ଅଭିନବ ପ୍ରତିବାଦ: ଖଣ୍ଡିଆ ବେଞ୍ଚରେ ପୁଅ-ଝିଅ କୋଳରେ ବସି ଫଟୋ ଛାଡ଼ିଲେ

ଥିରୁଭନନ୍ତପୁରମ:  ବସ୍‌ ଷ୍ଟପ୍‌ ପାଇଁ ଥିବା ଯାତ୍ରୀ ପ୍ରତୀକ୍ଷାଳୟରେ ପଡ଼ିଥିବା ବେଞ୍ଚକୁ ନେଇ ଚର୍ଚ୍ଚା। ଉକ୍ତ ବେଞ୍ଚରେ ପୁଅ-ଝିଅ ଏକାଠି ବସୁଥିଲେ ବୋଲି ବିରୋଧ ଉଠିଲା। ସ୍ଥାନୀୟ ଗାଁ ଲୋକେ ଉକ୍ତ ବେଞ୍ଚକୁ କାଟି ୩ ଗଡ଼ କରିଥିଲେ। ଆଉ ଏହା ବିରୋଧରେ ଅଭିନଭ ଢଙ୍ଗରେ ପ୍ରତିବାଦ କରିଥିଲେ କିଛି କଲେଜ ପଢ଼ୁଆ ପୁଅଝିଅ। ୩ ଖଣ୍ଡ ହୋଇଥିବା ବେଞ୍ଚରେ କିଛି ପୁଅଝିଅ କୋଳରେ ବସାବସି  ହୋଇ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିଥିଲେ। ଏହା ପରେ […]

kerala

kerala

Tapas Behera
  • Published: Saturday, 17 September 2022
  • Updated: 17 September 2022, 04:42 PM IST

Sports

Latest News

ଥିରୁଭନନ୍ତପୁରମ:  ବସ୍‌ ଷ୍ଟପ୍‌ ପାଇଁ ଥିବା ଯାତ୍ରୀ ପ୍ରତୀକ୍ଷାଳୟରେ ପଡ଼ିଥିବା ବେଞ୍ଚକୁ ନେଇ ଚର୍ଚ୍ଚା। ଉକ୍ତ ବେଞ୍ଚରେ ପୁଅ-ଝିଅ ଏକାଠି ବସୁଥିଲେ ବୋଲି ବିରୋଧ ଉଠିଲା। ସ୍ଥାନୀୟ ଗାଁ ଲୋକେ ଉକ୍ତ ବେଞ୍ଚକୁ କାଟି ୩ ଗଡ଼ କରିଥିଲେ। ଆଉ ଏହା ବିରୋଧରେ ଅଭିନଭ ଢଙ୍ଗରେ ପ୍ରତିବାଦ କରିଥିଲେ କିଛି କଲେଜ ପଢ଼ୁଆ ପୁଅଝିଅ। ୩ ଖଣ୍ଡ ହୋଇଥିବା ବେଞ୍ଚରେ କିଛି ପୁଅଝିଅ କୋଳରେ ବସାବସି  ହୋଇ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିଥିଲେ। ଏହା ପରେ ଉକ୍ତ ପ୍ରତୀକ୍ଷାଳୟର ବେଞ୍ଚକୁ ହଟାଇ ଦିଆଯାଇଛି । ଏମିତି ଏକ ଅଦ୍ଭୁତ ଘଟଣା  କେରଳର ଥିରୁଭନନ୍ତପୁରମରୁ ଆସିଛି।

କେରଳର ‘ଗଭର୍ଣ୍ଣମେଣ୍ଟ୍‌ କଲେଜ୍‌ ଅଫ୍‌ ଇଞ୍ଜିନିୟରିଙ୍ଗ୍‌-ତ୍ରିଭାନ୍ଦ୍ରମ୍‌’ (ସିଇଟି) ନିକଟବର୍ତ୍ତୀ ଶ୍ରୀକାର୍ଯ୍ୟମ୍‌ରେ ଥିବା ବସ୍‌ଷ୍ଟାଣ୍ଡଟିକୁ  ପୌର କର୍ତ୍ତୃପକ୍ଷମାନେ ଶୁକ୍ରବାର ଉଠାଇ ଦେଇଛନ୍ତି। ଭାଇରାଲ୍‌ ଫଟୋ ଦେଖିବା ପରେ ଥିରୁବନନ୍ତପୁରମ୍‌ ସହରର ମେୟର୍‌ ଆର୍ଯ୍ୟା ଏସ୍‌. ରାଜେନ୍ଦ୍ରନ୍‌ ଜୁଲାଇ ମାସରେ ଉକ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରି ସେ ଲେଖିଥିଲେ ଯେ, ଏହି ବେଞ୍ଚଟିକୁ ଯେଉଁ ଭଳି ଭାବେ କଟାଯାଇଛି ତାହା ଏକ ଅସୁସ୍ଥ ଏବଂ ରକ୍ଷଣଶୀଳ ମାନସିକତାକୁ ଦର୍ଶାଉଛି।

ପ୍ରଗତିଶୀଳ ସମାଜ ନିମନ୍ତେ ଏହା ଅତ୍ୟନ୍ତ ଅସୁନ୍ଦର । ସେ ଆହୁରି ମଧ୍ୟ କହିଥିଲେ, ରାଜ୍ୟରେ ଝିଅ ଓ ପୁଅ ଏକାଠି ବସିବା ଉପରେ ନିଷେଧାଜ୍ଞା ଜାରି ହୋଇନାହିଁ। ତେଣୁ, ଯେଉଁମାନେ ଏଭଳି  ନୈତିକତାରେ ବିଶ୍ୱାସ କରୁଛନ୍ତି ସେମାନେ ଏବେ ମଧ୍ୟ ଆଦିମ ଯୁଗରେ ବସବାସ କରୁଥିବା ପରି ମନେହେଉଛି। ସେହି ସ୍ଥାନରେ ମହିଳା ଓ ପୁରୁଷଙ୍କୁ ସୁବିଧା ହେବା ଭଳି ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ କରିବା ଲାଗି ଥିରୁବନନ୍ତପୁରମ୍‌ ସହରର ମେୟର୍‌ ଆର୍ଯ୍ୟା ଏସ୍‌. ରାଜେନ୍ଦ୍ରନ୍‌ ପ୍ରତିଶ୍ରୁତି ଦେଇଛନ୍ତି।  ଏହା ମ୍ୟୁନିସପାଲିଟି କର୍ତ୍ତୃପକ୍ଷ  ଉକ୍ତ ଭଙ୍ଗା ବେଞ୍ଚଟିକୁ ହଟାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story