ଡ୍ରୋନ ଷ୍ଟ୍ରାଇକକୁ ନେଇ ପାକିସ୍ତାନକୁ ଧମକ ଦେଲେ ସିଡିଏସ୍‌ ଜେନେରାଲ ରାୱତ

ନୂଆଦିଲ୍ଲୀ: ପାକିସ୍ତାନର ଡ୍ରୋନ ଷଡ଼ଯନ୍ତ୍ରକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି ଚିଫ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତ। ପାକିସ୍ତାନ ଯଦି ଡ୍ରୋନ କିମ୍ବା ଅନ୍ୟ ଅତ୍ୟାଧୁନିକ ଶୈଳୀରେ ହମଲା କରେ, ତା’ହେଲେ ଭାରତ ତା’ ନିଜ ଇଚ୍ଛାରେ ଓ ଠିକଣା ସମୟରେ ଏହାର ପାଲଟା ଜବାବ ଦେବ। ପାକିସ୍ତାନ କୌଣସି ସେନା ପ୍ରତିଷ୍ଠାନ କିମ୍ବା ସାଧାରଣ ଲୋକଙ୍କୁ ଟାର୍ଗେଟ କରି ହମଲା କରିବ, ତା’ହେଲେ ଏହା ଇସଲାମାବାଦକୁ ମହଙ୍ଗା ପଡ଼ିବ ବୋଲି ଆଜି ଜେନେରାଲ ରାୱତ […]

CDS

CDS

Hemant Lenka
  • Published: Saturday, 03 July 2021
  • Updated: 03 July 2021, 03:10 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ଡ୍ରୋନ ଷଡ଼ଯନ୍ତ୍ରକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି ଚିଫ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତ। ପାକିସ୍ତାନ ଯଦି ଡ୍ରୋନ କିମ୍ବା ଅନ୍ୟ ଅତ୍ୟାଧୁନିକ ଶୈଳୀରେ ହମଲା କରେ, ତା’ହେଲେ ଭାରତ ତା’ ନିଜ ଇଚ୍ଛାରେ ଓ ଠିକଣା ସମୟରେ ଏହାର ପାଲଟା ଜବାବ ଦେବ। ପାକିସ୍ତାନ କୌଣସି ସେନା ପ୍ରତିଷ୍ଠାନ କିମ୍ବା ସାଧାରଣ ଲୋକଙ୍କୁ ଟାର୍ଗେଟ କରି ହମଲା କରିବ, ତା’ହେଲେ ଏହା ଇସଲାମାବାଦକୁ ମହଙ୍ଗା ପଡ଼ିବ ବୋଲି ଆଜି ଜେନେରାଲ ରାୱତ କହିଛନ୍ତି।

ଜୁନ୍‌ ୨୭ରେ ଡ୍ରୋନ ଦ୍ୱାରା ଜମ୍ମୁରେ ଥିବା ବାୟୁସେନା ଏୟାରବେସ୍‌ ଉପରେ ହମଲା କରାଯାଇଥିଲା। ଏବେ ଏହି ଆକ୍ରମଣର କାରଣ କ’ଣ ହୋଇପାରେ ଓ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଏପରି ହମଲା କରି କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ତା’ର ତଦନ୍ତ ଏବେ ଏନଆଇଏ କରୁଛି। ଖୁବଶୀଘ୍ର ଏହାର ପର୍ଦ୍ଦାଫାସ ହେବ ବୋଲି ଜେନେରାଲ ରାୱତ କହିଛନ୍ତି।

ସେ କହିଛନ୍ତି, ହମଲା ପଛର ଅଲଟିମେଟମ ଉଦ୍ଦେଶ୍ୟ କ’ଣ ଏଯାଏ ଜଣାପଡ଼ିନି। କିନ୍ତୁ ସେମାନଙ୍କୁ(ପାକିସ୍ତାନ) ଆମର ସମ୍ପତ୍ତି କ୍ଷତି କରିବା ଉଦ୍ୟମ ଜାରି ରଖିବାକୁ ଦିଆଯାଉ। ଏହାପରେ ଆମ ସୁରକ୍ଷାକର୍ମୀମାନେ ହମଲାର ପ୍ରତିକ୍ରିୟା ବେଶ ଭିନ୍ନ ଧରଣରେ ଦେବେ। ଏଥିପାଇଁ ରାଜନୀତିକ ଇଚ୍ଛା ରହିଛି। ସେହିପରି ଯବାନମାନେ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି।

ଗୋଟିଏ ବଡ଼ ବାର୍ତ୍ତା ଦେବାକୁ ପଡ଼ିବ। ଯଦି କୌଣସି ଡ୍ରୋନ କିମ୍ବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଆମ ଉପରେ ହମଲା କରାଯାଏ ଓ ଏହା ଦ୍ୱାରା ଆମର କ୍ଷତି ହୁଏ କିମ୍ବା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ ଆମେ ଆମ ଇଚ୍ଛା ଅନୁସାରେ ଏହାର ଜବାବ ଦେବୁ। ଜବାବ ଦେବାର ସମୟ ଓ ସ୍ଥାନ ଆମେ ଠିକ କରିବୁ ବୋଲି ସେ କହିଛନ୍ତି।

ଫେବୃଆରୀ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ସମ୍ପର୍କରେ ସିଡିଏସ୍‌ ରାୱତ କହିଛନ୍ତି, କେବଳ ସୀମାରେ ଗୁଳି ମାଡ଼ ବନ୍ଦ କରିଦେଲେ ସବୁ ସମସ୍ୟାର ସମାଧାନ ହେବନି। ଯଦି ପାକିସ୍ତାନ ପରୋକ୍ଷରେ ଭାରତର କ୍ଷତି କରିବାକୁ ଚାହିଁବ ଓ ଶାନ୍ତି ଭାଙ୍ଗିବାକୁ ଚେଷ୍ଟା କରିବ, ତା’ହେଲେ ଏହା ଆଦୌ ଗ୍ରହଣୀୟ ନୁହେଁ।

ଏପରି କାମ ମଧ୍ୟ ଅସ୍ତ୍ରବିରତି ଉଲ୍ଲଙ୍ଘନ ସହ ସମାନ। ସୁରକ୍ଷା ଯବାନମାନେ ଆଗକୁ ଆଶଙ୍କା ଥିବା ହମଲାର ଜବାବ ଦେବାକୁ ଏବେଠାରୁ ପ୍ରସ୍ତୁତ ହୋଇ ରହିଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story