ଦେଶକୁ ଦେଶଦ୍ରୋହ ଆଇନ୍ ଆବଶ୍ୟକ କି, ପଚାରିଲେ ସୁୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ଚୁପ କରିବାକୁ ଦେଶଦ୍ରୋହ ଆଇନ୍ ପ୍ରଣୟନ କରିଥିଲେ ବ୍ରିଟିଶ ସରକାର। ଏବେ ଏହି ଆଇନର ଅପବ୍ୟବହାର ହେଉଛି। ତେଣୁ ଏହି ଆଇନର ଆବଶ୍ୟକତା ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି. ରମନ୍ନା। ଗୋଟିଏ ବଢ଼େଇକୁ କରତଟିଏ ଦେଲେ ଯେମିତି ଜଙ୍ଗଲ ସଫା ହେବା ଥୟ, ସେହିପରି ଏହି ଆଇନର ୧୨୪-କ ଧାରାକୁ ଅନେକ ତଦନ୍ତକାରୀ ସଂସ୍ଥା ଅପବ୍ୟବହାର କରି ଲୋକଙ୍କ ସ୍ୱର ଚପାଇବାକୁ ଚେଷ୍ଚା […]

SC

SC

Subhransu Sekhar
  • Published: Thursday, 15 July 2021
  • Updated: 15 July 2021, 04:44 PM IST

Sports

Latest News

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ଚୁପ କରିବାକୁ ଦେଶଦ୍ରୋହ ଆଇନ୍ ପ୍ରଣୟନ କରିଥିଲେ ବ୍ରିଟିଶ ସରକାର। ଏବେ ଏହି ଆଇନର ଅପବ୍ୟବହାର ହେଉଛି। ତେଣୁ ଏହି ଆଇନର ଆବଶ୍ୟକତା ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି. ରମନ୍ନା।

ଗୋଟିଏ ବଢ଼େଇକୁ କରତଟିଏ ଦେଲେ ଯେମିତି ଜଙ୍ଗଲ ସଫା ହେବା ଥୟ, ସେହିପରି ଏହି ଆଇନର ୧୨୪-କ ଧାରାକୁ ଅନେକ ତଦନ୍ତକାରୀ ସଂସ୍ଥା ଅପବ୍ୟବହାର କରି ଲୋକଙ୍କ ସ୍ୱର ଚପାଇବାକୁ ଚେଷ୍ଚା କରାଯାଉ ଥିବାର ନଜିର ରହିଛି। ଏହି ଦେଶଦ୍ରୋହ ଆଇନରେ ଯେଉଁଭଳି ବ୍ୟବସ୍ଥା ରହିଛି ଜଣଙ୍କ ବିରୋଧରେ ଏହି ଦଫା ଲାଗିଲେ ନିରବ ରହିବା ସୁନିଶ୍ଚିତ। ସେ ଡରି ଡରି ରହୁଛି ବୋଲି ନ୍ୟାୟମୂର୍ତ୍ତି କହିଛନ୍ତି। ଏହି ଆଇନର ଅପବ୍ୟବହାର ଉପରେ ରୋକ୍ ଲଗାଇବା ଦରକାର ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ସ୍ୱାଧୀନତାର ୭୫ ବର୍ଷ ପରେ ଦେଶଦ୍ରୋହ ଆଇନର ଆବଶ୍ୟକତା ନାହିଁ। ଏହି ଆଇନ ଜଣଙ୍କୁ ନିରବ କରିବାକୁ ବ୍ୟବହାର କରାଯାଉଛି। ବ୍ରିଟିଶ ସରକାର ମହାତ୍ମାଗାନ୍ଧୀଙ୍କୁ ନିରବ କରିବାକୁ ଯାଇ ଏହି ଆଇନ ତିଆରି କରିଥିଲେ। ଏବେ ଏହି ଆଇନର ଧାରା ୧୨୪-କ ବ୍ୟବହାର ହେବା ଦ୍ୱାରା ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଛି ବୋଲି ଦେଶରେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ମେଜର ଜେନେରାଲ ଏସ.ଜି. ବୋମ୍ବାତକେରେ ଆବେଦନ କରିଛନ୍ତି। ଏହି ଧାରା ଏବେ ରହିବାର କୌଣସି ବୈଧତା ରଖୁନି। ତୁରନ୍ତ ଏହାକୁ ରଦ୍ଦ କରାଯିବା ଦରକାର ବୋଲି ସେ ଦାବି କରିଛନ୍ତି। ଆବେଦନକାରୀ କହିଛନ୍ତି ଯେ ଏହି ଧାରା ଜଣଙ୍କ ବିରୋଧରେ ରୁଜୁ ହେବା ବେଳେ ଉତ୍ତରଦାୟୀତ୍ୱ ବଢ଼ାଇବା ଦରକାର ବୋଲି ଆବେଦନରେ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଦୁଇ ଜଣ ସାମ୍ୱାଦିକ ମଧ୍ୟ ଏହି ଧାରାକୁ ରଦ୍ଦ କରାଯାଉ ବୋଲି ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୁଇ ଜଣିଆ ଖଣ୍ଡପୀଠଙ୍କ ପାଖରେ ଏହି ଆବେଦନର ଶୁଣାଣି କରାଯାଇଥିଲା। ଏହି ପୀଠ ଏ ବାବଦରେ କେନ୍ଦ୍ରର ଜବାବ ମଧ୍ୟ ମାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story