ବନ୍ଧା ହେଲା ବୁଲ୍ଲି ବାଈ ଆପ୍‌ର କ୍ରିଏଟର୍‌

ନୂଆଦିଲ୍ଲୀ: ବିବାଦୀୟ ବୁଲ୍ଲି ବାଈ ଆପ୍‌ ମାମଲାରେ ପୁଲିସକୁ ମିଳିଲା ବଡ ସଫଳତା। ବନ୍ଧା ହେଲା ଏହି ଆପ୍‌କୁ ତିଆରି କରିଥିବା ମୁଖ୍ୟ ଅଭିଯୁକ୍ତ। ଜିଟ୍‌ହବ୍‌ରେ ବୁଲ୍ଲିବାଈ ଆପ୍‌ ଜରିଆରେ ମୁସ୍‌ଲିମ୍‌ ମହିଳାଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଓ ନିଲାମ ଡାକିବା ଭଳି ଘଟଣାରେ ଦିଲ୍ଲୀ ପୁଲିସ ଜଣେ ଯୁବକକୁ ଆସାମରୁ ଗିରଫ କରିଛି। କୁହାଯାଉଛି ଉକ୍ତ ଗିରଫ ବ୍ୟକ୍ତି ଜଣକ ହିଁ ଏହି ଆପ୍‌ର କ୍ରିଏଟର। ଗିରଫ ମୁଖ୍ୟ ଅଭିଯୁକ୍ତର ନାଁ ନୀରଜ ବିଷ୍ଣୋଇ। ପୁଲିସ […]

Bulli bai aap

Bulli bai aap

Madhupriya Mistry
  • Published: Thursday, 06 January 2022
  • Updated: 06 January 2022, 01:37 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ବୁଲ୍ଲି ବାଈ ଆପ୍‌ ମାମଲାରେ ପୁଲିସକୁ ମିଳିଲା ବଡ ସଫଳତା। ବନ୍ଧା ହେଲା ଏହି ଆପ୍‌କୁ ତିଆରି କରିଥିବା ମୁଖ୍ୟ ଅଭିଯୁକ୍ତ। ଜିଟ୍‌ହବ୍‌ରେ ବୁଲ୍ଲିବାଈ ଆପ୍‌ ଜରିଆରେ ମୁସ୍‌ଲିମ୍‌ ମହିଳାଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଓ ନିଲାମ ଡାକିବା ଭଳି ଘଟଣାରେ ଦିଲ୍ଲୀ ପୁଲିସ ଜଣେ ଯୁବକକୁ ଆସାମରୁ ଗିରଫ କରିଛି। କୁହାଯାଉଛି ଉକ୍ତ ଗିରଫ ବ୍ୟକ୍ତି ଜଣକ ହିଁ ଏହି ଆପ୍‌ର କ୍ରିଏଟର।

ଗିରଫ ମୁଖ୍ୟ ଅଭିଯୁକ୍ତର ନାଁ ନୀରଜ ବିଷ୍ଣୋଇ। ପୁଲିସ ମୁତାବକ, ନୀରଜ ହିଁ ଜିଟ୍‌ହବ୍‌ ଜରିଆରେ ବୁଲ୍ଲି ବାଈ ଆପ୍‌ ତିଆରି କରିଥିଲା। କେବଳ ସେତିକି ନୁହେଁ ନୀରଜ ମୁଖ୍ୟ ଟ୍ୱିଟର ଅକାଉଣ୍ଟକୁ ମଧ୍ୟ ହ୍ୟାଣ୍ଡେଲ କରୁଥିଲା।

ଏହି ମାମଲାରେ ପୂର୍ବରୁ ମୁମ୍ବାଇ ସାଇବର ସେଲ୍‌ ପୁଲିସ ତିନି ଜଣଙ୍କୁ ଗିରଫ କରିସାରିଛି। ସାଇବର ସେଲ୍ ପୂର୍ବରୁ କଥିତ ରୂପେ ଏହି ଆପ୍‌ର ମାଷ୍ଟରମାଇଣ୍ଡ ୧୯ ବର୍ଷୀୟ ଶ୍ୱେତା ସିଂହଙ୍କୁ ଉତ୍ତରାଖଣ୍ଡରୁ ଓ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ବିଶାଲ କୁମାର ଝାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା। ବୁଧବାର ସକାଳେ ଆଉ ଜଣେ ଅଭିଯୁକ୍ତ ୨୧ ବର୍ଷୀୟ ମାୟାଙ୍କ ରାୱଲଙ୍କୁ ଗିରଫ କରିଥିଲା ପୁଲିସ। ଅଭିଯୁକ୍ତ ଶ୍ୱେତା ସିଂହ ବୁଲ୍ଲିବାଈ ଆପ୍‌ର ଅନ୍ୟତମ ନିୟନ୍ତ୍ରକ ଥିଲେ।

ଶ୍ୱେତା ଏଭଳି ତିନୋଟି ଆପର ଆକାଉଣ୍ଟକୁ ହ୍ୟାଣ୍ଡେଲ କରୁଥିଲେ। ପୂର୍ବରୁ ଅଭିଯୁକ୍ତମାନେ ୱାଟ୍‌ସ ମାଧ୍ୟମରେ କଣ୍ଟେଣ୍ଟ ପୋଷ୍ଟ କରୁଥିଲେ, ପରେ ସେମାନେ ମୂଳ ଆକାଉଣ୍ଟରୁ ପୋଷ୍ଟ କରିବା ଆରମ୍ଭ କରିଥିଲେ।

ସୂଚନା ଅନୁଯାୟୀ ମୁସଲିମ ମହିଳାଙ୍କୁ ଟାର୍ଗେଟ କରିବା ପାଇଁ ‘ବୁଲ୍ଲି ବାଈ’ ନାମରେ ଏକ ଆପ ତିଆରି କରାଯାଇ ଏଥିରେ ପ୍ରତିଷ୍ଠିତ ମୁସଲିମ ମହିଳାଙ୍କ ବିକୃତ ଫଟୋ ଅପଲୋଡ କରାଯାଇଛି। ସୁଲ୍ଲି ଡିଲସ୍‌ ଓ ଜିଟ୍‌ହଭ ଭଳି ଗ୍ରୁପ୍ ତିଆରି କରାଯାଇ ସୋଶାଲ ମିଡିଆରୁ ମୁସଲିମ ମହିଳାଙ୍କ ଫଟୋ ସଂଗ୍ରହ କରାଯାଉଛି। ପରେ ବୁଲ୍ଲି ବାଈରେ ଅପଲୋଡ କରାଯାଉଛି। ବିବାଦ ପରେ ଉକ୍ତ ଆପ୍‌କୁ ବ୍ୟାନ୍‌ କରାଯାଇଛି।

https://twitter.com/ANI/status/1478986760239546368?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story