ଫେରାର ଆସାମୀ ଜେଡିୟୁ ସାଧାରଣ ସମ୍ପାଦକ

ଲକ୍ଷ୍ନୌ: ବିହାର କ୍ଷମତାରେ ଥିବା ଜେଡିୟୁ ଜଣେ ଫେରାର ଆସାମୀଙ୍କୁ ସାଧାରଣ ସମ୍ପାଦକ କରିଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ(ଜେଡିୟୁ) ବିବାଦ ଘେରକୁ ଆସିଛି। ଜେଡିୟୁ ଦଳର ଅଧ୍ୟକ୍ଷ ଲଲନ ସିଂହ ଉତ୍ତରପ୍ରଦେଶର ଦଳିୟ ଦାୟିତ୍ୱରେ ଅପରାଧୀ ରେକର୍ଡ ଥିବା ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରିବା ନେଇ ଅସନ୍ତୋଷ ଦେଖାଦେଇଛି। ସୂଚନା ମୁତାବକ, ଚାରିଜଣ ନୂତନ ସଦସ୍ୟଙ୍କୁ ଦଳ ପକ୍ଷରୁ ୟୁପି ୟୁନିଟର ଦାୟିତ୍ୱ ଦିଆଯାଇଛି। ଯାହା ଭିତରେ ପୁଲିସ ରେକର୍ଡରେ […]

dhananjaya

dhananjaya

Niranjan Mishra
  • Published: Sunday, 31 July 2022
  • Updated: 31 July 2022, 08:14 PM IST

Sports

Latest News

ଲକ୍ଷ୍ନୌ: ବିହାର କ୍ଷମତାରେ ଥିବା ଜେଡିୟୁ ଜଣେ ଫେରାର ଆସାମୀଙ୍କୁ ସାଧାରଣ ସମ୍ପାଦକ କରିଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ(ଜେଡିୟୁ) ବିବାଦ ଘେରକୁ ଆସିଛି। ଜେଡିୟୁ ଦଳର ଅଧ୍ୟକ୍ଷ ଲଲନ ସିଂହ ଉତ୍ତରପ୍ରଦେଶର ଦଳିୟ ଦାୟିତ୍ୱରେ ଅପରାଧୀ ରେକର୍ଡ ଥିବା ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରିବା ନେଇ ଅସନ୍ତୋଷ ଦେଖାଦେଇଛି।

ସୂଚନା ମୁତାବକ, ଚାରିଜଣ ନୂତନ ସଦସ୍ୟଙ୍କୁ ଦଳ ପକ୍ଷରୁ ୟୁପି ୟୁନିଟର ଦାୟିତ୍ୱ ଦିଆଯାଇଛି। ଯାହା ଭିତରେ ପୁଲିସ ରେକର୍ଡରେ ଫେରାର ଥିବା ୟୁପିର ଦୁର୍ଦ୍ଦ‌ାନ୍ତ ମାଫିଆ ଧନଞ୍ଜୟ ସିଂଙ୍କ ନାମ ରହିଛି। ଧନଞ୍ଜୟଙ୍କ ନାମରେ ୧୨ରୁ ଅଧିକ ଅପରାଧ ମାମଲା ରହିଛି।  ତାଙ୍କୁ ନୀତୀଶ କୁମାରଙ୍କ ଦଳ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ସୂଚନା ମୁତାବକ, ଧନଞ୍ଜୟଙ୍କ ବିରୋଧରେ ହତ୍ୟା ଓ ଡକାୟତି ମାମଲା ପଞ୍ଜିକୃତ ଅଛି।

ତେବେ ଏହା ପୂର୍ବରୁ ସେ ଜେଡିୟୁ ଟିକେଟରେ ଜୌନପୁରର ମହ୍ଲାନୀରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। କିଛି ଦିନ ପୂର୍ବେ ମାଫିଆ ଅଜିତ ସିଂଙ୍କ ହତ୍ୟାକାଣ୍ଡ ମାମଲାରେ ତାଙ୍କ ନାଁ ଆସିଥିଲା। ଏହା ପୂର୍ବରୁ ଜେଲରେ ଥିବା ମାଫିଆ ମୁନ୍ନା ବଜରଙ୍ଗୀଙ୍କ ହତ୍ୟାରେ ମଧ୍ୟ ତାଙ୍କ ନାଁ ଆସିଥିଲା।

ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ଅଜିତ ସିଂ ହତ୍ୟା ମାମଲାରେ ଫେରାର ଥିବା ଧନଞ୍ଜୟ ସିଂଙ୍କୁ ଧରିବା ପାଇଁ ପୁଲିସ ୨୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ଏହି ସମୟରେ ସେ ଏକ କ୍ରିକେଟ୍ ମ୍ୟାଚ୍ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖାଯିବା ପରେ ଆଲୋଚନା ରୂପ ନେଇଥିଲା।

ଏହି ଫେରାର ଆସାମୀ ଧନଞ୍ଜୟଙ୍କ ନାଁରେ ହତ୍ୟା ଓ ଲୁଟ ମାମଲା ଥାଇ ବି ତାଙ୍କୁ ଦଳ ସାଧାରଣ ସମ୍ପାଦକ ଭାବେ ବାଛିଥିବାରୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।

ଦଳ ପକ୍ଷରୁ ଜାରି ଚିଠିରେ କୁହାଯାଇଛି, ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଦଳୀୟ ଲୋକସଭା ସାଂସଦୀୟ ନେତା ରାଜୀବ ରଂଜନ ସିଂ ଓରଫ ଲଲନ ସିଂ ସାଧାରଣ ସମ୍ପାଦକ ଭାବେ ଧନଞ୍ଜୟ ସିଂ(ଉତ୍ତରପ୍ରଦେଶ ପୂର୍ବତନ ସାଂସଦ)ଙ୍କୁ ବାଛି ଛନ୍ତି। ଦଳୀୟ ଉନ୍ନତିରେ ଆଗକୁ ତାଙ୍କ ସଫଳତା କାମନା କରାଯାଉଛି। ଏଭଳି ନିଯୁକ୍ତି ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story