ପାଟନା ଏବଂ ଦିଲ୍ଲୀ ସିବିଆଇ ବ୍ୟୁରୋର ବରିଷ୍ଠ ପଦବୀରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story