ଫାଟିଲା ବାଦଲ, ଚାଲିଗଲା ୪ ଜୀବନ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାରାମୁଲା ଜିଲ୍ଲାର ରାଫିଆବାଦ ଅଞ୍ଚଳରେ ବାଦଲ ଫାଟିବାରୁ ଚାରିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଏହି ମୃତ ୪ ଜାଣି ଯାକ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ବାରାମୁଲାର ରାଫିଆବାଦ ଅଞ୍ଚଳର ହମାମ ମାର୍କୁଟର ପାହାଡ଼ିଆ ସ୍ଥାନରେ ଏହି ବାଦଲ ଫାଟିଛି ଏବଂ ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଏଥିରେ ଫସି ଯାଇଥିଲେ। ଘଟଣା ପରେ ତୁରନ୍ତ ଏସଡିଆରଏଫ୍ ଟିମ୍ ପୁଲିସ୍ କର୍ମୀଙ୍କ ସହ […]

baramula

baramula

Ranjit Kumar Jena
  • Published: Sunday, 12 September 2021
  • Updated: 12 September 2021, 06:03 PM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାରାମୁଲା ଜିଲ୍ଲାର ରାଫିଆବାଦ ଅଞ୍ଚଳରେ ବାଦଲ ଫାଟିବାରୁ ଚାରିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଏହି ମୃତ ୪ ଜାଣି ଯାକ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ବାରାମୁଲାର ରାଫିଆବାଦ ଅଞ୍ଚଳର ହମାମ ମାର୍କୁଟର ପାହାଡ଼ିଆ ସ୍ଥାନରେ ଏହି ବାଦଲ ଫାଟିଛି ଏବଂ ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଏଥିରେ ଫସି ଯାଇଥିଲେ। ଘଟଣା ପରେ ତୁରନ୍ତ ଏସଡିଆରଏଫ୍ ଟିମ୍ ପୁଲିସ୍ କର୍ମୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଉଦ୍ଧାରକାରୀ ଟିମ୍ ଏପର୍ଯ୍ୟନ୍ତ ୪ଟି ମୃତଦେହ ଉଦ୍ଧାର କରିଛି। ତେବେ ନିଖୋଜ ହୋଇଥିବା ବ୍ୟକ୍ତିଙ୍କର ଖୋଜା ଚାଲିଛି।

ପୁଲିସ୍ ରିପୋର୍ଟ ମୁତାବକ, ମୃତକଙ୍କ ମଧ୍ୟରେ ତିନିଜଣ ଶିଶୁ ସାମିଲ୍‌ ଅଛନ୍ତି। ମୃତକ ମାନେ ହେଲେ ମହମ୍ମଦ ତାରିକ୍ ଖାରୀ (୮), ଶେହନାଜା ବେଗମ୍ (୩୦), ନାଜିୟା ଅଖତର୍ (୧୪) ଓ ଆରିଫ୍ ହୁସେନ୍ ଖରୀ (୫)। ଏମାନେ ସମସ୍ତେ ରଜୌରୀର କାଲସିୟାନ୍ ନାଓଶେରା ଅଞ୍ଚଳରେ ବାସ କରୁଥିଲେ। ପରିବାରର ମହମ୍ମଦ ବାସିର୍ ଖରୀ (୮୦) ନିଖୋଜ ଅଛନ୍ତି।

ସୂଚନାଯୋଗ୍ୟ, ଘଣ୍ଟାଏ ଭିତରେ ୧୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେଲେ ବାଦଲ ଫାଟିବାର ଆଶଙ୍କା ଥାଏ। ପାହାଡ଼ିଆ ଅଞ୍ଚଳରେ ଏଭଳି ଅନେକ ଘଟଣା ଘଟିଥାଏ। ତେବେ ଏତେ ମାତ୍ରାରେ ବର୍ଷା ହେବା ଦ୍ୱାରା ବହୁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥାଏ। ବାରାମୁଲାରେ ମଧ୍ୟ ପ୍ରବଳ ବର୍ଷା ହେତୁ ଏହି ଦୁର୍ଘଟଣା ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story