ହସ୍ପିଟାଲରେ ଭାଷା ବିବାଦ, କାର୍ଯ୍ୟାନୁଷ୍ଠାନ ଚୋତବନୀ

ନୂଆଦିଲ୍ଲୀ: ଭାଷାକୁ ନେଇ ରାଜଧାନରୀ ଦିଲ୍ଲୀର ଏକ ହସ୍ପିଟାଲରେ ଉପୁଜିଛି ବିବାଦ । ଦିଲ୍ଲୀର ଜି.ବି ପନ୍ତ ହସ୍ପିଟାଲରେ ସମସ୍ତ ନର୍ସିଂ କର୍ମଚାରୀ କେବଳ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ କଥା ହେବା ନିର୍ଦ୍ଦେଶ ଦିଆଯାଇଛି । ଯଦି ଏଥିରେ ଅବମାନନା ହୁଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଚେତାବନୀ ହୋଇଛି । ଜି.ବି ପନ୍ତ ହସ୍ପିଟାଲ ତରଫରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି । କର୍ତ୍ତୃପକ୍ଷଙ୍କ ଏଭଳି ନିର୍ଦ୍ଦେଶ ପରେ ବିବାଦ ସୃଷ୍ଟି […]

language controversy-1

language controversy-1

Madhupriya Mistry
  • Published: Sunday, 06 June 2021
  • Updated: 06 June 2021, 12:10 PM IST

Sports

Latest News

ନୂଆଦିଲ୍ଲୀ: ଭାଷାକୁ ନେଇ ରାଜଧାନରୀ ଦିଲ୍ଲୀର ଏକ ହସ୍ପିଟାଲରେ ଉପୁଜିଛି ବିବାଦ । ଦିଲ୍ଲୀର ଜି.ବି ପନ୍ତ ହସ୍ପିଟାଲରେ ସମସ୍ତ ନର୍ସିଂ କର୍ମଚାରୀ କେବଳ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ କଥା ହେବା ନିର୍ଦ୍ଦେଶ ଦିଆଯାଇଛି । ଯଦି ଏଥିରେ ଅବମାନନା ହୁଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଚେତାବନୀ ହୋଇଛି । ଜି.ବି ପନ୍ତ ହସ୍ପିଟାଲ ତରଫରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି । କର୍ତ୍ତୃପକ୍ଷଙ୍କ ଏଭଳି ନିର୍ଦ୍ଦେଶ ପରେ ବିବାଦ ସୃଷ୍ଟି ହୋଇଛି । ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ନର୍ସମାନେ । ସେମାନେ ଏନେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ସେପଟେ ହସ୍ପିଟାଲ ପ୍ରଶାସନର ଏଭଳି ଭାଷା ବିବାଦ କଥା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ । ଖୁବ୍‌ଶୀଘ୍ର ଏହି ନିର୍ଦ୍ଦେଶ ଫେରାଇ ନେବାକୁ ହସ୍ପିଟାଲକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ୨୪ ଘଣ୍ଟା ଭିତରେ ନିଜ ଆଦେଶକୁ ଫେରାଇ ନେଇଛି ଜିବି ପନ୍ତ ହସ୍ପିିଟାଲ।malayalam

ଅନ୍ୟପଟେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏଭଳି ଆଦେଶ ଜାରି କରିବା ଅଭିଯୋଗରେ ହସ୍ପିଟାଲ ପ୍ରଶାସନକୁ ଏକ ନୋଟିସ ଜାରି କରାଯାଇଛି । ଭାଷାକୁ ନେଇ ଏଭଳି ନିର୍ଦ୍ଦେଶ କେମିତି ଜାରି କରାଗଲା ବୋଲି ହସ୍ପିଟାଲକୁ ପ୍ରଶ୍ନ କରାଯାଇଛି ।

ସୂଚନା ମୁତାବକ ଦିନକ ପୂର୍ବରୁ ହସ୍ପିଟାଲ ପ୍ରଶାସନର ଅନେକ ନର୍ସିଂ ଷ୍ଟାଫ ନିଜ ସ୍ଥାନୀୟ ଭାଷା ମାଲୟାଲମରେ କଥା ହେବାକୁ ନେଇ ଏକ ସର୍କୁଲାର ଜାରି କରିଥିଲା । କେବଳ ହିନ୍ଦୀ କିମ୍ବା ଇଂରାଜୀରେ କଥା ହେବା ପାଇଁ ନର୍ସମାନଙ୍କୁ କୁହାଯାଇଥିଲା । ଏହି ଦୁଇ ଭାଷାକୁ ଛାଡି ଅନ୍ୟ କେୁଁ ଭାଷାରେ କଥା ହେବାକୁ ନେଇ କଡା ଚେତାବନୀ ମଧ୍ୟ ଦେଇଥିଲା ହସ୍ପିଟାଲ ।

ନର୍ସିଂ ଷ୍ଟାଫମାନେ ପରସ୍ପର ସହ କଥା ହେବା ପାଇଁ ମାଲୟାଲମ ଭାଷା ବ୍ୟବହାର କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଏଭଳି କଥା ହେବା ଦ୍ୱାରା ରୋଗୀମାନେ ତାଙ୍କ କଥା ବୁଝିବାରେ ସମସ୍ୟା ହେଉଛି । ଏହି ଅଭିଯୋଗକୁ ଆଧାର କରି ହସ୍ପିଟାଲ ପକ୍ଷରୁ ସର୍କୁଲାର ଜାରି କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story