କ୍ରିକେଟର୍ ଓ ବିଜେପି ନେତା ଅଶୋକ ଦିଣ୍ଡାଙ୍କୁ ଆକ୍ରମଣ

କୋଲାକାତା: ଏପ୍ରିଲ୍ ୧ ତାରିଖରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ଆଜି ଥିଲା ପ୍ରଚାରର ଶେଷ ଦିନ। ତେବେ ଏହାର ଦୁଇଦିନ ପୂର୍ବରୁ ପଶ୍ଚିମବଙ୍ଗରେ ପୁଣି ହିଂସା ଖବର ରାଜନୀତିକ ମହଲରେ ହଇଚଇ ସୃଷ୍ଟି କରିଛି। ଏଥର ଆକ୍ରମଣର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟର୍ ମୋୟନାରୁ ବିଜେପି ପ୍ରାର୍ଥୀ ଅଶୋକ ଦିଣ୍ଡା। ମଙ୍ଗଳବାର ନିର୍ବାଚନ ପ୍ରଚାର ବେଳେ ଦିଣ୍ଡାଙ୍କୁ କିଛି ଅଜଣା ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ ଏହି ଆକ୍ରମଣରୁ ଦିଣ୍ଡା ଅଳ୍ପକେ ବର୍ତ୍ତି […]

ashok-dinda

ashok-dinda

Ranjit Kumar Jena
  • Published: Tuesday, 30 March 2021
  • Updated: 30 March 2021, 07:51 PM IST

Sports

Latest News

କୋଲାକାତା: ଏପ୍ରିଲ୍ ୧ ତାରିଖରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ଆଜି ଥିଲା ପ୍ରଚାରର ଶେଷ ଦିନ। ତେବେ ଏହାର ଦୁଇଦିନ ପୂର୍ବରୁ ପଶ୍ଚିମବଙ୍ଗରେ ପୁଣି ହିଂସା ଖବର ରାଜନୀତିକ ମହଲରେ ହଇଚଇ ସୃଷ୍ଟି କରିଛି। ଏଥର ଆକ୍ରମଣର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟର୍ ମୋୟନାରୁ ବିଜେପି ପ୍ରାର୍ଥୀ ଅଶୋକ ଦିଣ୍ଡା। ମଙ୍ଗଳବାର ନିର୍ବାଚନ ପ୍ରଚାର ବେଳେ ଦିଣ୍ଡାଙ୍କୁ କିଛି ଅଜଣା ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ ଏହି ଆକ୍ରମଣରୁ ଦିଣ୍ଡା ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଦିଣ୍ଡା ଏହି ଆକ୍ରମଣ ପାଇଁ ରାଜ୍ୟରେ କ୍ଷମତାରେ ଥିବା ଟିଏମସିକୁ ଦାୟୀ କରିଛନ୍ତି। ଦିଣ୍ଡା ଟ୍ୱିଟ୍ ଜାରି କରି ଖୋଦ ଏହି ଆକ୍ରମଣର ସୂଚନା ଦେଇଛନ୍ତି। ଦିଣ୍ଡା କହିଛନ୍ତି, ତୃଣମୂଳ କଂଗ୍ରେସର କିଛି ଲୋକେ ଆଜି ଅପରାହ୍ଣ ୪ଟା ବେଳେ ବିଡିଓ କାର୍ଯ୍ୟାଳୟ ନିକଟରେ ମୋ ଉପରକୁ ଆକ୍ରମଣ କରିଛନ୍ତି।

https://twitter.com/ANI/status/1376873220356251650?s=20

ଏଏନଆଇ କିଛି ଫଟୋ ଟ୍ୱିଟ୍ କରିଛି, ଯେଉଁଥିରେ ଦିଣ୍ଡାଙ୍କୁ ଏକ ବେଞ୍ଚରେ ବସିଥିବାର ଦେଖିବାକୁ ମିଳିଛି। ଫଟୋରେ ଦିଣ୍ଡା ନିଜ ପିଠିକୁ ଜାବୁଡ଼ି ଧରିଛନ୍ତି। ଲାଗୁଛି ଯେପରି ଦିଣ୍ଡାଙ୍କ ପିଠିରେ ଆଘାତ ଲାଗିଛି। ପ୍ରଚାର କରୁଥିବା ବେଳେ ତାଙ୍କ ଗାଡ଼ିର ପଛଭାଗ ଉପରକୁ ଆକ୍ରମଣ ହୋଇଥିଲା। ଫଟୋରେ ଦେଖିବାକୁ ମିଳିଛି ଯେ ଗାଡ଼ିର ପଛଭାଗର କାଚ ଭାଙ୍ଗି ଯାଇଛି।

https://twitter.com/dindaashoke/status/1376881281456201730?s=20

ଅନ୍ୟପକ୍ଷରେ ଏହି ଘଟଣା ପରେ ନିର୍ବାଚନ କମିଶନର ଜିଲ୍ଲା ପ୍ରଶାସନକୁ ଏ ସମ୍ବନ୍ଧରେ ଏକ ରିପୋର୍ଟ ମାଗିଛନ୍ତି। ସେ ଦିଣ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ତୁରନ୍ତ ରିପୋର୍ଟ ପ୍ରଦାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଭାଇଙ୍କ କାର୍ ଉପରକୁ ଆକ୍ରମଣ ହୋଇଥିଲା। ତେବେ ଏହି ଆକ୍ରମଣରୁ ଶୁଭେନ୍ଦୁ ଅଧିକାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story