ମା’ ପୁଅ ଏକକାଳୀନ ପାସ୍ କଲେ ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷା

ନୂଆଦିଲ୍ଲୀ: ମା’ ପୁଅ ଏକ କାଳୀନ ପାସ୍ କରିଥିଲେ କେରଳ ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷା। ମା’ର ବୟସ ୪୨ ହୋଇଥିବା ବେଳେ ପୁଅର ବୟସ ୨୪। କେରଳର ଏହି ମା’, ପୁଅ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛନ୍ତି ଏବଂ ସ୍ଥାନୀୟ ଗଣମାଧ୍ୟମର ସିରୋନାମା ମଣ୍ଡନ କରିଛନ୍ତି। ମା’ ପୁଅଙ୍କ ଏହି ସଫଳତା କାହାଣୀ ସମସ୍ତଙ୍କ ପାଟିରେ ସ୍ଫୁରିତ ହେଉଛି। ମଗଲପୁରମର ଏହି ମହିଳାଙ୍କ ନାମ ବିନ୍ଦୁ ଓ ତାଙ୍କ ପୁଅଙ୍କ ନାମ ବିବେକ। ଖବର […]

mom

mom

Niranjan Mishra
  • Published: Wednesday, 10 August 2022
  • Updated: 10 August 2022, 01:24 PM IST

Sports

Latest News

ନୂଆଦିଲ୍ଲୀ: ମା’ ପୁଅ ଏକ କାଳୀନ ପାସ୍ କରିଥିଲେ କେରଳ ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷା। ମା’ର ବୟସ ୪୨ ହୋଇଥିବା ବେଳେ ପୁଅର ବୟସ ୨୪। କେରଳର ଏହି ମା’, ପୁଅ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛନ୍ତି ଏବଂ ସ୍ଥାନୀୟ ଗଣମାଧ୍ୟମର ସିରୋନାମା ମଣ୍ଡନ କରିଛନ୍ତି। ମା’ ପୁଅଙ୍କ ଏହି ସଫଳତା କାହାଣୀ ସମସ୍ତଙ୍କ ପାଟିରେ ସ୍ଫୁରିତ ହେଉଛି। ମଗଲପୁରମର ଏହି ମହିଳାଙ୍କ ନାମ ବିନ୍ଦୁ ଓ ତାଙ୍କ ପୁଅଙ୍କ ନାମ ବିବେକ।

ଖବର ମୁତାବକ, ବିବେକ ଯେତେବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲେ ସେତେବେଳେ ତାଙ୍କ ମା’ଙ୍କୁ ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷା ଦେବା ନିମନ୍ତେ ପ୍ରସ୍ତୁତି କରିବାକୁ ବାରମ୍ବାର କହୁଥିଲା। ପୁଅ ଠାରୁ ପ୍ରେରଣା ପାଇ ମା’ ପରୀକ୍ଷା ଦେବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିଲେ। ପରେ ଏହି ପରୀକ୍ଷା ନିମନ୍ତେ ଉଭୟ ମା, ପୁଅ କୋଚିଂ ଯିବା ଆରମ୍ଭ କରିଥିଲେ।

ଏହି ସଫଳତା ନେଇ ବିବେକ କହିଛନ୍ତି, ମାଆ-ବାପାଙ୍କ ସହଯୋଗ ଯୋଗୁ ତାଙ୍କୁ ଏହି ସଫଳତା ମିଳିଛି। ମା’ ପ୍ରେରଣାର ଉତ୍ସ ହୋଇଥିବା ବେଳେ ବାପା ସମସ୍ତ ସୁବିଧା ଯୋଗାଇ ଦେଇଥିଲେ। ଶିକ୍ଷକଙ୍କ ସହଯୋଗ ଯୋଗୁ ସଫଳତା ହାତ ପାହାନ୍ତାରେ ପହଞ୍ଚି ପାରିଛି। ମାତ୍ର କେବେ ବି ଆମେ ଦୁହେଁ ଏକକାଳୀନ ପବ୍ଲିକ ସର୍ଭିସ କମିଶନ ପରୀକ୍ଷା ପାସ୍ କରିବୁ ବୋଲି ଭାବି ନ ଥିଲୁ। ମାତ୍ର ଏହା ସମ୍ଭବ ହୋଇଛି। ଯାହାକୁ ନେଇ ସେ ଖୁବ୍ ଖୁସି।

ଖବର ମୁତାବକ, ବିନ୍ଦୁ ଜଣେ ଅଙ୍ଗନବାଡ଼ି ଶିକ୍ଷକ। ସେ ନିଜ ଡ୍ୟୁଟି କରିବା ନିମନ୍ତେ ଯାଉଥିବାରୁ ଖୁବ୍ କମ୍ ସମୟ ନିଜ ପାଠପଢ଼ା ପ୍ରସ୍ତୁତିରେ ଦେଇପାରୁଥିଲେ। ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷାରେ ମା’ ୯୨ ରାଙ୍କରେ ରହିଥିବା ବେଳେ ପୁଅର ରାଙ୍କ ୩୮ ରହିଛି। ତେବେ ବିନ୍ଦୁ ଏଲ୍‌ଡିଏସ୍ ପାସ୍ କରିବା ନିମନ୍ତେ ଦୁଇଥର ଓ ଏଲ୍‌ଡିସି ପାସ୍ କରିବା ନିମନ୍ତେ ଥରେ ପ୍ରୟାସ କରିଥିଲେ। ପବ୍ଲିକ୍ ସର୍ଭିସ କମିଶନ ନିମନ୍ତେ ଏହା ତାଙ୍କର ଚତୁର୍ଥ ପ୍ରୟାସ ଥିଲା। ତେବେ ତାଙ୍କର ବାସ୍ତବିକ୍ ଲକ୍ଷ୍ୟ ଆଇସିଡିଏସ୍ ପର୍ଯ୍ୟବେକ୍ଷକ ପରୀକ୍ଷା ପାସ୍ କରିବା ଥିଲା। ଏଲ୍‌ଡିସିଏସ୍ ପରୀକ୍ଷା ପାସ୍ କରିବା ତାଙ୍କ ପାଇଁ ଏକ ବୋନସ୍ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story