ଆତଙ୍କୀ ହମ୍‌ଲା, ଯବାନଙ୍କ ଉପରକୁ ଗ୍ରେନେଡ୍‌ ମାଡ

ଶ୍ରୀନଗର: ସୁଧୁରୁ ନାହାନ୍ତି ଆତଙ୍କବାଦୀ। ଲଗାତର ଘାଟିରେ ସେନା ଉପରେ କରୁଛନ୍ତି ଆକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ସେନା ଉପରକୁ ଆତଙ୍କୀ ହମ୍‌ଲା ହୋଇଛି। ଜମ୍ମୁକଶ୍ମୀରର ଅନନ୍ତନାଗରେ ସିଆର୍‌ପିଏଫ୍‌ ଯବାନଙ୍କ ବଙ୍କର ଉପରକୁ ଗ୍ରେନେଡ୍‌ ମାଡ କରିଛନ୍ତି ଆତଙ୍କବାଦୀ। ସୂଚନା ମୁତାବକ, ଅରବାନି ବିଜବେହରା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ଘଟଣା ପରେ ପୂରା ଅଞ୍ଚଳକୁ ସିଲ୍‌ କରାଯାଇଛି। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି। ତେବେ ଏହି ଆକ୍ରମଣରେ […]

grenade attack on crpf

grenade attack on crpf

Madhupriya Mistry
  • Published: Monday, 27 December 2021
  • Updated: 27 December 2021, 05:13 PM IST

Sports

Latest News

ଶ୍ରୀନଗର: ସୁଧୁରୁ ନାହାନ୍ତି ଆତଙ୍କବାଦୀ। ଲଗାତର ଘାଟିରେ ସେନା ଉପରେ କରୁଛନ୍ତି ଆକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ସେନା ଉପରକୁ ଆତଙ୍କୀ ହମ୍‌ଲା ହୋଇଛି। ଜମ୍ମୁକଶ୍ମୀରର ଅନନ୍ତନାଗରେ ସିଆର୍‌ପିଏଫ୍‌ ଯବାନଙ୍କ ବଙ୍କର ଉପରକୁ ଗ୍ରେନେଡ୍‌ ମାଡ କରିଛନ୍ତି ଆତଙ୍କବାଦୀ।

ସୂଚନା ମୁତାବକ, ଅରବାନି ବିଜବେହରା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ଘଟଣା ପରେ ପୂରା ଅଞ୍ଚଳକୁ ସିଲ୍‌ କରାଯାଇଛି। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି। ତେବେ ଏହି ଆକ୍ରମଣରେ ସୌଭାଗ୍ୟବଶତଃ କୌଣସି ବି ଯବାନ ଆତହ ହୋଇନଥିବା ସୂଚନା ମିଳିଛି।

ଗତ ୨୪ ଘଣ୍ଟାରେ ଦ୍ୱିତୀୟ ଥର ପାଇଁ ଆତଙ୍କବାଦୀମାନେ ସେନା ଉପରକୁ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। ଏହାପୂର୍ବରୁ ରବିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ୍‌ ମାଡ କରିଥିଲେ।

ପୁଲୱାମା ସ୍ଥିତ ପୋଷ୍ଟ ଅଫିସ ନିକଟରେ ଥିବା ଏକ ପୁଲିସ ଷ୍ଟେସନ ଉପରେ ଗ୍ରେନେଡ୍‌ ଆକ୍ରମଣ ହୋଇଥିଲା। ଏଥିରେ ଦୁଇ ଜଣ ପୁଲିସ କର୍ମୀ ଆହତ ହୋଇଥିଲେ। ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କୁ ହିଁ ଟାର୍ଗେଟ କରି ଏହି ଆକ୍ରମଣ କରିଥିଲେ।

ଗତକିଛି ଦିନ ଧରି ସେନା ପକ୍ଷରୁ ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଅଭିଯାନ ଚାଲିଛି। ବିଭିନ୍ନ ସ୍ଥାନରେ ନିରନ୍ତର ସର୍ଚ୍ଚ ଅପରେସନ୍ ଚାଲିଛି ଏବଂ ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ଟାର୍ଗେଟ କରାଯାଇଛି। ଏହି କାରଣରୁ ଆତଙ୍କବାଦୀମାନେ କ୍ରୋଧିତ ହୋଇ ଏଭଳି ଷଡଯନ୍ତ୍ର କରି ଆକ୍ରମଣ କରୁଛନ୍ତି।

ଏହାପୂର୍ବରୁ ଶନିବାର ଦିନ ଉପତ୍ୟକାରେ ତିନିଟି ପୃଥକ ମୁକାବିଲାରେ ସୁରକ୍ଷା ବାହିନୀ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ନିହତ ହୋଇଥିବା ପାଞ୍ଚ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ IED ବିଶେଷଜ୍ଞ ଥିଲେ। ପୋଲିସ ଏହି ସୂଚନା ଦେଇଛି। ଶୋପିଆନ୍ ଜିଲ୍ଲାରେ ଦୁଇଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀ ନିହତ ହୋଇଥିଲେ। ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ଅନସାର ଗାଜୱାଟ-ଉଲ-ହିନ୍ଦଙ୍କର ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହା ବ୍ୟତୀତ ଅନନ୍ତନାଗର ଶ୍ରୀଗୁଫୱାରା ଅଞ୍ଚଳର କାଲାନରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିଲେ।

https://twitter.com/ANI/status/1475425081450897409?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story