ଲୁଲୁ ମଲ୍‌ରେ ନମାଜ ପାଠ ବିବାଦ, ୪ ଜଣଙ୍କୁ ବାନ୍ଧିଲା ପୁଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସ୍ଥିତ ଲୁଲୁ ମଲରେ ନମାଜ ପାଠ ମାମଲାରେ ଆକ୍ସନ ମୋଡରେ ପୁଲିସ। ମଲ୍‌ ଭିତରେ ନମାଜ ପାଠ କରିଥିବା ୪ ଯୁବକଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କୁ ଲକ୍ଷ୍ନୌ ପୁଲିସ ପଚରାଉଚରା କରୁଛି। ଧରାପଡିଥିବା ଏହି ୪ ଯୁବକ ମୁସ୍‌ଲିମ ହୋଇଥିବା ବେଳେ ଏମାନେ ଏକାଠି ହୋଇ ଲୁଲୁ ମଲ୍‌ ଭିତରେ ନମାଜ ପାଠ କରିଥିଲେ। ପ୍ରକୃତରେ, ଲକ୍ଷ୍ନୌର ଲୁଲୁ ମଲ୍ ଉଦ୍‌ଘାଟନ ପୂର୍ବରୁ ମଧ୍ୟ ଲାଇମ୍ ଲାଇଟ୍‌ରେ ଆସିଥିଲା। ବିଶେଷ […]

lulu-mall-namaaz-controversy

lulu-mall-namaaz-controversy

Madhupriya Mistry
  • Published: Tuesday, 19 July 2022
  • Updated: 19 July 2022, 10:47 AM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସ୍ଥିତ ଲୁଲୁ ମଲରେ ନମାଜ ପାଠ ମାମଲାରେ ଆକ୍ସନ ମୋଡରେ ପୁଲିସ। ମଲ୍‌ ଭିତରେ ନମାଜ ପାଠ କରିଥିବା ୪ ଯୁବକଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କୁ ଲକ୍ଷ୍ନୌ ପୁଲିସ ପଚରାଉଚରା କରୁଛି। ଧରାପଡିଥିବା ଏହି ୪ ଯୁବକ ମୁସ୍‌ଲିମ ହୋଇଥିବା ବେଳେ ଏମାନେ ଏକାଠି ହୋଇ ଲୁଲୁ ମଲ୍‌ ଭିତରେ ନମାଜ ପାଠ କରିଥିଲେ।

ପ୍ରକୃତରେ, ଲକ୍ଷ୍ନୌର ଲୁଲୁ ମଲ୍ ଉଦ୍‌ଘାଟନ ପୂର୍ବରୁ ମଧ୍ୟ ଲାଇମ୍ ଲାଇଟ୍‌ରେ ଆସିଥିଲା। ବିଶେଷ କରି ଫଟୋ, ମାଲିକଙ୍କ ନାମ, ଲୁଲୁର ଅର୍ଥ, ଏହି ସବୁ ଜିନିଷ ଗୁଗୁଲରେ ସର୍ଚ୍ଚ ଆରମ୍ଭ ହୋଇଯାଇଥିଲା। ଜିଲାଇ ୧୦ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମଲ୍ ଉଦ୍‌ଘାଟନ କରିବାକୁ ପହଞ୍ଚିଥିଲେ ଏବଂ ମଲ୍ ମାଲିକ ୟୁସୁଫ୍ ଅଲି ଯୋଗୀଙ୍କୁ ମଲ୍‌ ବୁଲାଇ ଦେଖାଇଥିଲେ।

Public Place In LuLu Mall: Know What Happens In Public Place, What Can Be  Punished | LuLu Mall में पब्लिक प्लेस पर नमाज: जानें क्या होता है सार्वजनिक  स्थान, क्या करने पर

ଲୁଲୁ ମଲ୍‌ ଉଦ୍‌ଘାଟନର ୪ ଦିନ ପରେ ମଲ୍‌ରେ ନମାଜ ପାଠ କରିବା ଭିଡିଓ ସାମ୍ନାକୁ ଆସିଥିଲା। ଏହାପରେ ଏହାକୁ ନେଇ ବିବାଦ ଉପୁଜିଥିଲା। ହିନ୍ଦୁ ସଙ୍ଗଠନ ମଲ ଭିତରେ ହନୁମାନ ଚାଳିଶା ପାଠ କରିବାକୁ ଦାବି କରିଥିଲା। ଏବେ ନମାଜ ପାଠ ଭିଡିଓକୁ ନେଇ ଅନେକ ଖୁଲାସା ହୋଇଛି। ସିସିଟିଭି ଫୁଟେଜ ଆଧାରରେ ନମାଜ ପାଠ ପଛରେ ଅନେକ ଷଡଯନ୍ତ୍ର ଥିବା କୁହାଯାଉଛି। ୧୮ ସେକେଣ୍ଡ ମଧ୍ୟରେ ୯ ଜଣ ମଲ୍‌ ଭିତରେ ନମାଜ ପାଠ କରିଥିଲେ। ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଲୁଲୁ ମଲ୍‌ର ସିସିଟିଭି ଫୁଟେଜ ଅନୁସାରେ, ନମାଜ ପଢ଼ୁଥିବା ବ୍ୟକ୍ତିମାନେ ମାତ୍ର ୧୮ ସେକେଣ୍ଡରେ ନମାଜ ପାଠ ପୂରଣ କରିଥିଲେ, ସାଧାରଣତଃ ନମାଜ ପାଠରେ ୭ରୁ ୮ ମିନିଟ୍‌ ସମୟ ଲାଗେ। ଭାଇରାଲ ଭିଡିଓରେ ନମାଜଙ୍କୁ ପାଠ କରିବାର ଦିଗ ମଧ୍ୟ ଭୁଲ ବୋଲି କୁହାଯାଇଛି। ଭାରତରେ, ନମାଜ ସର୍ବଦା ପଶ୍ଚିମ ଆଡକୁ ମୁହଁ କରି ପାଠ କରାଯାଏ। ତେବେ ମଲ୍‌ ଭିତରେ ଯେଉଁ ଯୁବକମାନେ ନମାଜ ପାଠ କରିଥିଲେ ସେମାନେ ଚାଲି ଚାଲି ଆସି ମଲ୍‌ ଭିତରେ ପ୍ରବେଶ କରିଥିବା ପୁଲିସ ଖୁଲାସା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story