ୟୁପିରେ କେଉଁ ନେତା ଆଗରେ ଓ କିଏ ପଛରେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭାର ସମସ୍ତ ୪୦୩ ଆସନରେ ଭୋଟ ଗଣତି ଜାରି ରହିଛି। ଏବେ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେପି ରାଜ୍ୟରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଥିବା ସ୍ପଷ୍ଟ ହେଉଛି। ବିଜେପି ୨୬୦ଟି ଆସନରେ ଆଗରେ ରହିଥିବା ବେଳେ ସମାଜବାଦୀ ପାର୍ଟି ୧୩୦, ବିଏସ୍‌ପି ୩ଟି, କଂଗ୍ରେସ ୪ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଲିଡ କରୁଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୦୨। ଏହି ସଂଖ୍ୟା […]

UP

Hemant Lenka
  • Published: Thursday, 10 March 2022
  • , Updated: 10 March 2022, 11:31 AM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭାର ସମସ୍ତ ୪୦୩ ଆସନରେ ଭୋଟ ଗଣତି ଜାରି ରହିଛି। ଏବେ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେପି ରାଜ୍ୟରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଥିବା ସ୍ପଷ୍ଟ ହେଉଛି। ବିଜେପି ୨୬୦ଟି ଆସନରେ ଆଗରେ ରହିଥିବା ବେଳେ ସମାଜବାଦୀ ପାର୍ଟି ୧୩୦, ବିଏସ୍‌ପି ୩ଟି, କଂଗ୍ରେସ ୪ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଲିଡ କରୁଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୦୨। ଏହି ସଂଖ୍ୟା ଠାରୁ ବିଜେପି ବେଶ ଆଗରେ ରହିଛି। ଏଥିପାଇଁ ଦଳୀୟ କର୍ମୀମାନେ ସେଲିବ୍ରେସନ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କଲେଣି।

ତେବେ ରାଜ୍ୟର ପ୍ରମୁଖ ରାଜନେତାଙ୍କ ସ୍ଥିତି କେମିତି ଅଛନ୍ତି ଜାଣନ୍ତୁ

ଯୋଗୀ ଆଦିତ୍ୟନାଥ-ଆଗରେ

ଅଖିଲେଶ ଯାଦବ-ଆଗରେ

କେଶବ ମୌର୍ଯ୍ୟ (ବିଜେପି)-ପଛରେ

ସନ୍ଦୀପ ସିଂହ (ବିଜେପି)-ଆଗରେ

ଶାହିଦ ମଞ୍ଜୁର (ସପା)-ଆଗରେ

ଧରମ ସିଂହ ସାଇନି (ସପା)-ଆଗରେ

ଆଜମ ଖାନ (ସପା)- ଆଗରେ

କନୱର ଭାରତେନ୍ଦ୍ର ସିଂହ (ବିଜେପି)-ପଛରେ

କମଲ ଅଖତର (ସପା)-ଆଗରେ

ଶିବପାଲ ଯାଦବ (ସପା)-ଆଗରେ

ଲୁଇସ ଖୁର୍ସିଦ (କଂଗ୍ରେସ)-ପଛରେ

ଅଦିତ ସିଂହ (ବିଜେପି)-ଆଗରେ

ସୁରେଶ ରାଣା (ବିଜେପି)-ପଛରେ

ଚନ୍ଦ୍ରଶେଖର ଆଜାଦ (ଆଜାଦ ସମାଜ ପାର୍ଟି)-ପଛରେ

Related story