ଆଇଆଇଟି ମାଡ୍ରାସରେ ରେକର୍ଡ଼ସ୍ତରୀୟ ପ୍ଲେସମେଣ୍ଟ, ଦରମା ବାର୍ଷିକ ୧.୯୮ କୋଟି ଟଙ୍କା

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ମାଡ୍ରାସ(ଆଇଆଇଟି ମାଡ୍ରାସ)ର ବଡ଼ ଉପଲବ୍ଧି। ସବୁଠୁ ଅଧିକ ପ୍ଲେସମେଣ୍ଟ ଦେବାରେ ଏହି ସଂସ୍ଥା ବିରଳ ରେକର୍ଡ଼ ହାସଲ କରିଛି। ଚଳିତ ଏକାଡେମିକ ବର୍ଷରେ ଏହି ସଂସ୍ଥା ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ଦେଶର ମର୍ଯ୍ୟାଜନକ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନ୍ୟତମ ଆଇଆଇଟି ମାଡ୍ରାସ ପ୍ଲେସମେଣ୍ଟରେ ମଧ୍ୟ ଅଧିକ ଦରମାରେ ପିଲା ନିଯୁକ୍ତି ପାଇଥିବା ଜଣାପଡ଼ିଛି।  ୨୦୨୧-୨୨ ଏକାଡେମିକ୍ ବର୍ଷରେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ୩୮୦ କମ୍ପାନୀରେ ପ୍ରାୟ […]

IIT-Madras

IIT-Madras

Tapas Behera
  • Published: Monday, 08 August 2022
  • Updated: 08 August 2022, 04:00 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ମାଡ୍ରାସ(ଆଇଆଇଟି ମାଡ୍ରାସ)ର ବଡ଼ ଉପଲବ୍ଧି। ସବୁଠୁ ଅଧିକ ପ୍ଲେସମେଣ୍ଟ ଦେବାରେ ଏହି ସଂସ୍ଥା ବିରଳ ରେକର୍ଡ଼ ହାସଲ କରିଛି। ଚଳିତ ଏକାଡେମିକ ବର୍ଷରେ ଏହି ସଂସ୍ଥା ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ଦେଶର ମର୍ଯ୍ୟାଜନକ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନ୍ୟତମ ଆଇଆଇଟି ମାଡ୍ରାସ ପ୍ଲେସମେଣ୍ଟରେ ମଧ୍ୟ ଅଧିକ ଦରମାରେ ପିଲା ନିଯୁକ୍ତି ପାଇଥିବା ଜଣାପଡ଼ିଛି।  ୨୦୨୧-୨୨ ଏକାଡେମିକ୍ ବର୍ଷରେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ୩୮୦ କମ୍ପାନୀରେ ପ୍ରାୟ ୧,୯୯୯ ଜଣ ନିଯୁକ୍ତି ପାଇଛନ୍ତି। ସେହିପରି ସମର ଇଣ୍ଟନସିପରେ ମଧ୍ୟ ୨୩୧ଜଣ ପ୍ରି- ପ୍ଲେସମେଣ୍ଟ ପାଇବାରେ ସଫଳ ହୋଇଛନ୍ତି।

ପୂର୍ବ ଏକାଡେମିକ ବର୍ଷ ଅପେକ୍ଷା  ୧୧୫୧ ଜଣ  ଅଧିକ ନିଯୁକ୍ତି ପାଇପାରିଛନ୍ତି। ସମ୍ପୃକ୍ତ ୩୦୦ କମ୍ପାନୀ ମଧ୍ୟରୁ ୧୪ ଟି କମ୍ପାନୀ ପକ୍ଷରୁ  ୪୫ଟି ଅନ୍ତର୍ଜାତୀୟ ଅଫର ଦିଆଯାଇଛି। ଏହା ଅନ୍ୟ ଏକ ଉଚ୍ଚତମ ରେକର୍ଡ଼ ବୋଲି କୁହାଯାଉଛି।  ଏହା ବାଦେ ପ୍ରଥମ ଏବଂ ଦ୍ୱିତୀୟ ଫେଜ୍‌ରେ ୧୩୧ଟି ଷ୍ଟାଟଅଫ କମ୍ପାନୀ  ୧୯୯ ଜଣଙ୍କୁ ନିଯୁକ୍ତି ଅଫର ଦେଇଛି।  ଉକ୍ତ ଅନୁଷ୍ଠାନର ସମସ୍ତ ୬୧ ଜଣ ଏମବିଏ ଛାତ୍ର  ପ୍ଲେସମେଣ୍ଟ ପାଇବାରେ ସମର୍ଥ ହୋଇଇନ୍ତି। ଅର୍ଥାତ  ଆଇଆଇଟି ମାଡ୍ରାସର ଡିପାର୍ଟମେଣ୍ଟ ଅଫ ମାନେଜମେଣ୍ଟ ଷ୍ଟଡିଜ୍‌ ପକ୍ଷରୁ  ୧୦୦ ପ୍ରତିଶତ ପ୍ଲେସମେଣ୍ଟ ବ୍ୟବସ୍ଥା ହୋଇପାରିଛି।  ତେବେ ଆଭେରେଜ୍‌ ବାର୍ଷିକ ଦରମା ୨୧.୪୮ ଲକ୍ଷ ରହିଛି।

ସେହିପରି ସବୁଠାରୁ ଉଚ୍ଚ ଦରମା ଆମେରିକୀୟ ଡଲାର ୨୫୦,୦୦୦ ଅର୍ଥାତ ଭାରତୀୟ ମୁଦ୍ରାରେ ବାର୍ଷିକ ପ୍ରାୟ ୧.୯୮ କୋଟି ଟଙ୍କା ରହିଛି। ଜବ ପାଇଁ ପ୍ରାୟ ୮୦ ପ୍ରତିଶତ ପଞ୍ଜିକଣ କରିଥିବା ବେଳେ ସମସ୍ତେ ଜବ ପାଇଛନ୍ତି।  ପିଲାମାନଙ୍କ ସଫଳତାରେ ଆରମେ ଖୁସି ବୋଲି ସଂସ୍ଥାର ପ୍ରଫେସର ସିଏସ ଶଙ୍କର ରାମ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୫ଟି ଅନ୍ତର୍ଜାତୀୟ ଅଫର ଆସିଥିଲା ବେଳେ ସେଥିରୁ କେବଳ ୧୧ଟି ରାକୁଟେନ୍‌ ମୋବାଇଲ, ଆଇଏନସି କମ୍ପାନୀରୁ ରହିଥିବା ସେ କହିଇନ୍ତି। ସେହିପରି ଅନ୍ୟ ଅନ୍ତର୍ଜାତୀୟ କମ୍ପାନୀ ମଧ୍ୟରେ ଗ୍ଲେନ, କାଇକର୍ଣ୍ଣ ଟେକ୍ନୋଲୋଜି, ହୋଣ୍ଡା ଆଣ୍ଡ ଡି ଆଦି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story