ମ୍ୟାନମାରରେ ଫସିଛନ୍ତି ୫୦୦ ଭାରତୀୟ

ନୂଆଦିଲ୍ଲୀ: ମ୍ୟାନମାରରେ ଫସିଛନ୍ତି ଭାରତୀୟ। ଚାକିରି ନାଁରେ ମ୍ୟାନମାରରେ ୧୦୦ରୁ ୧୫୦ ପର୍ଯ୍ୟନ୍ତ ଭାରତୀୟ ପଣବନ୍ଦୀ ଅଛନ୍ତି। ଏମାନଙ୍କୁ ଆଇଟି ସେକ୍ଟରରେ କାମ କରାଇବାକୁ କହି ୪ଟି କମ୍ପାନୀ ଡକାଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟସୂଚନା ହସ୍ତକ୍ଷେପ କରିଛି।  ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟମାନଙ୍କୁ ଆଣିବାକୁ ପ୍ରୟାସ କରାଯାଉଛି। ଫେରି ଆସିଥିବା ଆଇଟି ପ୍ରଫେସନାଲଙ୍କ ମତରେ ସେଠାରେ ପ୍ରାୟ ୫୦୦ ଜଣ ଫସି ରହିଛନ୍ତି।  ଫସିଥିବା ଭାରତୀୟଙ୍କ […]

myanmar

myanmar

Tapas Behera
  • Published: Saturday, 24 September 2022
  • Updated: 24 September 2022, 08:50 AM IST

Sports

Latest News

ନୂଆଦିଲ୍ଲୀ: ମ୍ୟାନମାରରେ ଫସିଛନ୍ତି ଭାରତୀୟ। ଚାକିରି ନାଁରେ ମ୍ୟାନମାରରେ ୧୦୦ରୁ ୧୫୦ ପର୍ଯ୍ୟନ୍ତ ଭାରତୀୟ ପଣବନ୍ଦୀ ଅଛନ୍ତି। ଏମାନଙ୍କୁ ଆଇଟି ସେକ୍ଟରରେ କାମ କରାଇବାକୁ କହି ୪ଟି କମ୍ପାନୀ ଡକାଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟସୂଚନା ହସ୍ତକ୍ଷେପ କରିଛି।  ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟମାନଙ୍କୁ ଆଣିବାକୁ ପ୍ରୟାସ କରାଯାଉଛି। ଫେରି ଆସିଥିବା ଆଇଟି ପ୍ରଫେସନାଲଙ୍କ ମତରେ ସେଠାରେ ପ୍ରାୟ ୫୦୦ ଜଣ ଫସି ରହିଛନ୍ତି।  ଫସିଥିବା ଭାରତୀୟଙ୍କ କେରଳର ପ୍ରାୟ ୩୦ ଜଣଙ୍କୁ ହତ୍ୟା ଭୟ ଘାରିଛି। ମ୍ୟାୱାଡିସ୍ଥିତ ଏକ କମ୍ପ୍ଲେକ୍ସରେ ସେମାନଙ୍କୁ ସାଇବର ଅପରାଧୀ ଭାବେ ଖଟାଯାଉଛି।

ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ଏପରିକି ଯଦି ସେମାନେ ସାଇବର ଅପରାଧୀଭାବେ କାର୍ଯ୍ୟ କରିବାକୁ ମନା କରୁଛନ୍ତି ତାହେଲେ ସେମାନଙ୍କୁ ବିଦ୍ୟୁତ ଆଘାତ ଦିଆଯାଉଛି। ସେମାନଙ୍କୁ ସୁରକ୍ଷିତ ଭାବେ ମୁକ୍ତ କରିବା ଲାଗି ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି।

କେରଳର ଜଣେ ଅପହୃତ ବ୍ୟକ୍ତି କହିଛନ୍ତି ଉକ୍ତ କ୍ୟାମ୍ପଟି ଉଚ୍ଚ ପାଚେରି ମଧ୍ୟରେ ରହିଛି। ବନ୍ଧୁକଧାରୀମାନେ ସେଠାରେ ପହରା ଦେଉଛନ୍ତି। ଅପହୃତ ବ୍ୟକ୍ତିମାନଙ୍କୁ ବିନା ପାରିଶ୍ରମିକରେ ୧୬ ଘଣ୍ଟା କାମ କରିବାକୁ କୁହାଯାଉଛି। ସେମାନଙ୍କୁ ଅତ୍ୟାଚାର କରାଯିବା ସହିତ ଖାଇବାକୁ ମଧ୍ୟ ଭଲ ଖାଦ୍ୟ ଦିଆଯାଉନାହିଁ। ସେମାନଙ୍କ ପାସପୋର୍ଟ ମଧ୍ୟ ନେଇଯାଇଛନ୍ତି ଏବଂ ଫୋନ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି। କିନ୍ତୁ କିଛି ବ୍ୟକ୍ତି ସେମାନଙ୍କ ଜୀବନକୁ ବାଜି ଲଗାଇ ଗଣମାଧ୍ୟମ ନିକଟରେ ସୂଚନା ପହଞ୍ଚାଇବାରେ ସମର୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story