ଜେଲରୁ ମୁକୁଳିବେ ସାମ୍ବାଦିକ ସିଦ୍ଦିକ୍ କପ୍ପାନ

ନୂଆଦିଲ୍ଲୀ: ଜେଲରୁ ବାହାରିବେ ସାମ୍ବାଦିକ ସିଦ୍ଦିକ୍ କପ୍ପାନ। ତାଙ୍କୁ ଜାମିନ ଦେବା ପାଇଁ ଆଜି ସୁପ୍ରିମ୍‌କ‌ୋର୍ଟ ରାଜି ହୋଇଛନ୍ତି।  ଏ ସମ୍ପର୍କରେ ଆଜି  ସୁପ୍ରିମ୍‌କ‌ୋର୍ଟ ପ୍ରଧାନ ବିଚାରପତି ୟୁୟୁ ଲଳିତ ଇସାରା ଦେଇଛନ୍ତି। ତିନି ଦିନ ମଧ୍ୟରେ ଟ୍ରାଏଲ୍‌ କୋର୍ଟରେ ହାଜର କରାଯିବା ପରେ ସାମ୍ବାଦିକ ସିଦ୍ଦିକଙ୍କୁ ମୁକ୍ତ କରାଯିବ। ଏହା ପରେ ସିଦ୍ଦିକ୍ ଆଗାମୀ ୬ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ। ଏଥିସହିତ ପ୍ରତି ସପ୍ତାହରେ ନିଜାମୁଦ୍ଦିନ୍‌ସ୍ଥିତ ସ୍ଥାନୀୟ ଥାନାରେ ହାଜର ହେବେ। ଏହା ଛଡ଼ା […]

kappan

kappan

Tapas Behera
  • Published: Friday, 09 September 2022
  • Updated: 09 September 2022, 05:06 PM IST

Sports

Latest News

ନୂଆଦିଲ୍ଲୀ: ଜେଲରୁ ବାହାରିବେ ସାମ୍ବାଦିକ ସିଦ୍ଦିକ୍ କପ୍ପାନ। ତାଙ୍କୁ ଜାମିନ ଦେବା ପାଇଁ ଆଜି ସୁପ୍ରିମ୍‌କ‌ୋର୍ଟ ରାଜି ହୋଇଛନ୍ତି।  ଏ ସମ୍ପର୍କରେ ଆଜି  ସୁପ୍ରିମ୍‌କ‌ୋର୍ଟ ପ୍ରଧାନ ବିଚାରପତି ୟୁୟୁ ଲଳିତ ଇସାରା ଦେଇଛନ୍ତି। ତିନି ଦିନ ମଧ୍ୟରେ ଟ୍ରାଏଲ୍‌ କୋର୍ଟରେ ହାଜର କରାଯିବା ପରେ ସାମ୍ବାଦିକ ସିଦ୍ଦିକଙ୍କୁ ମୁକ୍ତ କରାଯିବ। ଏହା ପରେ ସିଦ୍ଦିକ୍ ଆଗାମୀ ୬ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ। ଏଥିସହିତ ପ୍ରତି ସପ୍ତାହରେ ନିଜାମୁଦ୍ଦିନ୍‌ସ୍ଥିତ ସ୍ଥାନୀୟ ଥାନାରେ ହାଜର ହେବେ। ଏହା ଛଡ଼ା ଜାମିନ ମଞ୍ଜୁରି ପାଇଁ ଆଉ କିଛି ସର୍ତ୍ତାବଳି ମଧ୍ୟ ଲାଗୁ କରାଯାଇଛି। ୬ ସପ୍ତାହ ପରେ ସାମ୍ବାଦିକ ସିଦ୍ଦିକ୍‌ଙ୍କୁ କେରଳର ମାଲପୁରମ୍‌ ଯିବା ପାଇଁ ଅନୁମତି ମିଳିବ।

ସେଠାରେ ମଧ୍ୟ ପ୍ରତି ସପ୍ତାହରେ ସେ ସ୍ଥାନୀୟ ଥାନାରେ ହାଜର ହେବେ। ଜେଲ୍‌ରୁ ମୁକ୍ତ ହେବା ଆଗରୁ ସେ ତାଙ୍କର ପାସ୍‌ପୋର୍ଟ ଦାଖଲ କରିବେ। ସେହିପରି ସେ ସାକ୍ଷୀମାନଙ୍କ ସହିତ ମିଳାମିଶା କରିବେ ନାହିଁ ବୋଲି ଅଦାଲତ ସର୍ତ୍ତ ରଖିଛନ୍ତି । ୨୦୨୦ ଅକ୍ଟୋବରରେ ହାଥରସରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

ଏହାର ରିପୋର୍ଟିଂ କରିବାକୁ କପ୍ପାନ ଅକ୍ଟୋବର ୫ରେ ହାଥରସର ବୋଲାଗରି ଗାଁକୁ ଯାଉଥିଲେ। ହେଲେ ତାଙ୍କୁ ଉତ୍ତର ପ୍ରଦେଶ ପୁଲିସ୍‌ ଗିରଫ କରି ଥିଲା। ତାଙ୍କୁ ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍‌ ଆକ୍ଟ୍‌’ ବଳରେ ଗିରଫ କରାଯାଇଥିଲା। ସେବେଠାରୁ ତାଙ୍କୁ ଜେଲ୍‌ରେ ରଖାଯାଇଛି। କପ୍ପାନଙ୍କୁ ଧାରା ୧୨୪ଏ, ୧୫୩ଏ ଓ ୨୯୫ଏରେ ଗିରଫ କରାଯାଇଛି। ତାଙ୍କ ନାଁରେ ଦେଶଦ୍ରୋହ ଓ ଦଙ୍ଗା ସୃଷ୍ଟି କରିବା ଭଳି ମାମଲା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story