ନୱାବ କହିଲେ- ମୋତେ ଫସାଇବାକୁ ଚେଷ୍ଟା ଚାଲିଛି

ମୁମ୍ବାଇ: ମୋ ବିରୋଧରେ ଚାଲିଛି ଷଡଯନ୍ତ୍ର। ମୋତେ ମିଛ କେସ୍‌ରେ ଫସାଇବାକୁ ଚାଲିଛି ଚେଷ୍ଟା। ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଯେପରି ଫସାଇ ଦିଆଗଲା, ସେହିଭଳି ମୋତେ ବି ଫସାଇବାକୁ ଚେଷ୍ଟା ଚାଲିଛି। ଏଭଳି କିଛି ନୂଆ ଅଭିଯୋଗ ଆଣିଛନ୍ତି ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ। ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲାରେ ଲଗାତାର ଏନ୍‌ସିବି ଜୋନାଲ ହେଡ୍‌ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରୁଥିବା ଏନ୍‌ସିପି ନେତା ନୱାବ ମଲ୍ଲିକ ଟ୍ୱିଟ୍‌ କରି […]

nawab mallik

nawab mallik

Madhupriya Mistry
  • Published: Saturday, 27 November 2021
  • Updated: 27 November 2021, 02:01 PM IST

Sports

Latest News

ମୁମ୍ବାଇ: ମୋ ବିରୋଧରେ ଚାଲିଛି ଷଡଯନ୍ତ୍ର। ମୋତେ ମିଛ କେସ୍‌ରେ ଫସାଇବାକୁ ଚାଲିଛି ଚେଷ୍ଟା। ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଯେପରି ଫସାଇ ଦିଆଗଲା, ସେହିଭଳି ମୋତେ ବି ଫସାଇବାକୁ ଚେଷ୍ଟା ଚାଲିଛି। ଏଭଳି କିଛି ନୂଆ ଅଭିଯୋଗ ଆଣିଛନ୍ତି ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ।

ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲାରେ ଲଗାତାର ଏନ୍‌ସିବି ଜୋନାଲ ହେଡ୍‌ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରୁଥିବା ଏନ୍‌ସିପି ନେତା ନୱାବ ମଲ୍ଲିକ ଟ୍ୱିଟ୍‌ କରି କହିଛନ୍ତି, ଯେ କିଛି ଲୋକ ତାଙ୍କ ଘର ଆଖପାଖରେ ପଇଁତରା ମାରୁଛନ୍ତି। ଏପରି ତାଙ୍କ ଘର ଏବଂ ସ୍କୁଲ ବାହାରେ ରେକି କରୁଥିବା ନେଇ ନୱାବ୍‌ ଫଟୋ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଭଳି ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ସେ ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ବୟାନ ମୁତାବକ,  'ଅନୀଲ ଦେଶମୁଖଙ୍କ ପରି କିଛି ଲୋକ ମୋତେ ମିଥ୍ୟା ମାମଲାରେ ଜଡିତ କରିବାକୁ ଚାହୁଁଛନ୍ତି। ମୁଁ ମୁମ୍ବାଇ ସିପି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ଅଭିଯୋଗ କରିବି ଏବଂ ତଦନ୍ତ ପାଇଁ ଦାବି କରିବି। କିଛି କେନ୍ଦ୍ରୀୟ ଅଧିକାରୀ ମୋତେ କିଭଳି ଫସାଇବାକୁ ଚେଷ୍ଟା କରୁଛନ୍ତି ସେ ନେଇ ମୋ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଅଛି ବୋଲି ଏନ୍‌ସିପି ନେତା କହିଛନ୍ତି।'

ସୂଚନା ମୁତାବକ, ଏହା ପୂର୍ବରୁ ନୱାବ ମଲିକ କ୍ରମାଗତ ଭାବରେ ଏନସିବିର ସମୀର ୱାଙ୍ଖଡେଙ୍କ ଉପରେ ଅଭିଯୋଗ କରିଆସୁଛନ୍ତି ଏବଂ ଗୁରୁବାର ଦିନ ମଧ୍ୟ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ମା’ଙ୍କ ମୃତ୍ୟୁ ପରେ ୱାଙ୍ଖଡେ ଏବଂ ତାଙ୍କ ପରିବାରକୁ ୨୦୧୫ ରେ ମୃତ୍ୟୁ ପ୍ରମାଣପତ୍ର ତିଆରି କରିଥିଲେ। ପ୍ରମାଣପତ୍ର ମଧ୍ୟରୁ ଗୋଟିଏରେ ତାଙ୍କ ମାଙ୍କୁ ହିନ୍ଦୁ ଏବଂ ଅନ୍ୟଟିରେ ମୁସଲମାନ ବୋଲି ଘୋଷଣା କରାଯାଇଥିଲା। ଗୋଟିଏ ପରିବାରର ଦୁଇଟି ପରିଚୟ କିପରି ହୋଇପାରେ? ବୋଲି ନୱାବ ପ୍ରଶ୍ନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story