ସବରକରଙ୍କ ପ୍ରତି ଅପମାନ ବରଦାସ୍ତ କରାଯିବନି: ରାହୁଲ ଗାନ୍ଧିଙ୍କୁ ଚେତାବନୀ ଦେଲେ ସିନ୍ଧେ

ମୁମ୍ବାଇ: ସ୍ୱାଧୀନତା ସଂଗ୍ରାମୀ ଭିଡି ସାବରକରଙ୍କ ପ୍ରତି ଅପମାନ ସୂଚକ ଟିପ୍ପଣୀ  ବରଦାସ୍ତ କରାଯିବ ନାହିଁ। ସବରକରଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ। ମହାରାଷ୍ଟ୍ରରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧି ଏକ ଭାଷଣରେ ସବରକରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଏକନାଥ ସିନ୍ଧେଙ୍କ ହିନ୍ଦୁତ୍ୱ ଗୋଷ୍ଠୀ ଅଭିଯୋଗ କରିଛି।  ହିନ୍ଦୁତ୍ୱ ବିଚାରଧାରାକୁ […]

eknath-shinde

eknath-shinde

Tapas Behera
  • Published: Thursday, 17 November 2022
  • Updated: 17 November 2022, 11:35 AM IST

Sports

Latest News

ମୁମ୍ବାଇ: ସ୍ୱାଧୀନତା ସଂଗ୍ରାମୀ ଭିଡି ସାବରକରଙ୍କ ପ୍ରତି ଅପମାନ ସୂଚକ ଟିପ୍ପଣୀ  ବରଦାସ୍ତ କରାଯିବ ନାହିଁ। ସବରକରଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ। ମହାରାଷ୍ଟ୍ରରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧି ଏକ ଭାଷଣରେ ସବରକରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଏକନାଥ ସିନ୍ଧେଙ୍କ ହିନ୍ଦୁତ୍ୱ ଗୋଷ୍ଠୀ ଅଭିଯୋଗ କରିଛି।  ହିନ୍ଦୁତ୍ୱ ବିଚାରଧାରାକୁ ସିଧାସଳ ନିଶାନା ରାଜ୍ୟର ଲୋକେ ସହ୍ୟ କରିବେ ନାହିଁ ବୋଲି ଏକନାଥ ସିନ୍ଧେ କହିଛନ୍ତି। ବଲାସାହେବ ଠାକରେଙ୍କ ଦଶମ ବାର୍ଷିକ ଉତ୍ସବରେ ସବରକର ଓ ହିନ୍ଦୁତ୍ୱ ଉପରେ ଆଲୋଚନାଚକ୍ରରେ ଯୋଗ ଦେଇ ସିନ୍ଧେ କହିଛନ୍ତି ଯେ,  ମହାରାଷ୍ଟ୍ରର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଅପମାନିତ ହୋଇଥିବାବେଳେ କିଛି ଲୋକ ନରମ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଶିବସେନା ସହ ଜଡିତ ସାଂସଦ ରାହୁଲ ଶେୱାଲେ  ସବକରଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରାଯାଇଥିବାରୁ  ରାଜ୍ୟରେ ଭାରତ ଯୋଡା ଯାତ୍ରା ବନ୍ଦ କରିବାକୁ ଦାବି କରିଛନ୍ତି।

ଏବେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ପଦଯାତ୍ରା ମହାରାଷ୍ଟ୍ର ଦେଇ ଗତି କରୁଛି।  ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସମ୍ମିଳନୀରେ ସିନ୍ଦେ କହିଛନ୍ତି ଯେ, ରାଜ୍ୟବାସୀ କୌଣସି ପରିସ୍ଥିତିରେ ସବରକରଙ୍କ ଅପମାନକୁ ବରଦାସ୍ତ କରିବେ ନାହିଁ। ପରେ ସବରକରଙ୍କ ସ୍ମାରକୀ ନିକଟରେ ଶିବାଜୀ ପାର୍କରେ ଅବସ୍ଥିତ ବାଲଠାକରେଙ୍କ ସ୍ମାରକୀ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସେ କହିଛନ୍ତି ଯେ, ସବରକରଙ୍କୁ ବାରମ୍ବାର ଅପମାନିତ କରଯାଉଛି। ହେଲେ କିଛି ଲୋକ ଏଭଳି ଆକ୍ଷେପ  ଓ ଅପମାନକୁ ହାଲୁକା ଭାବେ ନେଉଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲକ୍ଷ କରି ଏମିତି ନିଶାନା କରିଥିଲେ ସିନ୍ଧେ। କଂଗ୍ରେସ ପକ୍ଷରୁ ଚାଲିଥିବା ଅଭିଯାନରେ ୱାସିମ ଜିଲ୍ଲାରେ  ଆୟୋଜିତ ସମାବେଶରେ ରାହୁଲ କହିଥିଲେ ଯେ, ସବରକର ହେଉଉନ୍ତି ବିଜେପି ଏବଂ ଆରଏସଏସର ପ୍ରତୀକ। ଆଣ୍ଡାମାନରେ ସେ ୨-୩ ବର୍ଷ ଧରି ଜେଲରେ ଥିଲେ। ଜେଲରେ ଥାଇ ସେ କ୍ଷମାଆବେଦନ କରିଥିଲେ। ସବରକର ମଧ୍ୟ ନିଜ ଉପରେ ଏକ ଆତ୍ମଜୀବନୀ ଲେଖିଛନ୍ତି। ସେ କେତେ ସାହାସୀ ଥିଲେ ସେଇ ବହିରେ ସେ ଦର୍ଶାଇଛନ୍ତି। ସେ ବ୍ରିଟିସରମାନଙ୍କ ଠାରୁ ପେନସନ ନେଉଥିଲେ। ସେ ବ୍ରିଟିସରଙ୍କ ପାଇଁ କାମ କରୁଥିଲେ ଏବଂ କଂଗ୍ରେସ ବିରୋଧରେ କାମ କରୁଥିଲେ। ଗତ ସପ୍ତାହରେ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ  ଆଦିତ୍ୟ ଠାକରେ ସାମିଳ ହୋଇଛନ୍ତି।  ସିନ୍ଦେ କହିଛନ୍ତି ଯେ ରାହୁଲ ଗାନ୍ଧି ଭାଭୁଛନ୍ତି ଯେ, ସେ ତାଙ୍କ  ପଦଯାତ୍ରା ବଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ କରିପାରିବେ।

କିନ୍ତୁ କ୍ଷମତା ପାଇଁ ଜାତୀୟତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କଦାପି ଆପୋଷ ବୁଝାମଣା କରିନାହାଁନ୍ତି। ଉଦ୍ଧବ ଠାକରେଙ୍କ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଦେବେନ୍ଦ୍ର ଫଡନାଭିସ୍ ବିରୋଧୀ ଦଳର ନେତା ଥିଲେ ସେ ସବରକରଙ୍କୁ ସମ୍ମାନ ଜଣାଇବା ପାଇଁ ବିଧାନସଭାରେ ଏକ ସଂକଳ୍ପ ନେଇଥିଲେ।  କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ଏହି ପଦକ୍ଷେପ ଗୃହ ନିୟମର ପରିପନ୍ଥୀ ବୋଲି ଯୁକ୍ତି ବାଢ଼ିଥିବା ସିନ୍ଧେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story