ଆଇଏସଆଇ ସହ ଜଡ଼ିତ ଆତଙ୍କବାଦୀ ଗୁଳି ମାଡ଼ରେ ନିହତ

ନୂଆଦିଲ୍ଲୀ: ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତି ଦୁର୍ବୃତଙ୍କ ଗୁଳି ମାଡ଼ରେ  ନିହତ ହୋଇଛି। ନେପାଳରେ କାଠମାଣ୍ଡୁରେ ଳୁଚିଥିବା ଘର ଆଗରେ ତାଙ୍କୁ ଗୁଳି ମାଡ଼ ହୋଇଛି। ଆଇଏସଆଇଠାରୁ ନକଲି ନୋଟ୍ ଅଣି ଭାରତରେ ପ୍ରସାରିତ କରିବାରେ ସେ ଏକ ପ୍ରମୁଖ ଚେହେରା ଥିଲା। ସମ୍ପୃକ୍ତ ଏଜେଣ୍ଟ ନିହତ ହେବାର ଦୃଶ୍ୟ କ୍ୟାମେରାରେ କଏଦ ହୋଛି। କେତେକ ଅଜଣା ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା  ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ନିହତ […]

terror

terror

Tapas Behera
  • Published: Thursday, 22 September 2022
  • Updated: 22 September 2022, 12:20 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତି ଦୁର୍ବୃତଙ୍କ ଗୁଳି ମାଡ଼ରେ  ନିହତ ହୋଇଛି। ନେପାଳରେ କାଠମାଣ୍ଡୁରେ ଳୁଚିଥିବା ଘର ଆଗରେ ତାଙ୍କୁ ଗୁଳି ମାଡ଼ ହୋଇଛି। ଆଇଏସଆଇଠାରୁ ନକଲି ନୋଟ୍ ଅଣି ଭାରତରେ ପ୍ରସାରିତ କରିବାରେ ସେ ଏକ ପ୍ରମୁଖ ଚେହେରା ଥିଲା। ସମ୍ପୃକ୍ତ ଏଜେଣ୍ଟ ନିହତ ହେବାର ଦୃଶ୍ୟ କ୍ୟାମେରାରେ କଏଦ ହୋଛି। କେତେକ ଅଜଣା ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା  ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ନିହତ ଆଇଏସଆଇ ଏଜେଣ୍ଟ ଜଣକ ହେଉଛନ୍ତି  ଲାଲ ମହମ୍ମଦ ଓରଫ ମହମ୍ମଦ ଦର୍ଜି(୫୫)।

ଲାଲ ମହମ୍ମଦ ପାକିସ୍ତାନ, ବଂଲାଦେଶ, ନେପାଳ ଆଦି ଦେଶରୁ ନକଲି ନୋଟି ଆଣି ଭାରତରେ ପ୍ରସାରଣ କରୁଥିଲା। ଲାଲ ମହମ୍ମଦ  ଆଇଏସଆଇଠାରୁ ଲଜିଷ୍ଟିକ ସମର୍ଥନ ପାଉଥିଲା। ଏପରିକି  କୁଖ୍ୟାତ ଆତଙ୍କବାଦୀ ଦାଉଦ ଇବ୍ରାହିମ ସହ ଲାଲ ମହମ୍ମଦର ସମ୍ପର୍କ ଥିଲା।

ସିସିଟିଭି ଫୁଟେଜରେ ଲାଲ ମହମ୍ମଦ ଏକ ଲକ୍ଜରୀ କାର ତଳେ ପଡ଼ିଥିବା ଦେଖାଯାଇଛି।  କାଠମାଣ୍ଡୁର ଗୋଠାଠାର ଅଞ୍ଚଳରୁ ଏହି ଚିତ୍ର ଆସିଛି। ଦୁଇ ଜଣ ଦୁର୍ବୃତ୍ତ ଆସି ଲାଲ ମୋହମ୍ମଦଙ୍କୁ ଗୁଳି କରୁଥିବା ଦୃଶ୍ୟ କଏଦ ହୋଇଛି।  ଲାଲ ମହମ୍ମଦ କାର ପଛରେ ଳୁଚିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏପରିକି ତାଙ୍କୁ ତାଙ୍କ ଝିଅ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story