କୋଠା ଭୁଶୁଡ଼ି ୫ ମୃତ, ୩୦ରୁ ଅଧିକ ଆହତ

ମୁମ୍ୱାଇ: ମୁମ୍ୱାଇର ଗୋଭାନ୍ଦି ଅଞ୍ଚଳରେ ଏକ କୋଠା ଭୁଶୁଡି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅତ୍ୟଧିକ ବର୍ଷା କାରଣରୁ କୋଠାଟି ଭୁଶୁଡି ପଡ଼ିଥିବା ଜଣାପଡ଼ିଛି। ଏଥିଯୋଗୁ ଆଉ କିଛି ଲୋକ କୋଠା ତଳେ ଚାପି ହୋଇ ରହିଥିଲେ। ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି। ଏହାବାଦ୍ ବର୍ଷା ଯୋଗୁ ରାୟଗଡ଼ ଜିଲ୍ଲାର ଚାରୋଟି ସ୍ଥାନରେ ଭୂସ୍ଖଳନ ହୋଇଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା […]

mumbai-rain

mumbai-rain

Subhransu Sekhar
  • Published: Friday, 23 July 2021
  • Updated: 23 July 2021, 11:05 AM IST

ମୁମ୍ୱାଇ: ମୁମ୍ୱାଇର ଗୋଭାନ୍ଦି ଅଞ୍ଚଳରେ ଏକ କୋଠା ଭୁଶୁଡି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅତ୍ୟଧିକ ବର୍ଷା କାରଣରୁ କୋଠାଟି ଭୁଶୁଡି ପଡ଼ିଥିବା ଜଣାପଡ଼ିଛି। ଏଥିଯୋଗୁ ଆଉ କିଛି ଲୋକ କୋଠା ତଳେ ଚାପି ହୋଇ ରହିଥିଲେ। ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି।

ଏହାବାଦ୍ ବର୍ଷା ଯୋଗୁ ରାୟଗଡ଼ ଜିଲ୍ଲାର ଚାରୋଟି ସ୍ଥାନରେ ଭୂସ୍ଖଳନ ହୋଇଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଉଦ୍ଧବଙ୍କୁ ଆଶ୍ୱସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ୱାଇରେ ତିନି ଦିନ ହେବ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ରାସ୍ତା ସହିତ ରେଳ ଲାଇନ୍ ପାଣିରେ ବୁଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବୁଧବାର ପାଣିପାଗ ବିଭାଗ ମୁମ୍ୱାଇକୁ ରେଡ୍ ଆଲର୍ଟ ଜାରି କରିଥିଲା। ଆଜି କିନ୍ତୁ ଅରେଞ୍ଜ ଆଲର୍ଟ ଜାରି କରିଛି।

ମୁମ୍ବାଇ, କୋଲ୍‌ହାପୁର ଓ ନାଗପୁର ସମେତ ଅନେକ ସ୍ଥାନର ପାଣିପାଗ ଖରାପ ରହିଛି। ଅନେକ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏନଡିଆରଏଫ-ଏସଡିଆରଏଫର ଟିମ୍ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଲୋକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ବନ୍ୟା ଯୋଗୁଁ ଚିଖାଲି ଗାଁର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଏନଡିଆରଏଫ ଦଳ ଚିଖାଲି ଗାଁରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ସେହିପରି ବର୍ଷା ଓ ବନ୍ୟା ଯୋଗୁଁ ରତ୍ନଗିରିର ଅବସ୍ଥା ମଧ୍ୟ ଖରାପ ହୋଇଛି। ଏପରିକି ଏଠାରେ ସେନା ଲୋକଙ୍କୁ ଉଦ୍ଧାର କରିବାରେ ନିୟୋଜିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story