ବିଗିଡିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା, AIIMS ପଠାଇବାକୁ ଦାବି

ପାଟନା: ପୁଣି ବିଗିଡିଲା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା। ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ହଠାତ୍‌ ମଙ୍ଗଳବାର ଦିନ ଅସୁସ୍ଥ ହୋଇପଡିଛନ୍ତି। ଏହାପରେ ତାଙ୍କୁ ରାଞ୍ଚିର ରିମ୍ସ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଦାବି ଉଠିଛି। କୁହାଯାଉଛି ଯେ, ତାଙ୍କ କିଡ୍‌ନୀ ଖରାପ ଥିବା ଲାଗି କ୍ରିଏଟିନ୍‌ ଲେବୁଲ ବଢ଼ିଯାଇଛି। ଲାଲୁଙ୍କ ବିଗୁଡୁଥିବା ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରିବା ପାଇଁ […]

lalu yadav

lalu yadav

Madhupriya Mistry
  • Published: Tuesday, 22 March 2022
  • Updated: 22 March 2022, 03:14 PM IST

Sports

Latest News

ପାଟନା: ପୁଣି ବିଗିଡିଲା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା। ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ହଠାତ୍‌ ମଙ୍ଗଳବାର ଦିନ ଅସୁସ୍ଥ ହୋଇପଡିଛନ୍ତି। ଏହାପରେ ତାଙ୍କୁ ରାଞ୍ଚିର ରିମ୍ସ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଦାବି ଉଠିଛି। କୁହାଯାଉଛି ଯେ, ତାଙ୍କ କିଡ୍‌ନୀ ଖରାପ ଥିବା ଲାଗି କ୍ରିଏଟିନ୍‌ ଲେବୁଲ ବଢ଼ିଯାଇଛି।

ଲାଲୁଙ୍କ ବିଗୁଡୁଥିବା ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରିବା ପାଇଁ ଅପିଲ କରାଯାଇଛି। ଲାଲୁଙ୍କ ପରିବାର ଲୋକେ ଏନେଇ ଅପିଲ କରିଛନ୍ତି। ମେଡିକାଲ ବୋର୍ଡର ବୈଠକ ପରେ ଲାଲୁଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଏମ୍ସ ହସ୍ପିଟାଲକୁ ପଠାଯିବା ପ୍ରିକ୍ରିୟା ଆରମ୍ଭ ହେଇଛି।  ଏହି ସମୟରେ, ଲାଲୁ ପରିବାରର ସବୁଠାରୁ ଘନିଷ୍ଠ କୁହାଯାଉଥିବା ଭୋଲା ଯାଦବ ମଧ୍ୟ ରାଞ୍ଚି ଯାଇଛନ୍ତି। ସେ ଲାଲୁଙ୍କୁ ଦେଖା କରିବା ଲାଗି ହସ୍ପିଟାଲ ଯାଇଛନ୍ତି।

ଏହାପୂର୍ବରୁ ମଧ୍ୟ ଲାଲୁ ପ୍ରସାଦ ଯାଦବ ଦିଲ୍ଲୀ ଯାଇସାରିଛନ୍ତି। ଲାଲୁ କିଡନୀ ଜନିତ ସଂକ୍ରମଣରେ ପୀଡିତ ଅଛନ୍ତି। ଏହାବ୍ୟବତୀ ସେ ରକ୍ତଚାପ ଓ ଅନ୍ୟ ରୋଗରେ ମଧ୍ୟ ପୀଡିତ ଅଛନ୍ତି। ଏସବୁର ଚିକିତ୍ସା ରିମ୍ସ ହସ୍ପିଟାଲରେ ଚାଲିଛି। ତେବେ ମଙ୍ଗଳବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କୁହାଯାଉଛି।

ବାସ୍ତବରେ ଲାଲୁ ପ୍ରସାଦ ଅନେକ ଗମ୍ଭୀର ରୋଗ ସହିତ ଲଢ଼େଇ କରୁଛନ୍ତି। ମଧୁମେହ, ରକ୍ତଚାପ, ହୃଦ୍ ରୋଗ, କିଡନୀ ରୋଗ, କିଡନୀ ଷ୍ଟୋନ୍‌, ଥାଲାସେମିଆ, ପ୍ରୋଷ୍ଟେଟର ବୃଦ୍ଧି, ୟୁରିକ୍ ଏସିଡ୍ ବୃଦ୍ଧି, ମସ୍ତିଷ୍କ ସମ୍ବନ୍ଧୀୟ ରୋଗ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଡାହାଣ କାନ୍ଧର ହାଡ ସମସ୍ୟା, ଗୋଡର ହାଡ ସମସ୍ୟା, ଆଖିରେ ସମସ୍ୟା ଆଦି ରହିଛି।  ଡାକ୍ତରଙ୍କ ତତ୍ତ୍ୱାବଧାନରେ ରିମ୍ସ ହସ୍ପିଟାଲରେ ରହିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗୋ' ଖାଦ୍ୟ ଦୁର୍ନୀତିର ଓ ଡୋରାଣ୍ଡା ଟ୍ରେଜେରୀ ମାମଲାରେ ୧୩୯.୩୫ କୋଟି ଟଙ୍କାର ହେରଫେର ଘଟଣାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ତାଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୬୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story