ରାଜଧାନୀରେ ଲାଗୁ ହେଲା ୟେଲୋ ଆଲର୍ଟ

ନୂଆଦିଲ୍ଲୀ: ଲଗାତର ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ମାମଲା ବଢ଼ି ଚାଲିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଡବଲ୍‌ ହେଉଛି। ଦେଖୁ ଦେଖୁ ଓମିକ୍ରନ ସଂକ୍ରମିତ ମାମଲା ଦେଶରେ ୬ଶହ ଡେଇଁସାରିଲାଣି। ଏହାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ଜାରି ହୋଇଛି ୟେଲୋ ଆଲର୍ଟ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓମିକ୍ରନ୍‌ ମୁକାବିଲା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଠାରେ GRAP(ଗ୍ରେଡ୍‌ ରିସ୍ପଂସ ଆକ୍ସନ ପ୍ଲାନ) […]

Delhi police

Delhi police

Madhupriya Mistry
  • Published: Tuesday, 28 December 2021
  • Updated: 28 December 2021, 01:47 PM IST

Sports

Latest News

ନୂଆଦିଲ୍ଲୀ: ଲଗାତର ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ମାମଲା ବଢ଼ି ଚାଲିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଡବଲ୍‌ ହେଉଛି। ଦେଖୁ ଦେଖୁ ଓମିକ୍ରନ ସଂକ୍ରମିତ ମାମଲା ଦେଶରେ ୬ଶହ ଡେଇଁସାରିଲାଣି। ଏହାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ଜାରି ହୋଇଛି ୟେଲୋ ଆଲର୍ଟ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓମିକ୍ରନ୍‌ ମୁକାବିଲା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଠାରେ GRAP(ଗ୍ରେଡ୍‌ ରିସ୍ପଂସ ଆକ୍ସନ ପ୍ଲାନ) ଲାଗୁ କରାଯାଇଛି। ଅର୍ଥାତ୍‌ ଦିଲ୍ଲରେ ଏବେ ୟେଲୋ ଆଲର୍ଟ ଲାଗୁ ହେବ। ଏହି ଅନୁଯାୟୀ କଟକଣା ମଧ୍ୟ ବଢ଼ିବ।

ରାତି ୧୦ ଟାରୁ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ଏହା ବ୍ୟତୀତ, ଅଡ୍‌ ଇଭେନ୍‌ ଅନୁଯାୟୀ ଦୋକାନଗୁଡିକ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିରେ ଅତ୍ୟାବଶ୍ୟକ ସେବା କିମ୍ବା ସାମଗ୍ରୀ ସହିତ ଦୋକାନ ଏବଂ ମଲ୍ ଅନ୍ତର୍ଭୁକ୍ତ ରହିବ। ଏଥି ସହିତ ୫୦% କ୍ଷମତା ସହିତ ରେଷ୍ଟୁରାଣ୍ଟ ଖୋଲାଯିବ। ସେହିପରି ପୁଣି ଥରେ ସିନେମା ହଲ୍, ମଲ୍ଟିପ୍ଲେକ୍ସ ବନ୍ଦ ରହିବ।

ସେହିପରି ହୋଟେଲ ଖୋଲା ରହିବ, କିନ୍ତୁ ହୋଟେଲ ଭିତରେ ଥିବା ବେଙ୍କକ୍ୱେଟ୍‌ ଏବଂ କନ୍‌ଫ୍ରେନ୍ସ ହଲ୍‌ ବନ୍ଦ ରହିବ। ସେଲୁନ, ବ୍ୟୁଟିପାଲର୍ଟର ଖୋଲା ରହିବ। ଜିମ୍‌, ଯୋଗା ସେଣ୍ଟର, ଏଣ୍ଟରଟେନ୍‌ମେଣ୍ଟ ପାର୍କ ବନ୍ଦ ରହିବ। ବସଥଗୁଡିକରେ ଛିଡା ହୋଇ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ। ୫୦% କ୍ଷମତାରେ ବସ୍‌ ଚାଲିବ। ସ୍ପୋର୍ଟସ୍‌ କମ୍ଲେକ୍ସ, ଷ୍ଟାଡିଅମ୍‌ ଏବଂ ସୁଇମିଂ ପୁଲ ଆଦି ବନ୍ଦ ରହିବ। ବିବାହ ଏବଂ ଅନ୍ତିମ ସଂସ୍କାରରେ କେବଳ ୨୦ ଲୋକ ସାମିଲ ହେବା ପାଇଁ ଅନୁମତି ରହିବ।

ସୂଚନା ମୁତାବକ, ଜୁଲାଇ ୨୦୨୧ରେ କେଜ୍ରିୱାଲ ସରକାର କରୋନାର ତୃତୀୟ ଲହର ସହ ଲଢ଼ିବା ପାଇଁ GRAP ଲାଗୁ କରିଥିଲେ। ଏହା ଅଧୀନରେ ଦିଲ୍ଲୀରେ କେବେ ଲକଡାଉନ୍ ଲାଗୁ କରାଯିବ, କେବେ ବନ୍ଦ ରହିବ ଏବଂ କେବେ ଖୋଲା ରହିବ ସେନେଇ ଜିନିଷଗୁଡିକ ସ୍ପଷ୍ଟ କରାଯାଇଥିଲା। GRAP ଅଧୀନରେ ଲାଗୁ କରାଯାଇଥିବା ପ୍ରତିବନ୍ଧକଗୁଡିକ ସ୍କୁଲ, ମେଟ୍ରୋ, ବସ୍ ସେବା ତଥା ଜିମ୍, ଭୋଜି ହଲ୍ ଉପରେ ପ୍ରଭାବ ପକାଇଥାଏ।

ଯଦି ଆଗକୁ ସ୍ଥିତି ଆହୁରି ବିଗିଡିଯାଏ ତେବେ ତା'ହିସାବରେ ମଧ୍ୟ ଦିଲ୍ଲୀ ସରକାର ଯୋଜନା ତିଆରି କରିଛନ୍ତି। ସଂକ୍ରମଣ ମାମଲା ୧%ରୁ ଅଧିକ ହେଲେ ଲେବୁଲ-୨ ଅର୍ଥାତ ଅମ୍ବର ଆଲର୍ଟ, ୨%ରୁ ଅଧିକ ହେଲେ ଅରେଞ୍ଜ ଆଲର୍ଟ ଏବଂ ୫%ରୁ ଅଧିକ ହେଲେ ରେଡ୍‌ ଆଲର୍ଟ ଜାରି କରାଯିବ ବୋଲି କେଜ୍ରିୱାଲ ସରକାର କହିଛନ୍ତି।

https://twitter.com/ANI/status/1475734824803450880?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story