ଆତଙ୍କ ବିରୋଧୀ ଅପରେସନ ପାଇଁ ପାକିସ୍ତାନ ଯିବ ଭାରତ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ବିରୋଧରେ ସ୍ୱତନ୍ତ୍ର ଅପରେସନରେ ଭାଗ ନେବ ଭାରତ। ସଙ୍ଘାଇ କର୍ପୋରେସ ଅର୍ଗାନାଇଜେସନ (ଏସ୍‌ସିଓ) ପକ୍ଷରୁ ଏହି ସ୍ୱତନ୍ତ୍ର ଅପରେସନ ପାକିସ୍ତାନରେ ଆୟୋଜନ କରାଯିବ। ଭାରତ ଏସ୍‌ସିଓର ସଦସ୍ୟ ହୋଇଥିବାରୁ ଏଥିରେ ଭାଗ ନେବା ପାଇଁ ପାକିସ୍ତାନକୁ ୩ ଜଣିଆ ଟିମ ପଠାଇବ। ଅକ୍ଟୋବର ୩ରୁ ପାକିସ୍ତାନ ନୌଶେରାରର ପାବ୍ବି ଅଞ୍ଚଳରେ ଏସ୍‌ସିଓ ସଦସ୍ୟମାନେ ଆତଙ୍କୀ ବିରୋଧୀ ଅପରେସନ ଆରମ୍ଭ କରିବେ। ଏସ୍‌ସିଓ ରିଜୋନାଲ ଆଣ୍ଟି ଟେରୋରିଷ୍ଟ ଷ୍ଟ୍ରକଚର(ଆରଏଟିଏସ୍‌) ଅଧୀନରେ ଏପରି କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା […]

Pakistan

Pakistan

Hemant Lenka
  • Published: Thursday, 30 September 2021
  • Updated: 30 September 2021, 04:36 PM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ବିରୋଧରେ ସ୍ୱତନ୍ତ୍ର ଅପରେସନରେ ଭାଗ ନେବ ଭାରତ। ସଙ୍ଘାଇ କର୍ପୋରେସ ଅର୍ଗାନାଇଜେସନ (ଏସ୍‌ସିଓ) ପକ୍ଷରୁ ଏହି ସ୍ୱତନ୍ତ୍ର ଅପରେସନ ପାକିସ୍ତାନରେ ଆୟୋଜନ କରାଯିବ। ଭାରତ ଏସ୍‌ସିଓର ସଦସ୍ୟ ହୋଇଥିବାରୁ ଏଥିରେ ଭାଗ ନେବା ପାଇଁ ପାକିସ୍ତାନକୁ ୩ ଜଣିଆ ଟିମ ପଠାଇବ।

ଅକ୍ଟୋବର ୩ରୁ ପାକିସ୍ତାନ ନୌଶେରାରର ପାବ୍ବି ଅଞ୍ଚଳରେ ଏସ୍‌ସିଓ ସଦସ୍ୟମାନେ ଆତଙ୍କୀ ବିରୋଧୀ ଅପରେସନ ଆରମ୍ଭ କରିବେ। ଏସ୍‌ସିଓ ରିଜୋନାଲ ଆଣ୍ଟି ଟେରୋରିଷ୍ଟ ଷ୍ଟ୍ରକଚର(ଆରଏଟିଏସ୍‌) ଅଧୀନରେ ଏପରି କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଏସସିଓ ରାଷ୍ଟ୍ରଗୁଡ଼ିକ ମଧ୍ୟ ଆତଙ୍କବାଦ ବିରୋଧୀ ଅଭିଯାନରେ ନିଜର ଦକ୍ଷତା ବଢ଼ାଇ ପାରିବେ ବୋଲି କୁହାଯାଉଛି।

ଭାରତର ୩ ଜଣିଆ ଟିମ ପାକିସ୍ତାନ ଯିବାକୁ ଥିଲେ ମଧ୍ୟ ଏହା ପାକିସ୍ତାନ ସହ ଭାରତର ସମ୍ପର୍କକୁ ସୁଧାରିବାର କୌଣସି ସମ୍ଭାବନା ନାହିଁ। ଏହା ଏକ ଏସ୍‌ସିଓ ଇଭେଣ୍ଟ ହୋଇଥିବାରୁ ଭାରତ ଏଥିରେ ଭାଗ ନେବ। ଏହି ଅପରେସନ ପରେ ମଧ୍ୟ ପାକିସ୍ତାନ ପ୍ରତି ଭାରତ ରଖିଥିବା ଆଭିମୁଖ୍ୟ କେବେ ହେଲେ ବଦଳିବ ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଏସ୍‌ସିଓରେ ରୁଷ, ଭାରତ, ଚାଇନା, ପାକିସ୍ତାନ ଓ ୪ କେନ୍ଦ୍ରୀୟ ଏସିଆ ରାଷ୍ଟ୍ର ରହିଛନ୍ତି। ଏପରି ଅପରେସନ ଦ୍ୱାରା ଆଫଗାନିସ୍ତାନରେ ରାଜନୀତିକ ଓ କୂଟନୀତିକ ଉପାୟରେ ସମସ୍ୟାକୁ ମୁକାବିଲା କରାଯାଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି।

ମାର୍ଚ୍ଚ ମାସରେ ତାସ୍କକେଣ୍ଟରେ ଏଥିପାଇଁ ଆରଏଟିଏସ୍‌ ପରିଷଦ ନିଷ୍ପତ୍ତି ନେଇଥିଲା। ପୂର୍ବରୁ ଏସ୍‌ସିଓରେ ଥିବା ସଦସ୍ୟମାନେ ପାକିସ୍ତାନରେ ହେବାକୁଥିବା ଅପରେସନରେ ସାମିଲ ହେବେ ବୋଲି ଘୋଷଣା କରି ସାରିଥିଲେ। ଭାରତ ଶେଷ ରାଷ୍ଟ୍ର ଭାବେ ଆତଙ୍କୀ ବିରୋଧୀ କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି କହିଛି।

ଏସ୍‌ସିଓର ପ୍ରୋଟକଲ ଅନୁଯାୟୀ, ପାକିସ୍ତାନ ପଡ଼ୋଶୀ ଭାରତ ସମେତ ସବୁ ସଦସ୍ୟ ରାଷ୍ଟ୍ରଙ୍କୁ ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିଥିଲା। ଏହି ଯୁଦ୍ଧାଭ୍ୟାସରେ କୌଣସି ଟ୍ରୁପ୍ସ ସାମିଲ ହେବେନି। କେବଳ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଆସୁଥିବା ଟଙ୍କାର ମାର୍ଗକୁ ଚିହ୍ନଟ କରିବା ଓ ଏହାକୁ ଅକାମୀ କରିବା ହିଁ ଏହି ଅପରେସନର ଲକ୍ଷ୍ୟ। ଭାରତ ପକ୍ଷରୁ ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ଜାତୀୟ ସୁରକ୍ଷା ପରିଷଦ ସେକ୍ରେଟେରିଏଟର ଅଧିକାରୀମାନେ ଭାଗ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story