ଏକନାଥଙ୍କ କ୍ୟାମ୍ପରେ ଉଦ୍ଧବଙ୍କ ପୁତୁରା

ମୁମ୍ବାଇ: ପୁଣି ଝଟକା ଖାଇଛନ୍ତି ଉଦ୍ଧବ ଠାକରେ। ନୂଆ ସେନା ଦଳ ଗଠନକୁ ସମର୍ଥନ ଜଣାଇଛନ୍ତି ଉଦ୍ଧବ ଠାକରେଙ୍କ ପୁତୁରା ନିହାର ଠାକରେ। ଆଜି ସେ ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଭେଟି ଏହି ସମର୍ଥନ ଦେଇଛନ୍ତି। ଯାହା ପରେ ପ୍ରକୃତ ଶିବ ସେନା ଦଳର ମୁଖିଆ ହେବା ନିମନ୍ତେ ଏକନାଥ ନିର୍ବାଚନ କମିଶନଙ୍କ ଠାରୁ ମଞ୍ଜୁରୀ ପାଇବାରେ କରିଥିବା ଆବେଦନକୁ ଶକ୍ତି ଯୋଗାଇଛି। ନିହାର ଠାକରେ ହେଉଛନ୍ତି ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାତି ତଥା […]

SENA

SENA

Niranjan Mishra
  • Published: Friday, 29 July 2022
  • Updated: 29 July 2022, 09:10 PM IST

Sports

Latest News

ମୁମ୍ବାଇ: ପୁଣି ଝଟକା ଖାଇଛନ୍ତି ଉଦ୍ଧବ ଠାକରେ। ନୂଆ ସେନା ଦଳ ଗଠନକୁ ସମର୍ଥନ ଜଣାଇଛନ୍ତି ଉଦ୍ଧବ ଠାକରେଙ୍କ ପୁତୁରା ନିହାର ଠାକରେ। ଆଜି ସେ ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଭେଟି ଏହି ସମର୍ଥନ ଦେଇଛନ୍ତି। ଯାହା ପରେ ପ୍ରକୃତ ଶିବ ସେନା ଦଳର ମୁଖିଆ ହେବା ନିମନ୍ତେ ଏକନାଥ ନିର୍ବାଚନ କମିଶନଙ୍କ ଠାରୁ ମଞ୍ଜୁରୀ ପାଇବାରେ କରିଥିବା ଆବେଦନକୁ ଶକ୍ତି ଯୋଗାଇଛି।

ନିହାର ଠାକରେ ହେଉଛନ୍ତି ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାତି ତଥା ୧୯୯୬ ମସିହାରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତ ବିନ୍ଦୁମାଧବ ଠାକରେଙ୍କ ପୁଅ।

ନିହାର ମୁମ୍ବାଇରେ ଆଡଭୋକେଟ ଭାବରେ କାର୍ଯ୍ୟ କରନ୍ତି। ସେ ବିଜେପି ନେତା ହର୍ଷବର୍ଦ୍ଧନ ପାଟିଲଙ୍କ ଝିଅ ଅଙ୍କିତାଙ୍କୁ ବିବାହ କରିଛନ୍ତି।

ଅନ୍ୟପଟେ, ଇସି ଉଭୟ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କୁ ଶିବସେନାରେ ସଂଖ୍ୟାଗରିଷ୍ଠତା ଥିବା ପ୍ରମାଣ କରିବା ପାଇଁ ତଥ୍ୟ ଓ ପ୍ରମାଣ ଦାଖଲ କରିବାକୁ କହିଛନ୍ତି।

ଅଗଷ୍ଟ ୮ ତାରିଖ ଅପରାହ୍ନ ୧ଟା ସୁଦ୍ଧା ଉଭୟ ଗୋଷ୍ଠୀଙ୍କୁ ତଥ୍ୟପ୍ରମାଣ ଦାଖଲ କରିବାକୁ କୁହାଯାଇଛି। ଏହା ପରେ ବିବାଦ ସମ୍ପର୍କରେ ଇସି ଶୁଣାଣି କରିବେ। ସୂଚନା ଥାଉକି, ମହାରାଷ୍ଟ୍ରରେ ଚାଲିଥିବା କ୍ଷମତା ଲଢ଼େଇ ଏବେ ଅଲୋଚନାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story