ସୁନା ସ୍ମଗଲିଂ ମାମଲା: ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନାଙ୍କ ଆଗୁଆ ଜାମିନ ଖାରଜ  

କୋଚି: ବହୁଚର୍ଚ୍ଚିତ ସୁନା ସ୍ମଗଲିଂ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନା ସୁରେଶଙ୍କ ଆଗୁଆ ଜାମନିକୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତାଙ୍କ ସହଯୋଗୀ ଅଭିଯୁକ୍ତ ସରିଥା ପିଏସଙ୍କର ମଧ୍ୟ ଜାମିନ ଆବେଦନ ଖାରଜ ହୋଇଛି।  ଆବେଦନରେ ସ୍ୱପ୍ନା ଦର୍ଶାଇଥିଲେ ଯେ, ତାଙ୍କ ବିରୋଧରେ ହୋଇଥିବା ଏତଲା ଜାମିନ ଯୋଗ୍ୟ। ସେ ଏହି ମାମାଲାରେ ଅଭିଯୁକ୍ତ ନୁହଁ।  ଉଭୟେ ସ୍ୱପ୍ନା ଏବଂ ସରିଥା ଏକାଠି ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଗିରଫଦାରୀରୁ  ବର୍ତ୍ତିବା  ପାଇଁ ଉଭୟେ କରିଥିବା […]

swpna

swpna

Tapas Behera
  • Published: Thursday, 09 June 2022
  • Updated: 09 June 2022, 09:00 PM IST

Sports

Latest News

କୋଚି: ବହୁଚର୍ଚ୍ଚିତ ସୁନା ସ୍ମଗଲିଂ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନା ସୁରେଶଙ୍କ ଆଗୁଆ ଜାମନିକୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତାଙ୍କ ସହଯୋଗୀ ଅଭିଯୁକ୍ତ ସରିଥା ପିଏସଙ୍କର ମଧ୍ୟ ଜାମିନ ଆବେଦନ ଖାରଜ ହୋଇଛି।  ଆବେଦନରେ ସ୍ୱପ୍ନା ଦର୍ଶାଇଥିଲେ ଯେ, ତାଙ୍କ ବିରୋଧରେ ହୋଇଥିବା ଏତଲା ଜାମିନ ଯୋଗ୍ୟ। ସେ ଏହି ମାମାଲାରେ ଅଭିଯୁକ୍ତ ନୁହଁ।  ଉଭୟେ ସ୍ୱପ୍ନା ଏବଂ ସରିଥା ଏକାଠି ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଗିରଫଦାରୀରୁ  ବର୍ତ୍ତିବା  ପାଇଁ ଉଭୟେ କରିଥିବା ଆବେଦନ ଖାରଜ ହୋଇଯାଇଛି।  ପୂର୍ବତନ ମନ୍ତ୍ରୀ କେ.ଟି ଜଲିଲ୍‌ଙ୍କ ଅଭିଯୋଗ କ୍ରମେ ପୁଲିସ ଏହି ମାମଲା ରୁଜୁ କରିଥିଲା  । ନିକଟରେ କେରଳ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ୧୩ କୋଟି ଟଙ୍କା ମୂଲ୍ୟର ପାଖାପାଖି ୩୦ କେଜି ଓଜନର ସୁନା କେରଳର ତ୍ରିଭେନ୍ଦ୍ରମ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜବତ କରାଯାଇଥିଲା ।

ବିମାନରେ ଆସିଥିବା ଏହି ବିପୁଳ ପରିମାଣର ସୁନା ଥିରୁବନନ୍ତପୁରମ୍ ଅନ୍ତର୍ଗତ ମାନାକାଉଡ଼ ସ୍ଥିତ ଏକ ବାଣିଜ୍ୟ ଦୂତାବାସକୁ ଯାଉଥିବା ଜଣାଯାଇଛି। ଅନ୍ୟପଟେ  ଅଭିଯୁକ୍ତ ସ୍ୱପ୍ନା ସୁରେଶ କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କୋଚିର ଏକ ଅଦାଲତରେ ଉପସ୍ଥିତ ହେବାପରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ସୁନା ଚୋରାଚାଲାଣରେ ସାମିଲ ଥିଲେ ବୋଲି କହିଛନ୍ତି। ସେ ଦାବି କରିଛନ୍ତି ଯେ ୨୦୧୬ରେ ବିଜୟନ ଦୁବାଇରେ ଥିଲେ। ଏହି ସମୟରେ ସେ ଟଙ୍କା ଭର୍ତ୍ତି ବ୍ୟାଗ ପଠାଇଥିଲେ। ସେ କୋର୍ଟଙ୍କୁ ମୁଖ୍ୟମନ୍ତ୍ରୀ, ତାଙ୍କର ପୂର୍ବତନ ପ୍ରମୁଖ ସଚିବ ଏମ. ଶିବଶଙ୍କର, ବିଜୟନଙ୍କ ପତ୍ନୀ କମଳା, ଝିଅ ବୀଣା, ବ୍ୟକ୍ତିଗତ ସଚିବ ସି. ଏମ. ରବୀନ୍ଦ୍ରନ, ପୂର୍ବତନ ଅମଲା ନଳିନୀ ନେଟ୍ଟୋ ଏବଂ ପୂର୍ବତନ ମନ୍ତ୍ରୀ କେ.ଟି ଜଲିଲ୍‌ଙ୍କ ସମ୍ପୃକ୍ତି ବିଷୟରେ ଜଣାଇଛନ୍ତି।

ଏଭଳି ଏକ ସଂଘାତିକ ଅଭିଯୋଗ ଆସିବା ପରେ କେରଳ ସୁନା ଦୁର୍ନୀତି ପାଇଁ ବିରୋଧୀ ଦଳମାନେ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନା ସୁରେଶଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପ୍ରଧାନ ବ୍ୟକ୍ତିଗତ ସଚିବଙ୍କ ସଂପର୍କର ପର୍ଦ୍ଦାଫାସ ହେବାପରେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ବିରୋଧୀ ଦଳମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story