ପଳାତକ ମେହୁଲ ଚୋକସି ଆଣ୍ଟିଗୁଆରୁ ନିଖୋଜ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ନିଖୋଜ। ଆଣ୍ଟିଗୁଆ ଏବଂ ବରବୁଡାରୁ ସେ ନିଖୋଜ ହୋଇଯାଇଥିବା ସୂଚନା ରହିଛି। ମେହୁଲଙ୍କ ଓକିଲ ବିଜୟ ଅଗ୍ରଓ୍ୱାଲ ଏହି ସୂଚନା ଦେଇଛନ୍ତି। ପିଏନବି ବ୍ୟାଙ୍କରେ ଋଣ ଠକେଇ କରି ଆଣ୍ଟିଗୁଆ ପଳାଇଛନ୍ତି ମେହୁଲ ଚୋକସି। ୨୦୧୮ ପାଖରୁ ସେ ଆଣ୍ଟିଗୁଆରେ ରହିଛନ୍ତି। ୧୪ ହଜାର କୋଟି ଋଣ ଠକେଇ ମାମଲାରେ ସଂପୃକ୍ତ ଏହି ପଳାତକ ବ୍ୟବସାୟୀଙ୍କ ବିରୋଧରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି। ଚୋକସି ନିଖୋଜ […]

mehol-choksi

mehol-choksi

Subhransu Sekhar
  • Published: Tuesday, 25 May 2021
  • Updated: 26 May 2021, 11:15 PM IST

Sports

Latest News

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ନିଖୋଜ। ଆଣ୍ଟିଗୁଆ ଏବଂ ବରବୁଡାରୁ ସେ ନିଖୋଜ ହୋଇଯାଇଥିବା ସୂଚନା ରହିଛି। ମେହୁଲଙ୍କ ଓକିଲ ବିଜୟ ଅଗ୍ରଓ୍ୱାଲ ଏହି ସୂଚନା ଦେଇଛନ୍ତି। ପିଏନବି ବ୍ୟାଙ୍କରେ ଋଣ ଠକେଇ କରି ଆଣ୍ଟିଗୁଆ ପଳାଇଛନ୍ତି ମେହୁଲ ଚୋକସି। ୨୦୧୮ ପାଖରୁ ସେ ଆଣ୍ଟିଗୁଆରେ ରହିଛନ୍ତି। ୧୪ ହଜାର କୋଟି ଋଣ ଠକେଇ ମାମଲାରେ ସଂପୃକ୍ତ ଏହି ପଳାତକ ବ୍ୟବସାୟୀଙ୍କ ବିରୋଧରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି।

ଚୋକସି ନିଖୋଜ ହେବା ନେଇ ତାଙ୍କୁ ପରିବାରକୁ ସେ ଜଣାଇ ଦେଇଛନ୍ତି ବୋଲି ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି। ଚୋକସି ନିଖୋଜ ହେବା ଖବର ଜଣାପଡ଼ିବା ପରେ ତାଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ତାଙ୍କ ପରିବାର ପାଖକୁ ଯାଇ ସେ ଆଲୋଚନା କରିଥିବା କହିଛନ୍ତି। ଆଣ୍ଟିଗୁଆ ପୁଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି। କିନ୍ତୁ ଚୌକସିଙ୍କ ସୁରକ୍ଷାକୁ ନେଇ ଏବେ ପରିବାର ଲୋକ ଚିନ୍ତାରେ ଥିବା ସୂଚନା ରହିଛି।

ଆଣ୍ଟିଗୁଆର ମିଡିଆ ରିପୋର୍ଟ ଅନୁଯାୟୀ, ମେହୁଲ ଚୋକସିଙ୍କୁ ଖୋଜିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଚୋକସି ଆଣ୍ଟିଗୁଆ ଦ୍ୱୀପର ଦକ୍ଷିଣ ଭାଗରେ ଥିବା ଏକ ରେଷ୍ଟୁରାଣ୍ଟକୁ ଖାଇବା ପାଇଁ ବିଳମ୍ବିତ ରାତିରେ ନିଜ ଘରୁ ଯାଇଥିଲେ। ଏହାପରେ ସେ ନିଖୋଜ ରହିଛନ୍ତି।

ଏବେ ସିବିଆଇ ମେହୁଲ ଚୋକସି ବାବଦରେ ଅଧିକ ସୂଚନା ଜାଣିବା ପାଇଁ ଆଣ୍ଟିଗୁଆରେ ଥିବା ଭାରତର ଦୂତାବାସଙ୍କୁ ଚିଠି ଲେଖିଛି। ସୂଚନା ଅନୁଯାୟୀ ଚୌକସିଙ୍କ ନାମରେ ଗ୍ଲୋବାଲ ପୁଲିସ ରେଡ୍ ନୋଟିସ ଜାରି କରିଛି। ୨୦୧୮ରେ ଏହି ନୋଟିସ ଜାରି କରିଥିଲା ଗ୍ଲୋବାଲ ପୁଲିସ। ଏହାର ଅର୍ଥ ଯଦି ମେହୁଲ ଅନ୍ୟ କୌଣସି ଦେଶକୁ ଯିବେ ତାହେଲେ ସଙ୍ଗେସଙ୍ଗେ ଗ୍ଲୋବାଲ ପୁଲିସ ସତର୍କ ହୋଇ ବିହିତ ପଦକ୍ଷେପ ଗ୍ରହଣ କରିବ।

ତେବେ ଆଣ୍ଟିଗୁଆର ସ୍ଥାନୀୟ ମିଡିଆର ରିପୋର୍ଟ ଅନୁଯାୟୀ ଚୋକସି ଏବେ କ୍ୟୁବା ଯାଇଥାଇପାରନ୍ତି। କାରଣ ଆଣ୍ଟିଗୁଆ ଭଳି କ୍ୟୁବା ସହିତ ଭାରତର ପ୍ରତ୍ୟର୍ପଣ ଚୁକ୍ତି ନାହିଁ। ଆଣ୍ଟିଗୁଆ ସହିତ ପ୍ରତ୍ୟର୍ପଣ ଚୁକ୍ତି ନଥିବାରୁ ଭାରତ ମେହୁଲ ଚୋକସିକୁ ଆଣିବରେ ବିଳମ୍ୱ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story