ଫ୍ରାନ୍ସ ଲଗ୍‌ଜୁରୀ କମ୍ପାନୀ 'ଶନେଲ୍‌'ର ସିଇଓ ହେଲେ ଭାରତର ଲୀନା

ନୂଆଦିଲ୍ଲୀ: ଗ୍ଲୋବାଲ କମ୍ପାନୀରେ ପୁଣି ଭାରତୀୟଙ୍କ ଦବ୍‌ଦବା। ଫ୍ରାନ୍ସ ଲଗ୍‌ଜୁରୀ କମ୍ପାନୀର ସିଇଓ ହେଲେ ଭାରତୀୟ ମହିଳା। ଭାରତୀୟ ବଂଶୋଦ୍ଭବ ଲୀନା ନାୟରଙ୍କୁ ଫ୍ରାନ୍ସ ଲଗ୍‌ଜୁରୀ କମ୍ପାନୀ ‘ଶନେଲ’ର ଚିଫ୍‌ ଏଗ୍‌ଜିକ୍ୟୁଟିଭ ଅଫିସର ଭାବେ ନୁଯୁକ୍ତ କରାଯାଇଛି। ସେ ଆସନ୍ତା ବର୍ଷରୁ ଏହି କମ୍ପାନୀରେ ଯୋଗ ଦେବେ। ଏନେଇ ‘ଶନେଲ’ ପକ୍ଷରୁ ସୂଚନା ମିଳିଛି। ଏହାପୂର୍ବରୁ ଲୀନା ନାୟାର ୟୁନିଲିଭରରେ ମୁଖ୍ୟ ମାନବ ସମ୍ବଳ ଅଧିକାରୀ (CHRO) ଭାବରେ କାର୍ଯ୍ୟ କରୁଥିଲେ। ଲୀନା ନାୟାର ଟ୍ୱିଟ୍ କରି […]

Leena-nair

Leena-nair

Madhupriya Mistry
  • Published: Wednesday, 15 December 2021
  • Updated: 15 December 2021, 01:16 PM IST

Sports

Latest News

ନୂଆଦିଲ୍ଲୀ: ଗ୍ଲୋବାଲ କମ୍ପାନୀରେ ପୁଣି ଭାରତୀୟଙ୍କ ଦବ୍‌ଦବା। ଫ୍ରାନ୍ସ ଲଗ୍‌ଜୁରୀ କମ୍ପାନୀର ସିଇଓ ହେଲେ ଭାରତୀୟ ମହିଳା। ଭାରତୀୟ ବଂଶୋଦ୍ଭବ ଲୀନା ନାୟରଙ୍କୁ ଫ୍ରାନ୍ସ ଲଗ୍‌ଜୁରୀ କମ୍ପାନୀ 'ଶନେଲ'ର ଚିଫ୍‌ ଏଗ୍‌ଜିକ୍ୟୁଟିଭ ଅଫିସର ଭାବେ ନୁଯୁକ୍ତ କରାଯାଇଛି। ସେ ଆସନ୍ତା ବର୍ଷରୁ ଏହି କମ୍ପାନୀରେ ଯୋଗ ଦେବେ। ଏନେଇ 'ଶନେଲ' ପକ୍ଷରୁ ସୂଚନା ମିଳିଛି।

ଏହାପୂର୍ବରୁ ଲୀନା ନାୟାର ୟୁନିଲିଭରରେ ମୁଖ୍ୟ ମାନବ ସମ୍ବଳ ଅଧିକାରୀ (CHRO) ଭାବରେ କାର୍ଯ୍ୟ କରୁଥିଲେ। ଲୀନା ନାୟାର ଟ୍ୱିଟ୍ କରି କହିଛନ୍ତି, 'ଏକ ଖ୍ୟାତନାମା ତଥା ପ୍ରଶଂସିତ କମ୍ପାନୀ 'ଶନେଲ'ର ଗ୍ଲୋବାଲ୍ ସିଇଓ ଭାବରେ ନିଯୁକ୍ତ ହୋଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି।'

Unilever #TogetherForOurPlanet 🌍 on Twitter: "Our chief HR officer Leena  Nair explains why we must end Millennial stereotypes  https://t.co/jNL1aSuIiM #putitright https://t.co/r9cz5PXa5R" / Twitter

