ହାଇଦ୍ରାବାଦ ଆସୁଥିବା ଇଣ୍ଡିଗୋ ବିମାନ ପାକିସ୍ତାନରେ ଲ୍ୟାଣ୍ଡ କଲା

ନୂଆଦିଲ୍ଲୀ: ଶାରଜାହାରୁ ହାଇଦ୍ରାବାଦ ଆସୁଥିବା ବିମାନ କରାଚିରେ ଓହ୍ଲାଇଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନ କରାଚିରେ ଓହ୍ଲାଇଲା ଇଣ୍ଡିଗୋ ଯାତ୍ରୀବାହୀ ବିମାନ। ରବିବାର ସକାଳେ ଶାରଜାହାରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିଥିଲା ଇଣ୍ଡିଗୋ ବିମାନ। ତେବେ ଅଧାବାଟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ପାଇଲଟ ଜଣାଇଥିଲେ, ଯାହା ପରେ ବିମାନଟିକୁ କରାଚି ଅଭିମୁଖେ ଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିମାନଟି କରାଚି ବିମାନବନ୍ଦରରେ ଯାଞ୍ଚ କରାଯାଉଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାତ୍ରୀଙ୍କୁ ହାଇଦ୍ରାବାଦ ଆଣିବାକୁ ଆଉ […]

Indigo flight

Indigo flight

Madhupriya Mistry
  • Published: Sunday, 17 July 2022
  • Updated: 17 July 2022, 10:21 AM IST

Sports

Latest News

ନୂଆଦିଲ୍ଲୀ: ଶାରଜାହାରୁ ହାଇଦ୍ରାବାଦ ଆସୁଥିବା ବିମାନ କରାଚିରେ ଓହ୍ଲାଇଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନ କରାଚିରେ ଓହ୍ଲାଇଲା ଇଣ୍ଡିଗୋ ଯାତ୍ରୀବାହୀ ବିମାନ।

ରବିବାର ସକାଳେ ଶାରଜାହାରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିଥିଲା ଇଣ୍ଡିଗୋ ବିମାନ। ତେବେ ଅଧାବାଟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ପାଇଲଟ ଜଣାଇଥିଲେ, ଯାହା ପରେ ବିମାନଟିକୁ କରାଚି ଅଭିମୁଖେ ଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିମାନଟି କରାଚି ବିମାନବନ୍ଦରରେ ଯାଞ୍ଚ କରାଯାଉଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାତ୍ରୀଙ୍କୁ ହାଇଦ୍ରାବାଦ ଆଣିବାକୁ ଆଉ ଏକ ବିମାନ ଇଣ୍ଡିଗୋ କର୍ତ୍ତୃପକ୍ଷ ପଠାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଦୁଇ ସପ୍ତାହ ମଧ୍ୟରେ କରାଚିରେ ଅବତରଣ କରିବାରେ ଏହା ହେଉଛି ଦ୍ୱିତୀୟ ଭାରତୀୟ ବିମାନ। ଏହାପୂର୍ବରୁ ସ୍ପାଇସଜେଟ୍ ବିମାନକୁ ମଧ୍ୟ ପାକିସ୍ତାନର ଏହି ବିମାନବନ୍ଦରରେ ଅବତରଣ କରିବାକୁ ପଡିଥିଲା।  ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ କରାଚିରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଇଥିଲେ ପାଇଲଟ।

https://twitter.com/ANI/status/1548504309200850945?s=20&t=xl6Ht6PIpycB_dxq23489A

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story