ସାବଧାନ ଟ୍ୱିଟର! ନୂଆଦିଲ୍ଲୀରୁ ନୂଆ ଆଇଟି ମନ୍ତ୍ରୀ ଦେଲେ ଚେତାବନୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏଥିସହ ଆମେରିକାନ୍ କମ୍ପାନୀ ଟ୍ୱିଟରକୁ ନେଇ ଚେତାବନୀ ଦେଇଛନ୍ତି। ଭାରତରେ କାମ କରୁଛ ମାନେ ଭାରତର ଆଇନ୍ ମାନିବାକୁ ହେବ ବୋଲି ବୈଷ୍ଣବ କହିଛନ୍ତି। ବୈଷ୍ଣବଙ୍କ ପୂର୍ବରୁ ଆଇଟି ମନ୍ତ୍ରୀ ଥିବା ରବିଶଙ୍କର ପ୍ରସାଦ ମଧ୍ୟ ଏହି ପ୍ରସଙ୍ଗରେ ସମାନ କଥା କହିଥିଲେ। ଅର୍ଥାତ୍ ମନ୍ତ୍ରୀ ବଦଳିଛନ୍ତି ହେଲେ ସରକାରର ଆଭିମୁଖ୍ୟ ବଦଳିନାହିଁ ବୋଲି ଅଶ୍ୱିନୀ ଦାୟିତ୍ୱ […]

twiiter-vaishnaba

twiiter-vaishnaba

Subhransu Sekhar
  • Published: Thursday, 08 July 2021
  • Updated: 08 July 2021, 06:19 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏଥିସହ ଆମେରିକାନ୍ କମ୍ପାନୀ ଟ୍ୱିଟରକୁ ନେଇ ଚେତାବନୀ ଦେଇଛନ୍ତି। ଭାରତରେ କାମ କରୁଛ ମାନେ ଭାରତର ଆଇନ୍ ମାନିବାକୁ ହେବ ବୋଲି ବୈଷ୍ଣବ କହିଛନ୍ତି। ବୈଷ୍ଣବଙ୍କ ପୂର୍ବରୁ ଆଇଟି ମନ୍ତ୍ରୀ ଥିବା ରବିଶଙ୍କର ପ୍ରସାଦ ମଧ୍ୟ ଏହି ପ୍ରସଙ୍ଗରେ ସମାନ କଥା କହିଥିଲେ। ଅର୍ଥାତ୍ ମନ୍ତ୍ରୀ ବଦଳିଛନ୍ତି ହେଲେ ସରକାରର ଆଭିମୁଖ୍ୟ ବଦଳିନାହିଁ ବୋଲି ଅଶ୍ୱିନୀ ଦାୟିତ୍ୱ ଗ୍ରହଣ କରିବା ପରେ ନିଜ ପ୍ରତିକ୍ରିୟାରେ ଟ୍ୱିଟରକୁ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆଇଟି ନିୟମକୁ ନେଇ ଟ୍ୱିଟରକୁ ଚେତାବନୀ ଦେଇଛନ୍ତି। ଭାରତ ସରକାରଙ୍କ ନିୟମ ମାନିବାକୁ ହେବ ବୋଲି ହାଇକୋର୍ଟ ଆଜି ଟ୍ୱିଟରକୁ କହିଛନ୍ତି। ଆଗାମୀ ଦିନରେ ଏ ପ୍ରସଙ୍ଗରେ ଟ୍ୱିଟର ସୁରକ୍ଷା ମାଗିଲେ ମିଳିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏଥିସହ ଟ୍ୱିଟରକୁ ଏକ ସତ୍ୟପାଠ ମାଗିଛନ୍ତି। ଯେଉଁଥିରେ ଟ୍ୱିଟର କ’ଣ ସବୁ ପଦକ୍ଷେପ ନେଇଛି ନୂଆ ଆଇଟି ନିୟମକୁ ନେଇ ବିସ୍ତୃତ ଭାବରେ ସତ୍ୟପାଠରେ ଉଲ୍ଲେଖ କରିବାକୁ କୋର୍ଟ କହିଛନ୍ତି। ଆଜି ଏହି ମାମଲାରେ ଶୁଣାଣି ବେଳେ ଟ୍ୱିଟର କହିଛି ଯେ ଭାରତ ସରକାରଙ୍କ ନୂଆ ଆଇଟି ନିୟମ ପାଳନ କରିବାକୁ ଆଉ ୮ ସପ୍ତାହ ଆବଶ୍ୟକ। ଏହାପୂର୍ବରୁ କିନ୍ତୁ ମଙ୍ଗଳବାର ହାଇକୋର୍ଟ ଟ୍ୱିଟରକୁ ମାତ୍ର ଦୁଇ ଦିନ ସମୟ ଦେଇଥିଲେ। ଯାହାର ଅବଧି ଆଜି ଶେଷ ହେଉଛି।

ନୂଆ ନିୟମ ପାଳନ ପାଇଁ ଟ୍ୱିଟର ଅନେକ ସମୟ ମାଗିଛି। ହେଲେ ଏଯାବତ ପୂରଣ ହୋଇନାହିଁ। ଆହୁରି ଦୁଇ ସପ୍ତାହ ଟ୍ୱିଟର ମାଗିଛି। ତେଣୁ ଏବେ ଭାରତ ସରକାର ଯଦି କିଛି ପଦକ୍ଷେପ ନେବେ ତାହେଲେ ସୁରକ୍ଷା ଦେଇହେବ ନାହିଁ ବୋଲି ବିଚାରପତି ଜଷ୍ଟିସ ରେଖା ପଲ୍ଲୀ କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଚେତାବନୀ ପରେ ଟ୍ୱିଟର ଧର୍ମେନ୍ଦ୍ର ଚତୁରଙ୍କୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ କରିଥିଲା ଟ୍ୱିଟର। ହେଲେ ସେ ଇସ୍ତଫା ଦେବା କାରଣରୁ ଏବେ ଏହି ପଦବୀ ଖାଲି ପଡ଼ିଛି। ଯାହାକି ନୂଆ ଆଇଟି ନିୟମର ଗାଇଡଲାଇନକୁ ପୂରଣ କରୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story