ଆମ ସମ୍ମାନର ନିଚ୍ଛକ ସତ: ମିଗ୍‌ ୨୧ କ୍ରାଶରେ ପ୍ରାଣ ହରାଇଥିବା ପାଇଲଟଙ୍କ ପରିବାରକୁ ବିମାନରେ ଅସମ୍ମାନ

ନୂଆଦିଲ୍ଲୀ: ସେନା ଯବାନ ଓ ତାଙ୍କ ପରିବାର ଲୋକଙ୍କୁ ସମସ୍ତେ ସମ୍ମାନ କରୁଥିବା କହି ବୁଲନ୍ତି। କଥା କଥାକେ ସେନା ଯବାନଙ୍କୁ ସମ୍ମାନ କରୁଥିବା ଦମ୍ଭୋକ୍ତି କରିବାକୁ ପଛାନ୍ତି ନାହିଁ। ହେଲେ ପ୍ରକୃତରେ ଲୋକମାନେ କେମିତି ଜଣେ ଯବାନ ଓ ତାଙ୍କ ପରିବାର ଲୋକଙ୍କୁ ସମ୍ମାନ କରନ୍ତି, ତା’ର ନିଚ୍ଛକ ସତ ସାମ୍ନାକୁ ଆସିଛି। ଯବାନଙ୍କ ମୃତଦେହ ଆଣିବାକୁ ଯାଉଥିବା ତାଙ୍କ ପରିବାର ଲୋକଙ୍କୁ ବିମାନରେ ଅସମ୍ମାନ କରାଯାଇଛି। ବିମାନର ପାଇଲଟଙ୍କ ଘୋଷଣା ସତ୍ତ୍ୱେ ମୃତ ଯବାନଙ୍କ […]

adtitya-bal

adtitya-bal

Hemant Lenka
  • Published: Saturday, 30 July 2022
  • Updated: 30 July 2022, 04:43 PM IST

Sports

Latest News

ନୂଆଦିଲ୍ଲୀ: ସେନା ଯବାନ ଓ ତାଙ୍କ ପରିବାର ଲୋକଙ୍କୁ ସମସ୍ତେ ସମ୍ମାନ କରୁଥିବା କହି ବୁଲନ୍ତି। କଥା କଥାକେ ସେନା ଯବାନଙ୍କୁ ସମ୍ମାନ କରୁଥିବା ଦମ୍ଭୋକ୍ତି କରିବାକୁ ପଛାନ୍ତି ନାହିଁ। ହେଲେ ପ୍ରକୃତରେ ଲୋକମାନେ କେମିତି ଜଣେ ଯବାନ ଓ ତାଙ୍କ ପରିବାର ଲୋକଙ୍କୁ ସମ୍ମାନ କରନ୍ତି, ତା’ର ନିଚ୍ଛକ ସତ ସାମ୍ନାକୁ ଆସିଛି। ଯବାନଙ୍କ ମୃତଦେହ ଆଣିବାକୁ ଯାଉଥିବା ତାଙ୍କ ପରିବାର ଲୋକଙ୍କୁ ବିମାନରେ ଅସମ୍ମାନ କରାଯାଇଛି। ବିମାନର ପାଇଲଟଙ୍କ ଘୋଷଣା ସତ୍ତ୍ୱେ ମୃତ ଯବାନଙ୍କ ପରିବାର ଲୋକଙ୍କୁ ଯାତ୍ରୀମାନେ ତଳକୁ ଆଗୁଆ ଓହ୍ଲାଇବାକୁ ସୁଯୋଗ ଦେଇନାହାନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ତଥାକଥିତ ଦେଶଭକ୍ତଙ୍କ ଅସଲ ଚେହାରର ପର୍ଦ୍ଦାଫାସ ହୋଇଛି।

