ହିଜାବ ବିବାଦ: ଅଧାରୁ ପରୀକ୍ଷା ଛାଡି ଉଠିଗଲେ ଛାତ୍ରୀ

ବେଙ୍ଗାଳୁରୁ: ହିଜାବକୁ ନେଇ ଥମୁନି ବିବାଦ। ସ୍କୁଲ ଭିତରେ ହିଜାବ ପିନ୍ଧିବାକୁ ନେଇ ଛାତ୍ରୀମାନେ କରିଥିବା ଆବେଦନକୁ ଆଜି କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି। ହିଜାବ ମୁସଲିମ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଆସିବା ପରେ ଏବେ ପୁଣି କିଛି ଛାତ୍ରୀ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। ବେଙ୍ଗାଳୁରୁର ସୁରପୁରା ତାଲୁକା କେଏମ୍‌ବିବି ସରକାରୀ ପିୟୁ କଲେଜରେ ଛାତ୍ରୀମାନେ ପ୍ରିନ୍ସିପାଲଙ୍କ କହିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନିବାକୁ ମନା କରିଦେଇଛନ୍ତି। […]

hijab-controversy

hijab-controversy

Madhupriya Mistry
  • Published: Tuesday, 15 March 2022
  • Updated: 15 March 2022, 02:06 PM IST

Sports

Latest News

ବେଙ୍ଗାଳୁରୁ: ହିଜାବକୁ ନେଇ ଥମୁନି ବିବାଦ। ସ୍କୁଲ ଭିତରେ ହିଜାବ ପିନ୍ଧିବାକୁ ନେଇ ଛାତ୍ରୀମାନେ କରିଥିବା ଆବେଦନକୁ ଆଜି କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି। ହିଜାବ ମୁସଲିମ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଆସିବା ପରେ ଏବେ ପୁଣି କିଛି ଛାତ୍ରୀ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି।

ବେଙ୍ଗାଳୁରୁର ସୁରପୁରା ତାଲୁକା କେଏମ୍‌ବିବି ସରକାରୀ ପିୟୁ କଲେଜରେ ଛାତ୍ରୀମାନେ ପ୍ରିନ୍ସିପାଲଙ୍କ କହିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନିବାକୁ ମନା କରିଦେଇଛନ୍ତି। ଏଥିସହ ଶ୍ରେଣୀ ଗୃହକୁ ବହିସ୍କାର କରିଛନ୍ତି। ସେମାନେ ବିରୋଧ ସ୍ୱରୂପ ପରୀକ୍ଷା ଛାଡି ଅଧାରୁ ଉଠି ପଳାଇ ଆସିଛନ୍ତି।

ସୂଚନା ମୁତାବକ, ଏହି କଲେଜରେ ଏକ ପରୀକ୍ଷା ଚାଲିଥିଲା। କିନ୍ତୁ ହାଇକୋର୍ଟଙ୍କ ନିଷ୍ପତ୍ତି ଶୁଣିବା ମାତ୍ରେ କିଛି ଛାତ୍ରୀ ପ୍ରତିବାଦରେ  ଶ୍ରେଣୀକୁ ବହିସ୍କାର କରିଥିଲେ। ସୂଚନାନୁସାରେ, ଏହି ଛାତ୍ରଛାତ୍ରୀଙ୍କ ପରୀକ୍ଷା ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ହେବାକୁ ଥିବାବେଳେ, ଏହି ସମୟରେ ଛାତ୍ରଛାତ୍ରୀମାନେ ବିରୋଧ କରିଥିଲେ।

ଛାତ୍ରୀଙ୍କ କହିବା ମୁତାବକ, ବର୍ତ୍ତମାନ ସେମାନେ ନିଜ ବାପାମା'ଙ୍କ ସହ କଥା ହେବେ। ଏହପରେ ହିଁ ସ୍ଥିର କରିବେ ଯେ ହିଜାବ ନ ପିନ୍ଧି କ୍ଲାସରେ ଯୋଗଦେବେ କି ନାହିଁ। କ୍ଲାସ୍କୁ ବଏକଟ୍‌ କରିଥିବା ଛାତ୍ରମାନଙ୍କ କହିବା କଥା ହେଲା ଯେ, ଆମେ କେବଳ ହିଜାବ୍ ପିନ୍ଧି ପରୀକ୍ଷା ଦେବୁ। ଯଦି ସେମାନେ ଆମକୁ ହିଜାବ ହଟାଇବାକୁ କୁହନ୍ତି, ତେବେ ଆମେ ପରୀକ୍ଷା ଦେବୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story