ମର୍ମନ୍ତୁଦ ଦୁର୍ଘଟଣା, ରାସ୍ତା ଉପରେ ଛିଟିକି ପଡିଛି ୧୫ ଶବ

ରାୟପୁର: ଭୟଙ୍କର ଦୁର୍ଘଟଣା। ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌। ଏଥିରେ ପ୍ରାୟ ୧୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। ବୁଧବାର ସକାଳେ ଝାଡଖଣ୍ଡରେ ଏଭଳି ମର୍ମନ୍ତୁ ସଡକ ଦୁର୍ଘଟଣା ଘଟିଛି। ସାହିବଗଞ୍ଜରୁ ଦୁମକା ଯାଉଥିବା ଏକ ବସ ଲିଟ୍ଟିପଡା-ଅମଡାପାଡା ରାସ୍ତାର ପଡେରକୋଲା ଠାରେ ଏକ ଗ୍ୟାସ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ଏଭଳି ଘଟଣା ଘଟିଛି। ବସ୍‌ରେ ୪୦ ଜଣରୁ ଅଧିକ ଯାତ୍ରୀଥିବା କୁହାଯାଇଛି। ସେମାନଙ୍କ […]

Accident

Accident

Madhupriya Mistry
  • Published: Wednesday, 05 January 2022
  • Updated: 05 January 2022, 03:06 PM IST

Sports

Latest News

ରାୟପୁର: ଭୟଙ୍କର ଦୁର୍ଘଟଣା। ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌। ଏଥିରେ ପ୍ରାୟ ୧୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। ବୁଧବାର ସକାଳେ ଝାଡଖଣ୍ଡରେ ଏଭଳି ମର୍ମନ୍ତୁ ସଡକ ଦୁର୍ଘଟଣା ଘଟିଛି।

ସାହିବଗଞ୍ଜରୁ ଦୁମକା ଯାଉଥିବା ଏକ ବସ ଲିଟ୍ଟିପଡା-ଅମଡାପାଡା ରାସ୍ତାର ପଡେରକୋଲା ଠାରେ ଏକ ଗ୍ୟାସ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ଏଭଳି ଘଟଣା ଘଟିଛି। ବସ୍‌ରେ ୪୦ ଜଣରୁ ଅଧିକ ଯାତ୍ରୀଥିବା କୁହାଯାଇଛି। ସେମାନଙ୍କ ମଧ୍ୟରୁ ୨୦ ଜଣ ଗୁରୁତର ହୋଇଥିବା ବେଳେ ୧୫ ଜଣଙ୍କର ଜୀବନ ଯାଇଛି। ପାକୁଡ ଏସପି ଏଚପି ଜନାର୍ଦ୍ଦନ କହିଛନ୍ତି, ୧୫ ଟି ଶବ ଜବତ ହୋଇଛି ଓ ବସ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଛି।

ଦୁର୍ଘଟଣା ଏତେ ଭୟାବହ ଥିଲା କି ଦୁଇଟି ଗାଡିର ଆଗ ଭାଗ ପୂରା ଖଣ୍ଡବିଖଣ୍ଡିତ ହୋଇ ଉଡି ଯାଇଥିଲା। କିଛି ଲୋକ ବସରୁ ଛିଟିକି ପଡି ବାହାରେ ପଡିଥିଲେ। ବସ ଭିତରେ ରହିଥିବା ଲୋକ ଫସି ଯାଇଥିଲେ। ଏବେ ବସକୁ କାଟି ସେମାନଙ୍କୁ ବାହାରକୁ ବାହାର କରାଯାଉଛି। କୁହାଯାଉଛି କି ବସର ଚାଳକ ଜୀବିତ ଅଛନ୍ତି । ଅନ୍ୟପଟେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସେପଟେ କୁହୁଡି କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ମାମଲାର ଯାଂଚ କରୁଥିବା ଅଧିକାରୀ କହିଛନ୍ତି। ତାଙ୍କ କହିବା ମୁତାବକ, ଟ୍ରକ ଚାଳକ ସାମ୍ନାପଟୁ ଆସୁଥିବା ବସକୁ କୁହୁଡି ଯୋଗୁଁ ଦେଖିପାରି ପାରିନଥିଲା। ଆଉ ସିଧା ବସ ଉପରେ ମାଡି ଯାଇଥିଲା। ଯେଉଁ ସମୟରେ ଦୁର୍ଘଟଣା ଘଟିଲା ସେହି ସମୟରେ ବସରେ ସମସ୍ତ ଯାତ୍ରୀ ପ୍ରାୟ ଶୋଇ ପଡିଥିଲେ। ଫଳରେ ସେମାନେ ତୁରନ୍ତ ବାହାରକୁ ବାହାରିବାର ସୁଯୋଗ ପାଇ ନଥିଲେ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଦୁର୍ଘଟଣାକୁ ନେଇ ଦୁଖଃ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ସୋସିଆଲ ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ଆଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story