ଏପ୍ରିଲ-ମେ'ରେ କରୋନା ନେଇଛି ଅଧାରୁ ଅଧିକ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସୂଚନା ଅଧିକାର ଆଇନ ଜରିଆରେ ସାମ୍ନାକୁ ଆସିଛି। ଗତବର୍ଷ ଏପ୍ରିଲ ଠାରୁ ଦେଶରେ ଏଯାବତ କରୋନାରେ ହୋଇଥିବା ମୋଟ୍ ମୃତ୍ୟୁରୁ ମାତ୍ର ଦୁଇ ମାସରେ ଅଧା ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ଚଳିତ ବର୍ଷ ଏପ୍ରିଲ ଏବଂ ମେ ମାସରେ ଘଟିଛି। ତେଣୁ ଦୁଇ ମାସ କେତେ ଭୟଙ୍କର ଥିଲା ତାହା ଏହି ସଂଖ୍ୟାରୁ ଆକଳନ କରି ହେଉଛି। […]

Corona-Death

Corona-Death

Subhransu Sekhar
  • Published: Sunday, 25 July 2021
  • Updated: 25 July 2021, 05:49 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସୂଚନା ଅଧିକାର ଆଇନ ଜରିଆରେ ସାମ୍ନାକୁ ଆସିଛି। ଗତବର୍ଷ ଏପ୍ରିଲ ଠାରୁ ଦେଶରେ ଏଯାବତ କରୋନାରେ ହୋଇଥିବା ମୋଟ୍ ମୃତ୍ୟୁରୁ ମାତ୍ର ଦୁଇ ମାସରେ ଅଧା ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ଚଳିତ ବର୍ଷ ଏପ୍ରିଲ ଏବଂ ମେ ମାସରେ ଘଟିଛି। ତେଣୁ ଦୁଇ ମାସ କେତେ ଭୟଙ୍କର ଥିଲା ତାହା ଏହି ସଂଖ୍ୟାରୁ ଆକଳନ କରି ହେଉଛି।

ଚଳିତ ବର୍ଷ ଏପ୍ରିଲ ଏବଂ ମେ ମାସରେ କରୋନା କାରଣରୁ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଦିଲ୍ଲୀର ମୋଟ ମୃତ୍ୟୁର ୪୧ ପ୍ରତିଶତ ରହିଛି। ତିନୋଟି ରାଜ୍ୟରେ ଏହି ସମୟ ମଧ୍ୟରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଥିଲା। ଅନ୍ୟପକ୍ଷରେ, ଦିଲ୍ଲୀ, କର୍ଣ୍ଣାଟକ ଏବଂ ପଞ୍ଜାବରେ ଯଦି ୧୪ ମାସ ମଧ୍ୟରେ କରୋନାରେ ମୃତ୍ୟୁସଂଖ୍ୟାକୁ ଦେଖିବା, ତାହେଲେ ଚଳିତ ବର୍ଷ ଏପ୍ରିଲ ଏବଂ ମେ ମାସରେ ପ୍ରାୟ ୬୦% ସଂକ୍ରମିତ ଏହି ରାଜ୍ୟରୁ ପ୍ରାଣ ହରାଇଛନ୍ତି। ସୂଚନା ଅଧିକାର ଅଧିନିୟମ ଅନୁଯାୟୀ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ଏନସିଡିସି) ଏହି ସୂଚନା ଦେଇଛି।

ଏନସିଡିସି କହିଛି ଯେ ଏପ୍ରିଲ ୨୦୨୦ରୁ ମେ ୨୦୨୧ ମଧ୍ୟରେ କୋଭିଡରୁ ମୋଟ ୩୨୯,୦୬୫ ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ୧୬୬,୬୩୨ ଜଣଙ୍କର ଚଳିତ ବର୍ଷ ଏପ୍ରିଲ ଏବଂ ମେ ମାସରେ ମୃତ୍ୟୁ ଘଟିଛି। ମେ ମାସରେ ୧୨, ୦୭୭୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଏପ୍ରିଲରେ ୪୫୮୮୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ବର୍ଷ ଏପ୍ରିଲରୁ ଏହି ଦୁଇ ମାସ ମଧ୍ୟରେ ସର୍ବାଧିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହା ବ୍ୟତୀତ ଜୁନ୍ ମାସରେ ୬୯,୩୫୪ ରୋଗୀଙ୍କ ମୃତ୍ୟୁ ଘଟିଛି, କିନ୍ତୁ ଅଧିକାରୀମାନେ ଏପ୍ରିଲ ଏବଂ ମେ ମାସରେ ଏହି ସୂଚନା ଦେଇ ନାହାନ୍ତି। ଏପ୍ରିଲ-ମେ ପୂର୍ବରୁ ସର୍ବାଧିକ ମୃତ୍ୟୁ ଗତ ବର୍ଷ ସେପ୍ଟେମ୍ବରରେ ୩୩,୦୩୫ ଜଣ ପ୍ରାଣ ହରାଇଥିଲେ। ଫେବୃଆରୀ ୨୦୨୧ରେ ୨,୭୭୭ ଜଣ ମୃତ୍ୟୁ ହୋଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଏ ସଂକ୍ରାନ୍ତରେ ଏକ ତଥ୍ୟ ପ୍ରଦାନ କରିଛି। ଯେଉଁଥିରେ ଦେଶରେ ଏହି କରୋନା କାରଣରୁ ଏପର୍ଯ୍ୟନ୍ତ ୪,୨୦,୫୫୧ ରୋଗୀ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ କର୍ଣ୍ଣାଟକରେ ୩୬,୩୫୨, ତାମିଲନାଡୁରେ ୩୩,୮୮୯, ଦିଲ୍ଲୀରେ ୨୫,୦୪୧, ଉତ୍ତରପ୍ରଦେଶରେ ୨୨,୭୪୯ ଏବଂ ପଶ୍ଚିମବଙ୍ଗରେ ୧୮,୦୬୪ଟି ମୃତ୍ୟୁ ଘଟିଛି। ୭୦% ରୁ ଅଧିକ ମୃତ୍ୟୁ ଅନ୍ୟ ଗୁରୁତର ରୋଗ ହେତୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story