ଡିସେମ୍ବର ୧୫ରୁ ବିଦେଶକୁ ଉଡ଼ିପାରେ ବିମାନ, କିନ୍ତୁ..

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ମାସ ହେଲା ବନ୍ଦ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବ। ଖ୍ରୀଷ୍ଟମାସର ୧୦ ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୧୫ରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇପାରନ୍ତି ଭାରତ ସରକାର। ଏଥିପାଇଁ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ତେବେ ଯେଉଁ ସବୁ ଦେଶରେ ଏବେ ବି କରୋନା ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ନାହିଁ, ସେହି ଦେଶଗୁଡ଼ିକ ସହ ଭାରତ ସରକାର କୌଣସି ପ୍ରକାରର […]

Flight

Flight

Hemant Lenka
  • Published: Friday, 26 November 2021
  • Updated: 26 November 2021, 03:14 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ମାସ ହେଲା ବନ୍ଦ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବ। ଖ୍ରୀଷ୍ଟମାସର ୧୦ ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୧୫ରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇପାରନ୍ତି ଭାରତ ସରକାର। ଏଥିପାଇଁ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ତେବେ ଯେଉଁ ସବୁ ଦେଶରେ ଏବେ ବି କରୋନା ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ନାହିଁ, ସେହି ଦେଶଗୁଡ଼ିକ ସହ ଭାରତ ସରକାର କୌଣସି ପ୍ରକାରର ନିୟମିତ ବିମାନ ସେବା ଆରମ୍ଭ କରିବେ ନାହିଁ ବୋଲି ଜଣାପଡ଼ିଛି।

ବିଶ୍ୱର ପ୍ରାୟ ୧୪ଟି ଦେଶରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବିଶେଷ କରି ୟୁରୋପ ଓ ଦକ୍ଷିଣ ଆଫ୍ରିକାରେ ସ୍ଥିତି ଗମ୍ଭୀର ରହିଛି। ଏହି କାରଣରୁ ଉକ୍ତ ଦେଶଗୁଡ଼ିକ ସହ କୌଣସି ପ୍ରକାରର ନିୟମିତ ବିମାନ ସେବା ଆରମ୍ଭ କରାଯିବନି। ପୂର୍ବରୁ ଭଳି ଏୟାରବବଲ୍ସ ଚୁକ୍ତି ଅନୁସାରେ ଏହି ସବୁ ଦେଶଗୁଡ଼ିକ ସହ ବିମାନ ସେବା କଟକଣା ମଧ୍ୟରେ ଜାରି ରହିବ।

ଚଳିତ ସପ୍ତାହରେ ଭାରତ ସରକାର ଡିସେମ୍ବର ଶେଷ ସୁଦ୍ଧା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଡିସେମ୍ବର ମଧ୍ୟ ଭାଗରୁ ହିଁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରାଯିବ ବୋଲି ସରକାରୀ ସୂତ୍ରରୁ ଖବର ମିଳିଛି। ୨୦୨୦ ମସିହା ମାର୍ଚ୍ଚ ମାସରେ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା। ସେବେଠାରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ କରୋନା ସଂକ୍ରମଣ ହ୍ରାସ ପାଇବାରୁ ଲକଡାଉନ ହଟିଥିଲା। କିନ୍ତୁ ଅନ୍ତର୍ଜାତୀୟ ବିମାନ ସେବାକୁ ଏଯାଏ ସ୍ୱାଭାବିକ ହୋଇନି।

ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ଭାରତ ସରକାର ନିର୍ଦ୍ଦିଷ୍ଟ ମାର୍ଗରେ ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ। ସେହିପରି ସଂକ୍ରମଣ ହ୍ରାସ ଓ ଟିକାକରଣ ବଢ଼ିବା ପରେ ଏୟାର ବବଲ୍ସ ଚୁକ୍ତି କରିଥିବା ଦେଶଗୁଡ଼ିକ ସହ ବିମାନ ସେବା ଆରମ୍ଭ କରାଯାଇଛି। ଭାରତ ସରକାର ଏଯାଏ ୨୫ଟି ଦେଶ ସହ ଏପରି ଚୁକ୍ତି କରିଛନ୍ତି।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ବିମାନ ସେବା ଭଳି ଘରୋଇ ବିମାନ ସେବା ଉପରେ ମଧ୍ୟ କଟକଣା ଲାଗିଥିଲା। ସଂକ୍ରମଣ କମିବା ପରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ସେବା ଆରମ୍ଭ ହୋଇଥିଲା। ଗତ ମାସରେ ହିଁ କେନ୍ଦ୍ର ସରକାର ଘରୋଇ ବିମାନ ସେବା ପୂର୍ଣ୍ଣ କ୍ଷମତାର ସହ କରିବାକୁ ଅନୁମତି ଦେଇଛନ୍ତି।

କରୋନା ବେଳେ ମାତ୍ର ୨ ମାସ ପାଇଁ ଘରୋଇ ବିମାନ ସେବା ବନ୍ଦ ରହିଥିଲା। ଏହାପରେ ୨୦୨୦ ମେ’ ମାସରୁ ଶକ୍ତ କଟକଣା ମଧ୍ୟରେ ବିମାନ ସେବାକୁ ଆରମ୍ଭ କରାଯାଇଥିଲା। ପ୍ରଥମେ ୩୩% କ୍ଷମତାର ସହ ବିମାନ ସେବା ଆରମ୍ଭ କରିବାକୁ ସରକାର ଅନୁମତି ଦେଇଥିଲେ।

ଏହାପରେ ଗତବର୍ଷ ଡିସେମ୍ବରରେ ଏହାକୁ ୮୦%କୁ ବୃଦ୍ଧି କରାଯାଇଥିଲା। ସେହିପରି ଚଳିତ ବର୍ଷ ଜୁନ୍ ମାସରେ କରୋନାର ଦ୍ୱିତୀୟ ୱେଭ ଯୋଗୁ ପୁଣିଥରେ ସରକାର ସିଟ୍ କ୍ଷମତାକୁ ୫୦%କୁ ହ୍ରାସ କରିଥିଲେ। ଏବେ ଏହାକୁ ୧୦୦%କୁ ବୃଦ୍ଧି କରି ସରକାର ବିମାନ ସେବାକୁ ଅନୁମତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story