ମର୍ଣ୍ଣିଂ ୱାକ୍ ପାଇଁ ଯାଇଥିଲେ, ଉଠାଇ ନେଲେ

ନୋଏଡା: ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ ପାଇଁ ଯାଇଥିଲେ। ଆଉ ହଠାତ୍ କିଛି ଦୁବୃର୍ତ୍ତ ଆସି ଉଠାଇନେଲେ। ଆଜି ଗ୍ରେଟର ନୋଏଡାର ଗୌତମବୁଦ୍ଧ ନଗର ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ତା’ର ଭାଇ ଓ ଭଉଣୀ ସହ ମର୍ଣ୍ଣିଂ ୱାକ ପାଇଁ ଘରୁ ବାହାରିଥିଲେ। ଏହି ସମୟରେ କିଛି ଦୁବୃର୍ତ୍ତ ଆସି ଯୁବତୀଙ୍କୁ କାରରେ ନେଇ ଯାଇଥିଲେ। ଘଟଣା ପରେ ଯୁବତୀଙ୍କ ପରିବାର ଲୋକଙ୍କ ସମେତ ଶତାଧିକ ଲୋକେ ଖୁବ୍ ବିରୋଧ କରିଥିଲେ, […]

kidnapped

kidnapped

Ranjit Kumar Jena
  • Published: Thursday, 16 September 2021
  • Updated: 16 September 2021, 01:08 PM IST

Sports

Latest News

ନୋଏଡା: ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ ପାଇଁ ଯାଇଥିଲେ। ଆଉ ହଠାତ୍ କିଛି ଦୁବୃର୍ତ୍ତ ଆସି ଉଠାଇନେଲେ। ଆଜି ଗ୍ରେଟର ନୋଏଡାର ଗୌତମବୁଦ୍ଧ ନଗର ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ତା’ର ଭାଇ ଓ ଭଉଣୀ ସହ ମର୍ଣ୍ଣିଂ ୱାକ ପାଇଁ ଘରୁ ବାହାରିଥିଲେ। ଏହି ସମୟରେ କିଛି ଦୁବୃର୍ତ୍ତ ଆସି ଯୁବତୀଙ୍କୁ କାରରେ ନେଇ ଯାଇଥିଲେ। ଘଟଣା ପରେ ଯୁବତୀଙ୍କ ପରିବାର ଲୋକଙ୍କ ସମେତ ଶତାଧିକ ଲୋକେ ଖୁବ୍ ବିରୋଧ କରିଥିଲେ, ଯାହାଦ୍ୱାରା ଏନଏଚ୍-୯୧ ପ୍ରବଳ ଭିଡ଼ ହୋଇଯାଇଥିଲା।

ବିରୋଧ ପ୍ରଦର୍ଶନ ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିଛି। ଅପୃହତ ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ସକାଳ ୫ଟା ବେଳେ ମର୍ଣ୍ଣିଂ ୱାକ୍ ପାଇଁ ଘରୁ ବାହାରିଥିଲେ। ଯେତେବେଳେ ସେ ରେଲ୍ ବିହାର ପାଖରେ ପାଖାପାଖି ୬ଟା ବେଳେ ପହଞ୍ଚିଲା, ସେହି ସମୟରେ ଅଚ୍ଛେଜା ଗାଁ ଆଡ଼ୁ ଏକ ଧଳା ରଙ୍ଗର କାର୍ ଭ୍ୟାନ୍ ଆସିଲା। କାରରେ ଥିବା କିଛି ଦୁବୃର୍ତ୍ତ ଯୁବତୀଙ୍କୁ ରୋକି ତାଙ୍କ ସହ ଅସଦାଚରଣ କରିଥିଲେ।

ଯୁବତୀ ଜଣକ ଜୋରରେ ଚିତ୍କାର କରିଥିଲେ। ଭ୍ୟାନରେ ଥିବା ଦୁବୃର୍ତ୍ତ ପ୍ରଥମେ ଯୁବତୀଙ୍କ ସାନ ଭଉଣୀକୁ ଅପହରଣ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ କୁନି ଝିଅ ଦୁବୃର୍ତ୍ତ ପାଖରୁ ଖସି ଆସିଥିଲା ଏବଂ ତା’ ବଡ଼ ଭଉଣୀକୁ ଭ୍ୟାନରେ ନେଇ ଫେରାର୍ ହୋଇଯାଇଥିଲା।

ଏହି ଘଟଣାରେ ବାଦଲପୁର ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେଣ୍ଟ୍ରାଲ୍ ନୋଏଡା ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣା ପାଇଁ ପାଞ୍ଚ ଜଣିଆ ପୁଲିସ୍ ଟିମ୍ ଗଠନ କରାଯାଇଛି। ପୁଲିସ୍ ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରିବା ସହ ବିଭିନ୍ନ ଚେକପୋଷ୍ଟରେ ଚେକିଂ କରିବାକୁ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story