ଅନ୍ୟ ଧର୍ମର ଝିଅକୁ ପ୍ରେମ କରୁଥିବାରୁ ଯୁବକଙ୍କ ମୁଣ୍ଡ କାଟିଦେଲେ

ବେଙ୍ଗାଲୁରୁ: ଅନ୍ୟ ଧର୍ମର ଝିଅକୁ ପ୍ରେମ କରିବା ଜଣେ ୨୪ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଝିଅର ପରିବାର ଲୋକ ଯୁବଙ୍କୁ ମାଡ଼ ମାରିବା ସହ ତାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଛନ୍ତି। ୧୦ ଦିନ ତଳେ କର୍ଣ୍ଣାଟକାର ବେଲାଗାଭି ଜିଲ୍ଲାର ରେଳ ଟ୍ରାକ୍‌ରୁ ଯୁବକଙ୍କ ମୁଣ୍ଡ ବିହୀନ ଶବ ମିଳିଥିଲା। ଯୁବକ ଜଣଙ୍କ ଅନ୍ୟ ଧର୍ମର ଜଣେ ଝିଅଙ୍କୁ ପ୍ରେମ କରୁଥିବାରୁ ତାଙ୍କ ସହ ଏମିତି ଘଟିଛି ବୋଲି ଆଜି ପୁଲିସ୍‌ କହିଛି। ଏହି […]

arbaz

arbaz

Hemant Lenka
  • Published: Friday, 08 October 2021
  • Updated: 08 October 2021, 06:28 PM IST

Sports

Latest News

ବେଙ୍ଗାଲୁରୁ: ଅନ୍ୟ ଧର୍ମର ଝିଅକୁ ପ୍ରେମ କରିବା ଜଣେ ୨୪ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଝିଅର ପରିବାର ଲୋକ ଯୁବଙ୍କୁ ମାଡ଼ ମାରିବା ସହ ତାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଛନ୍ତି। ୧୦ ଦିନ ତଳେ କର୍ଣ୍ଣାଟକାର ବେଲାଗାଭି ଜିଲ୍ଲାର ରେଳ ଟ୍ରାକ୍‌ରୁ ଯୁବକଙ୍କ ମୁଣ୍ଡ ବିହୀନ ଶବ ମିଳିଥିଲା।

ଯୁବକ ଜଣଙ୍କ ଅନ୍ୟ ଧର୍ମର ଜଣେ ଝିଅଙ୍କୁ ପ୍ରେମ କରୁଥିବାରୁ ତାଙ୍କ ସହ ଏମିତି ଘଟିଛି ବୋଲି ଆଜି ପୁଲିସ୍‌ କହିଛି। ଏହି ଘଟଣାରେ ଜଣେ ଦକ୍ଷିଣ ପନ୍ଥୀ ନେତାଙ୍କ ସମେତ ୧୦ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଦକ୍ଷିଣ ପନ୍ଥୀ ନେତା ଜଣଙ୍କ ହେଲେ ମହାରାଜ ମୁଣ୍ଡାଲୀକା। ସେ ଝିଅର ପରିବାର ଲୋକଙ୍କ ଠାରୁ ହତ୍ୟା ପାଇଁ ଟଙ୍କା ନେଇଥିଲେ ବୋଲି ପୁଲିସ୍‌ କହିଛି। ପୁଲିସ୍‌କୁ ବିଭ୍ରାନ୍ତ କରିବା ପାଇଁ ଯୁବକଙ୍କ ମୃତଦେହକୁ ରେଳ ଟ୍ରାକ୍‌ରେ ଫିଙ୍ଗା ଯାଇଥିବା ଜଣାପଡ଼ିଛି।

ବରିଷ୍ଠ ପୁଲିସ୍‌ ଅଧିକାରୀ ଲକ୍ଷ୍ମଣ କହିଛନ୍ତି, ମହାରାଜ ମୁଣ୍ଡାଲୀକା ଶ୍ରୀରାମ ସେନା ହିନ୍ଦୁସ୍ତାନର ଜଣେ ପରିଚିତ ନେତା। ସେପ୍ଟେମ୍ବର ୨୮ରେ ୨୪ ବର୍ଷୀୟ ଅରବାଜଙ୍କ ମୃତଦେହ ରେଳ ଟ୍ରାକ୍‌ରୁ ମିଳିଥିଲା। ଏଥିପାଇଁ ରେଳବାଇ ପୁଲିସ୍‌ ଗୋଟିଏ ଅସ୍ୱାଭାବିକ ମୃତ ମାମଲା ରୁଜୁ କରିଥିଲା।

