୨୦୨୪ରେ ପୁଣି ସରକାର କାହିଁକି ନ କରିବୁ: ନୀତୀଶ

ପାଟନା: କିଛି ଅସୁବିଧା ହେବନି। ଆରାମରେ ଆସନ୍ତା ୩ ବର୍ଷ ସରକାର ଚାଲିବ। ୨୦୧୪ରେ ଜିତିଥିଲୁ, ୨୦୨୪ରେ ପୁଣି କାହିଁକି ସରକାର ହେବନି? ତେଣୁ ସମସ୍ତେ ଏକଜୁଟ ହୋଇ ଯାହାନ୍ତୁ। ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାର ଏହା କହିଛନ୍ତି। ଯାହା ଆସନ୍ତା ନିର୍ବାଚନରେ ମହାମେଣ୍ଟ ସରକାର ଓ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ପୁଣି ଆଲୋଚନାକୁ ଆଣିଛି। ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଜେପି ବିରୋଧରେ କଡ଼ା ପ୍ରତିକ୍ରିୟା ରଖି କହିଛନ୍ତି, […]

nitis--

nitis--

Niranjan Mishra
  • Published: Wednesday, 10 August 2022
  • Updated: 10 August 2022, 04:42 PM IST

Sports

Latest News

ପାଟନା: କିଛି ଅସୁବିଧା ହେବନି। ଆରାମରେ ଆସନ୍ତା ୩ ବର୍ଷ ସରକାର ଚାଲିବ। ୨୦୧୪ରେ ଜିତିଥିଲୁ, ୨୦୨୪ରେ ପୁଣି କାହିଁକି ସରକାର ହେବନି? ତେଣୁ ସମସ୍ତେ ଏକଜୁଟ ହୋଇ ଯାହାନ୍ତୁ। ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାର ଏହା କହିଛନ୍ତି। ଯାହା ଆସନ୍ତା ନିର୍ବାଚନରେ ମହାମେଣ୍ଟ ସରକାର ଓ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ପୁଣି ଆଲୋଚନାକୁ ଆଣିଛି।

ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଜେପି ବିରୋଧରେ କଡ଼ା ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ଉପରେ ଚାପ ପଡ଼ୁଥିଲା। ତେଣୁ ସେ ବିଜେପିକୁ ଛାଡ଼ି ପୁରୁଣା ସ୍ଥାନକୁ ଫେରିଛନ୍ତି। ଏଥିପାଇଁ ସେ ପ୍ରାୟ ଦେଢ଼ ମାସ ହେବ ଗଣମାଧ୍ୟମ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ଏବେ ପାର୍ଟିର ଲୋକଙ୍କୁ ପଚାରିଲେ ସ୍ଥିତି କ'ଣ ଥିଲା ଜାଣି ହେବ।

ସେ ୨୦୨୦ରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନ ଥିଲେ। ହେଲେ ତାଙ୍କୁ ଜୋର କରି ଏହି ଦାୟିତ୍ୱ ଦିଆଗଲା। ଏହି ସମୟରେ ଜେଡିୟୁ ଦୃଢ଼ ଭାବେ ବିଜେପିକୁ ସମର୍ଥନ କରିଥିଲା। କିନ୍ତୁ ଜେଡିୟୁକୁ ହରାଇବାକୁ ବିଜେପି ପରେ ସବୁ ପ୍ରକାର ଚେଷ୍ଟା କରିଥିଲା।  ତା ପରେ ଯାହା ହେଲେ ସମସ୍ତେ ଦେଖିଛନ୍ତି। ତାଙ୍କ ପାର୍ଟିର ଲୋକଙ୍କ କହିବା ମୁତାବକ ସେ ବିଜେପି ଠାରୁ ଅଲଗା ହୋଇଛନ୍ତି। ୨୦୧୫ରେ ଯେତିକି ସିଟ୍ ଜିତି ଥିଲେ, ତାହା ଏବେ କମି ଯାଇଛି ବୋଲି ନୀତୀଶ କହିଛନ୍ତି।

ସେହିପରି ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ନିମନ୍ତେ ଲଢ଼ିବେ ବୋଲି ସାମ୍ବାଦିକଙ୍କ ଏକ ପ୍ରଶ୍ନରେ ସେ ଏଥିପାଇଁ ଇଛୁକ ନୁହେଁ ବୋଲି କହିଛନ୍ତି। ତେବେ ଆରଜେଡି ନେତା ଶତଦ ଯାଦବ କହିଛନ୍ତି, ନୀତୀଶ କୁମାର ଏକ ଆଦର୍ଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ୨୦୨୪ରେ ସେ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ।

ତେବେ ବିଜେପି ଠାରୁ ଅଲଗା ହୋଇ ଜେଡିୟୁ ଏବେ ଆରଜେଡି ହାତ ଧରିବା ଆଲୋଚନାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story