ଦୁଷ୍କର୍ମ ଅଭିଯୁକ୍ତ ବାବାଙ୍କର ଚୁଟି ଏବଂ ରକ୍ତ ନମୁନା ନେଲା ପୁଲିସ  

ବେଙ୍ଗାଲୁରୁ: ଦୁଷ୍କର୍ମ ଅଭିଯୋଗରେ ଫସିଥିବା କର୍ଣ୍ଣାଟକର ପ୍ରଭାବଶାଳୀ ବାବା ତଥା ଲିଙ୍ଗାୟତ ସମ୍ପ୍ରଦାୟର ସାଧୁ ଶିବମୂର୍ତ୍ତି ମୁରୁଗା ଶରାନାରୁଙ୍କ ପାଇଁ ସଙ୍କଟ ବଢ଼ୁଛି। ଆଜି ତାଙ୍କର ମେଡିକାଲ ପରୀକ୍ଷା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇ ଥିଲା । ଚିତ୍ରଦୁର୍ଗା ହସପିଟାଲରେ ଆଜି ତାଙ୍କର ବିଭିନ୍ନ ପ୍ରକାର ମେଡିକାଲ ଟେଷ୍ଟ କରାଯାଇଛି। ପୁଲିସ ତାଙ୍କ ଚୁଟି ଏବଂ ରକ୍ତ ସାମ୍ପୁଲକୁ ତଦନ୍ତ ପାଇଁ ନେଇଛି। ମେଡିକାଲ ପାରୀକ୍ଷା ପରେ ପୁଣି ଥରେ ଶିବମୂର୍ତ୍ତି ମୁରୁଗା ଶରାନାରୁଙ୍କୁ ଜେରା ପାଇଁ ପୁଲିସ […]

baba

baba

Tapas Behera
  • Published: Saturday, 03 September 2022
  • Updated: 04 September 2022, 09:44 PM IST

Sports

Latest News

ବେଙ୍ଗାଲୁରୁ: ଦୁଷ୍କର୍ମ ଅଭିଯୋଗରେ ଫସିଥିବା କର୍ଣ୍ଣାଟକର ପ୍ରଭାବଶାଳୀ ବାବା ତଥା ଲିଙ୍ଗାୟତ ସମ୍ପ୍ରଦାୟର ସାଧୁ ଶିବମୂର୍ତ୍ତି ମୁରୁଗା ଶରାନାରୁଙ୍କ ପାଇଁ ସଙ୍କଟ ବଢ଼ୁଛି। ଆଜି ତାଙ୍କର ମେଡିକାଲ ପରୀକ୍ଷା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇ ଥିଲା । ଚିତ୍ରଦୁର୍ଗା ହସପିଟାଲରେ ଆଜି ତାଙ୍କର ବିଭିନ୍ନ ପ୍ରକାର ମେଡିକାଲ ଟେଷ୍ଟ କରାଯାଇଛି। ପୁଲିସ ତାଙ୍କ ଚୁଟି ଏବଂ ରକ୍ତ ସାମ୍ପୁଲକୁ ତଦନ୍ତ ପାଇଁ ନେଇଛି। ମେଡିକାଲ ପାରୀକ୍ଷା ପରେ ପୁଣି ଥରେ ଶିବମୂର୍ତ୍ତି ମୁରୁଗା ଶରାନାରୁଙ୍କୁ ଜେରା ପାଇଁ ପୁଲିସ ନେଇଛି।  ଏଠିକାର ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ତାଙ୍କୁ ଜେରା କରାଯାଉଛି । ଶିବମୂର୍ତ୍ତି ମୁରୁଗା ଶରାନାରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ଅଛନ୍ତି। ୨ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଲିଙ୍ଗା‌ୟତ ମହନ୍ତଙ୍କୁ ଗିରଫ କରାଯାଇଥିଲା। ଗତକାଲି ତାଙ୍କୁ ଚିତ୍ରଦୁର୍ଗ ସେସନ୍ସ କୋର୍ଟରେ ହାଜର କରାଯାଇଥିଲା।

ପୁଲିସ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା। ତେବେ କୋର୍ଟ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଅନୁମତି ଦେଇଛନ୍ତି। ଅନ୍ୟପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଗଣମାଧ୍ୟମକୁ କହିଛନ୍ତି ଯେ ଉକ୍ତ ଅଭିଯୋଗ ସଂକ୍ରାନ୍ତରେ କୌଣସି ଉତ୍ତର ଆମେ ରଖି ପାରିବୁନି। ସବୁକିଛି ଆଇନ ଅନୁଯାୟୀ ହେବ ବୋଲି ସେ କହିଛନ୍ତି। ୬୪ ବର୍ଷୀୟ ଶିବମୂର୍ତ୍ତି ମୁରୁଗା ଶରାନାରୁ ଲିଙ୍ଗାୟତ  ସମ୍ପ୍ରଦାୟର ଜଣେ ପ୍ରମୁଖ ଚେହେରା। ଦୁଇ ଜଣ ନାବାଳିକା ବାବାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ୬ ଦିନ ତଳେ ବାବାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।  ଚିତ୍ରଦୁର୍ଗା ସ୍ଥିତ ଏକ ମୁରାଘାରାଜେନ୍ଦ୍ର ମଠ ବିଦ୍ୟାଳୟରେ ପଢୁଥିବା ଏବଂ ଏହାର ହଷ୍ଟେଲରେ ରହୁଥିବା ୧୪ ଏବଂ ୧୬ ବର୍ଷ ବୟସର ଦୁଇ ନାବାଳିକାଙ୍କୁ ଗତ ତିନି ବର୍ଷ ଧରି ସାଧୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।  ଏହି ଅଭିଯୋଗ ଆଧାରରେ, ଏକ ଏଫଆଇଆର ମଧ୍ୟ ଦାଖଲ କରାଯାଇଥିଲା। ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (ପୋକ୍ସୋ) ଅଧିନିୟମର କଠୋର ବ୍ୟବସ୍ଥା ଅନୁଯାୟୀ ସାଧୁଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ଏହା ପରେ ଦୁଇ ପୀଡ଼ିତାଙ୍କ ବିବୃତ୍ତି ଜଣେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯିବା ସହ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story