ଟଙ୍କା ପାଇବେ ସାଂସଦ , କରୋନା ପାଇଁ ବନ୍ଦ ଥିଲା

ନୂଆଦିଲ୍ଲୀ: ଫେରିଲା ସାଂସଦ ପାଣ୍ଠି । ୨ ବର୍ଷ ପରେ ପୁଣି ସାଂସଦ ହାତପାଣ୍ଠି ଫେରିବା ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି ।  ସାଂସଦ ପାଣ୍ଠି କ୍ରୀୟାଶୀଳ ନେଇ ମିଳିଛି କ୍ୟାବିନେଟ ମଂଜୁରୀ ।  ୨୦୨୧-୨୨ ବର୍ଷ ପାଇଁ ସାଂସଦ ପାଣ୍ଠି  ଭାବେ ପ୍ରତ୍ୟେକ ସାଂସଦଙ୍କୁ ୨ କୋଟି ଲେଖାଏଁ ମିଳିବ। ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୨୦୨୫-୨୬ ଯାଏଁ ଏହି ସ୍କିମ୍ ଜାରି ରହିବ । ୨୦୨୨-୨୩ […]

Money

Money

Tapas Behera
  • Published: Wednesday, 10 November 2021
  • Updated: 10 November 2021, 08:17 PM IST

Sports

Latest News

ନୂଆଦିଲ୍ଲୀ: ଫେରିଲା ସାଂସଦ ପାଣ୍ଠି । ୨ ବର୍ଷ ପରେ ପୁଣି ସାଂସଦ ହାତପାଣ୍ଠି ଫେରିବା ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି ।  ସାଂସଦ ପାଣ୍ଠି କ୍ରୀୟାଶୀଳ ନେଇ ମିଳିଛି କ୍ୟାବିନେଟ ମଂଜୁରୀ ।  ୨୦୨୧-୨୨ ବର୍ଷ ପାଇଁ ସାଂସଦ ପାଣ୍ଠି  ଭାବେ ପ୍ରତ୍ୟେକ ସାଂସଦଙ୍କୁ ୨ କୋଟି ଲେଖାଏଁ ମିଳିବ। ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

୨୦୨୫-୨୬ ଯାଏଁ ଏହି ସ୍କିମ୍ ଜାରି ରହିବ । ୨୦୨୨-୨୩ ରୁ ୨୦୨୫-୨୬ ଯାଏଁ ପ୍ରତି ସାଂସଦଙ୍କୁ ବର୍ଷକୁ ୫ କୋଟି ଟଙ୍କା ମିଳିବ।  ୨ଟି ପର୍ଯ୍ୟାୟରେ ଏହାକୁ ଯୋଗାଇ ଦିଆଯିବ ।

ଗତବର୍ଷ ଏପ୍ରିଲରେ କେନ୍ଦ୍ର ସରକାର ୨୦୨୦-୨୧ ଓ ୨୦୨୧-୨୨ ପାଇଁ ଏମପି ଲ୍ୟାଡ୍ ବାତିଲ କରିଥିଲେ । ଏହି ଅର୍ଥ କୋଭିଡ୍ ମୁକାବିଲା ଓ ସ୍ୱାସ୍ଥ୍ୟସେବା ପରିଚାଳନାରେ ବିନିଯୋଗ ହେବ ବୋଲି କୁହାଯାଇଥିଲା ।  କରୋନା ମୁକାବିଲା ପାଇଁ ୨୦୨୦ରେ ଦୁଇ ବର୍ଷ ପାଇଁ ସାଂସଦ ପାଣ୍ଠିକୁ ସ୍ଥିଗିତ ରଖାଯାଥିଲା।  ଏ ବାବଦକୁ ୭୯୦୦ କୋଟି ମିଳିବ। କରୋନା ମୁକାବିଲାରେ କନ୍‌ସୋଲିଡେଟେଡ୍ ଫଣ୍ଡ ଜରିଆରେ ଏହି ସମସ୍ତ ଅର୍ଥ ଖର୍ଚ୍ଚ ହେବ ବୋଲି କୁହାଯାଥିଲା।  ଏନେଇ କେନ୍ଦ୍ର କ୍ୟାବିନେଟରେ ୧୯୫୪ ସଂସଦୀୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story