ତେବେ ଶବ ବ୍ୟବଚ୍ଛେଦ ପରେ ଅରବାଜଙ୍କୁ ହତ୍ୟା କରାଯିବା ପରେ ରେଳ ଧାରଣାରେ ଫୋପଡ଼ା ଯାଇଥିବା ଜଣାପଡ଼ିଥିଲା। ଏହାପରେ ବେଲାଗାଭି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅରବାଜଙ୍କ ପରିବାର ଲୋକ ଅନ୍ୟ ଧର୍ମରେ ସେ ପ୍ରେମ କରୁଥିବାରୁ ତାଙ୍କ ସହ ଏମିତି ହୋଇଛି ବୋଲି ଅଭିଯୋଗ କରିଥିଲେ।

ତଦନ୍ତ ବେଳେ ଜଣାପଡ଼ିଛି ଯେ ଅରବାଜଙ୍କ ସହ ପ୍ରେମ ସମ୍ପର୍କକୁ ଝିଅଟିର ପରିବାର ଲୋକ ଗ୍ରହଣ କରି ନଥିଲେ। ଏଥିପାଇଁ ସେମାନେ ମହାରାଜ ମୁଣ୍ଡାଲୀକାଙ୍କୁ ଅରବାଜଙ୍କ ହତ୍ୟା ପାଇଁ ଟଙ୍କା ଦେଇଥିଲେ। ଅରବାଜଙ୍କ ମା’ ନଜୀମା ମହମ୍ମଦ ଶେଖ ପୁଲିସ୍‌ରେ ଅଭିଯୋଗ କରି କହିଥିଲେ ଯେ “ମୋ ପୁଅ ଭଲ ପାଉଥିବା ଝିଅର ପରିବାର ଲୋକମାନେ ତା’କୁ ବାରମ୍ବାର ଧମକ ଦେଉଥିଲେ। ସେହି ଭୟରେ ଆମେ ଖାନାପୁର ଠାରୁ ୩୧ ଦୂର ବେଲାଗାଭି ସହରକୁ ଚାଲି ଆସିଥିଲୁ।

ସେପ୍ଟେମ୍ବର ୨୬ରେ ଝିଅର ପରିବାର ସଦସ୍ୟମାନେ ଅରବାଜକୁ ଫୋନ କରି ଖାନାପୁର ଡାକିଥିଲେ। ସେଠାରେ ଉଭୟ ଅରବାଜ ଓ ଝିଅକୁ ସେମାନେ ପ୍ରେମ ସମ୍ପର୍କ ଚ୍ଛିନ୍ନ କରିବାକୁ କହିଥିଲେ। ଆଲୋଚନା ବେଳେ ଝିଅର ପରିବାର ଲୋକ ଅରବାଜର ଫୋନ ଛଡ଼ାଇ ନେବା ସହ ଫଟୋ ଡିଲିଟ କରି ଦେଇଥିଲେ। ଫୋନର ସିମ ମଧ୍ୟ ନଷ୍ଟ କରିଦେଇଥିଲେ।”

ପୁଲିସ୍‌ କହିଛି ଯେ ସେପ୍ଟେମ୍ବର ୨୮ ଅର୍ଥାତ ଆଲୋଚନାର ଦୁଇ ଦିନ ପରେ ଝିଅର ବାପା ଓ ମହାରାଜ ଅରବାଜଙ୍କୁ ପୁଣି ଫୋନ କରିଥିଲେ। ଏହାପରେ ସେମାନେ ତାଙ୍କୁ ହତ୍ୟା କରିଥିଲେ। ହତ୍ୟା କରିବା ପରେ ସେମାନେ ଏହାକୁ ଦୁର୍ଘଟଣା କିମ୍ବା ଆତ୍ମହତ୍ୟାର ରୂପ ଦେବାକୁ ରେଳ ଧାରଣାରେ ଫୋପାଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story