ରାଜସ୍ଥାନର ବାରମେରରେ ଟ୍ରେନିଂ ଉଡ଼ାଣ ବେଳେ ଗୁରୁବାର ଭାରତୀୟ ବାୟୁସେନା ମିଗ୍ ୨୧ ଯୁଦ୍ଧ ବିମାନ କ୍ରାଶ ହୋଇଥିଲା। ଏହି ଦୁର୍ଘଟଣାରେ ୱିଙ୍ଗ୍ କମାଣ୍ଡର ଏମ ରାଣା ଓ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଦ୍ୱିତୀୟ ବଳଙ୍କର ମୃତ୍ୟୁ ଘଟିଛି। ଫ୍ଲାଇଟ୍ ଲେଫ୍ଟନାଣ୍ଟ ବଳଙ୍କ ପରିବାର ଶୁକ୍ରବାର ତାଙ୍କ ମୃତଦେହ ଆଣିବା ପାଇଁ ଦିଲ୍ଲୀରୁ ଯୋଧପୁର ଯାଇଥିଲେ। ତେବେ ତାଙ୍କ ପରିବାର ଲୋକ ବିମାନରେ ଯାଉଥିବା ବେଳେ ତାଙ୍କୁ କିଛି ଲୋକ ସେମାନଙ୍କୁ ସମ୍ମାନ ଦେଇ ନଥିବା ଉକ୍ତ ବିମାନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଟ୍ୱିଟ କରିଛନ୍ତି।

ଶେର୍ବୀର ପାନାଗ ନାମକ ଜଣେ ଓକିଲ ଟ୍ୱିଟ୍ କରି କହିଛନ୍ତି, “ଫ୍ଲାଇଟ୍ ଲେଫ୍ଟନାଣ୍ଟ ବଳଙ୍କ ପରିବାର ସହ ତୃତୀୟ ଧାଡ଼ିରେ ମୁଁ ବସିଥିଲି। ବିମାନ ଅବତରଣ କରିବା ମାତ୍ରେ କ୍ୟାପଟେନ ସମସ୍ତଙ୍କୁ ଅନୁରୋଧ କରିଥିଲେ ଯେ ବଳଙ୍କ ପରିବାର ଲୋକଙ୍କୁ ପ୍ରଥମେ ବିମାନରୁ ଓହ୍ଲାଇବା ପାଇଁ ସୁଯୋଗ ଦିଅନ୍ତୁ। ହେଲେ ପ୍ରଥମ ଓ ଦ୍ୱିତୀୟ ଧାଡ଼ିରେ ବସିଥିବା ଲୋକମାନେ ଏହି ଅନୁରୋଧକୁ ଆଦୌ ଖାତିର କରି ନଥିଲେ।”

ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଏଚ୍ଏସ୍ ପାନାଗଙ୍କ ପୁଅ ଓ ବଲିଉଡ ଆକ୍ଟର ଗୁଲ ପାନାଗଙ୍କ ଭାଇ ହେଉଛନ୍ତି ଶେର୍ବୀର। ସେ ଆହୁରି କହିଛନ୍ତି, “ଲୋକଙ୍କ ଏପରି ଆଚରଣ ଦେଖି ମୁଁ ଓ ଆଉ କିଛି ଯାତ୍ରୀ ବଡ଼ ପାଟି କରିବାକୁ ବାଧ୍ୟ ହୋଇଥିଲୁ। ଆମେ ପ୍ରଥମ ଧ ଦ୍ୱିତୀୟ ଧାଡ଼ିର ଲୋକମାନଙ୍କୁ ବସିବାକୁ କହିବା ସହ ବଳଙ୍କ ପରିବାର ବର୍ଗଙ୍କୁ ପ୍ରଥମେ ଓହ୍ଲାଇବାକୁ ଦିଆଯାଉ ବୋଲି କହିଥିଲୁ। ଆମ ଦେଶର ପୁରୁଷ ଓ ମହିଳାମାନଙ୍କ ସ୍ୱାର୍ଥପର ଆଚରଣ ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ବଳିଦାନ ପ୍ରତି ଆମ ସମ୍ମାନର ଏହା ହେଉଛି ବାସ୍ତବତା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story