୧୦ ବର୍ଷରୁ କମ୍‌ ଛୁଆଙ୍କୁ ନେଇ ବଢ଼ିଲା ଟେନ୍‌ସନ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ କୋଭିଡ୍-୧୯ ମାମଲା ବଢୁଛି। ତେବେ ଏଠାରେ ଚିନ୍ତା ବଢ଼ାଇଛନ୍ତି ୧୦ ବର୍ଷରୁ କମ୍ ବୟସର ଛୁଆ। ଏହି ବୟସର ଛୁଆମାନେ ଅଧିକରୁ ଅଧିକ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏହି ମାସରେ ବେଙ୍ଗାଲୁରୁରେ ବର୍ତ୍ତମାନ ସୁଦ୍ଧା ୪୭୨ ଜଣ ୧୦ ବର୍ଷରୁ କମ୍‌ ବୟସର ଛୁଆ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇସାରିଲେଣି। ମାସ ଶେଷ ସୁଦ୍ଧା ଏହି ସଂଖ୍ୟା ୫୦୦ ଟପି ଯିବ ବୋଲି କୁହାଯାଉଛି। ୪୭୨ ଆକ୍ରାନ୍ତ ଛୁଆଙ୍କ ମଧ୍ୟରୁ ୨୪୪ […]

children

children

Jitendra Garnayak
  • Published: Sunday, 28 March 2021
  • Updated: 28 March 2021, 12:14 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ କୋଭିଡ୍-୧୯ ମାମଲା ବଢୁଛି। ତେବେ ଏଠାରେ ଚିନ୍ତା ବଢ଼ାଇଛନ୍ତି ୧୦ ବର୍ଷରୁ କମ୍ ବୟସର ଛୁଆ। ଏହି ବୟସର ଛୁଆମାନେ ଅଧିକରୁ ଅଧିକ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହେଉଛନ୍ତି।

ଏହି ମାସରେ ବେଙ୍ଗାଲୁରୁରେ ବର୍ତ୍ତମାନ ସୁଦ୍ଧା ୪୭୨ ଜଣ ୧୦ ବର୍ଷରୁ କମ୍‌ ବୟସର ଛୁଆ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇସାରିଲେଣି। ମାସ ଶେଷ ସୁଦ୍ଧା ଏହି ସଂଖ୍ୟା ୫୦୦ ଟପି ଯିବ ବୋଲି କୁହାଯାଉଛି। ୪୭୨ ଆକ୍ରାନ୍ତ ଛୁଆଙ୍କ ମଧ୍ୟରୁ ୨୪୪ ଜଣ ବାଳକ ହୋଇଥିବା ବେଳେ ୨୨୮ ଜଣ ବାଳିକା।

ବିଶେଷଜ୍ଞମାନେ କହିଛନ୍ତି, କରୋନାର ଦ୍ୱିତୀୟ ଲହରୀ ଛୁଆମାନଙ୍କ ପାଇଁ ଭାରି ପଡ଼ିଛି। ଗତବର୍ଷ କରୋନା ବେଳେ ଲକ୍‌ଡାଉନ୍‌ ଯୋଗୁ ଛୁଆମାନେ ଘର ଭିତରେ ରହିଥିଲେ। କିନ୍ତୁ ଏବେ ସେମାନେ ବାହାରେ ବୁଲାବୁଲି କରୁଛନ୍ତି। ପାର୍କକୁ ଯାଉଛନ୍ତି। ଆପାର୍ଟମେଣ୍ଟର ଖୋଲା ଅଞ୍ଚଳରେ ପିଲାମାନେ ଏକାଠି ହୋଇ ଖେଳୁଛନ୍ତି। ସେହିପରି ପରିବାର ଲୋକଙ୍କ ବାହାରକୁ ଯିବାଆସିବା ବଢ଼ିଛି। ତେଣୁ ଅଧିକରୁ ଅଧିକ ଛୁଆ କରୋନାରେ ସଂକ୍ରମିତ ହେବାର ଆଶଙ୍କା ବଢ଼ି ଯାଇଛି।

ବିଶେଷଜ୍ଞମାନେ ଆହୁରି କହିଛନ୍ତି, ଏହି ବୟସର ଛୁଆମାନେ ସବୁବେଳେ ଠିକ୍ ଭାବେ ମାସ୍କ ପିନ୍ଧିବା ସମ୍ଭବ ନୁହେଁ। ସେହିପରି ସେମାନେ ସାମାଜିକ ଦୂରତା ବଜାୟ ରଖିବାବି ସମ୍ଭବ ନୁହେଁ। ଏବେ ପିଲାମାନେ ବାପାମା’ଙ୍କ ସହିତ ବାହାଘର ଆଦି ଉତ୍ସବକୁ ମଧ୍ୟ ଯାଉଛନ୍ତି। ତେଣୁ ସେମାନଙ୍କ ଠାରେ ସଂକ୍ରମଣର ଆଶଙ୍କା ବଢ଼ିଛି।

ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ଗୋଟିଏ ଗୋଟିଏ ଦିନରେ ୧୦ ବର୍ଷରୁ କମ୍‌ ବୟସର ୮ରୁ୧୧ ଜଣ ଛୁଆ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ଗତ ସପ୍ତାହରେ ଗୋଟିଏ ଗୋଟିଏ ଦିନରେ ଏହି ବୟସର ୩୨ ରୁ ୬୪ ଛୁଆ ପଜିଟିଭ୍ ଚିହ୍ନଟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story