୫୨ ବର୍ଷୀୟା ଲୀନା ନାୟର 'ୟୁନିଲିଭର'ର ପ୍ରଥମ ମହିଳା ଏବଂ ସବୁଠୁ କମ୍‌ ବୟସ୍କା ଚିଫ୍‌ ହ୍ୟୁମନ୍‌ ରିସୋର୍ସେଜ୍‌ ଅଫିସର ଥିଲେ। 'ଶନେଲ'ର ଦାୟିତ୍ୱ ମିଳିବା ପରେ ଲୀନାଙ୍କ ନାଁ ଏବେ ସେହି ଭାରତୀୟ ଏକଗ୍‌ଜିକ୍ୟୁଟିଭ୍‌ ତାଲିକାରେ ସାମିଲ ହୋଇଛି, ଯେଉଁମାନେ କି ଗ୍ଲୋବାଲ କମ୍ପାନୀଗୁଡିକୁ ଲିଡ୍‌ କରୁଛନ୍ତି।

ୟୁନିଲିଭରରୁ ଇସ୍ତଫା ଦେବା ପରେ ଫ୍ୟାଶନ ଜଗତର ସର୍ବୋତ୍ତମ କମ୍ପାନୀର ସିଇଓ ହେବାକୁ ଯାଉଥିବା ଲୀନା ନାୟାର କହିଛନ୍ତି, ୟୁନିଲିଭରରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବାରୁ ସେ କୃତଜ୍ଞ। ସେ କହିଛନ୍ତି ଯେ ୟୁନିଲିଭର ୩୦ ବର୍ଷ ଧରି ତାଙ୍କ ଘର ଭଳି ଥିଲା। ଲୀନା କହିଛନ୍ତି, ‘ୟୁନିଲିଭର ପ୍ରକୃତରେ ମୋତେ ଶିଖିବା, ବଢ଼ିବା ଏବଂ ଅନୁଷ୍ଠାନରେ ଯୋଗଦାନ ପାଇଁ ଅନେକ ସୁଯୋଗ ଦେଇଥିଲା।’

https://twitter.com/LeenaNairHR/status/1470772623378370566?s=20

https://twitter.com/LeenaNairHR/status/1470799551510499357?s=20

ମହାରାଷ୍ଟ୍ରର କୋଲହାପୁରର ବାସିନ୍ଦା ଲୀନା ନାୟାର ହୋଲି କ୍ରସ୍ କନଭେଣ୍ଟ ସ୍କୁଲରୁ ପାଠ ପଢ଼ିଛନ୍ତି। ଏହା ପରେ ସେ ସାଙ୍ଗଲିର ବାଳଚନ୍ଦ୍ର କଲେଜ ଅଫ୍‌ ଇଞ୍ଜିନିୟରିଂରୁ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ କରିଥିଲେ। ପରେ ସେ ଜାମସେଦପୁର ସ୍ଥିତ ଜାଭିୟର ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ (XLRI) ରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ। ଲୀନା XLRI ରେ ଗୋଲ୍ଡ ମେଡାଲିଷ୍ଟ ଥିଲେ।

ସେ ୧୯୯୨ରେ ୟୁନିଲିଭରର ଭାରତୀୟ ସହାୟକ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ (HUL) ରେ ଯୋଗ ଦେଇଥିଲେ ଏବଂ ପ୍ରାୟ ୩୦ ବର୍ଷ ଧରି ଏହି କମ୍ପାନୀ ସହିତ କାମ କରିଆସୁଥିଲେ। ତାଙ୍କୁ ପ୍ରଥମେ ୨୦୧୩ରେ ଲଣ୍ଡନକୁ ଡକାଯାଇ ସିନିଅର୍‌ ଭାଇସ୍‌ ପ୍ରେସିଡେଣ୍ଟ କରାଯାଇଥିଲା। ପରେ ୨୦୧୬ରେ, ତାଙ୍କୁ ପଦୋନ୍ନତି ଦିଆଯାଇଥିଲା ଏବଂ ୟୁନିଲିଭରର ପ୍ରଥମ ମହିଳା CHROର ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ସୂଚନା ମୁତାବକ, ନିକଟରେ ଟ୍ୱିଟର ମଧ୍ୟ ଭାରତୀୟ ବଂଶୋଦ୍ଭବ ପାରାଗ ଅଗ୍ରୱାଲଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତ କରିଛି। ଏବେ ଲୀନା ନାୟର ଏହି ତାଲିକାରେ ଯୋଡି ହୋଇଛନ୍ତି। ପୂର୍ବରୁ ଗୁଗୁଲର ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟର ସତ୍ୟା ନଡେଲା ଏବଂ 'ପେପ୍‌ସିକୋ'ର ଇନ୍ଦ୍ରା ନୋଇଙ୍କ ଭଳି ନାମ ଏହି ତାଲିକାରେ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story