ରାହୁଲ ଗାନ୍ଧିଙ୍କ ଭାଷଣ ବେଳେ ହସ୍ତକ୍ଷେପ କଲେ ଜଣେ ବ୍ୟକ୍ତି, ତା’ପରେ..

ଅହମଦାବାଦ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ଗୁଜରାଟରେ ଲୋକଙ୍କୁ ସମ୍ବୋଧନ କରିବା ବେଳେ ଜଣେ ବ୍ୟକ୍ତି ଏଥିରେ ହସ୍ତକ୍ଷେପ କରିଛନ୍ତି। ରାହୁଲ ଗାନ୍ଧି ଆଜି ହିନ୍ଦୀରେ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ଏହାକୁ ଆଉ ଜଣେ ଗୁଜରାଟରେ ଅନୁବାଦ କରୁଥିଲେ। ଏଥିପାଇଁ ରାହୁଲଙ୍କ ଭାଷଣ ସମୟରେ ଜଣେ ବ୍ୟକ୍ତି ହସ୍ତକ୍ଷେପ କରିଛନ୍ତି। ସେ କହିଥିଲେ ଯେ “ଆପଣ ହିନ୍ଦୀରେ କୁହନ୍ତୁ। ଆମେ ହିନ୍ଦୀ ବୁଝି ପାରୁଛୁ। ଆମେକୁ ଗୁଜରାଟରେ ଅନୁବାଦ ଦରକାର ନାହିଁ।” ଏହା ଶୁଣି […]

rahul-gandhi

rahul-gandhi

Hemant Lenka
  • Published: Monday, 21 November 2022
  • Updated: 21 November 2022, 08:16 PM IST

Sports

Latest News

ଅହମଦାବାଦ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ଗୁଜରାଟରେ ଲୋକଙ୍କୁ ସମ୍ବୋଧନ କରିବା ବେଳେ ଜଣେ ବ୍ୟକ୍ତି ଏଥିରେ ହସ୍ତକ୍ଷେପ କରିଛନ୍ତି। ରାହୁଲ ଗାନ୍ଧି ଆଜି ହିନ୍ଦୀରେ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ଏହାକୁ ଆଉ ଜଣେ ଗୁଜରାଟରେ ଅନୁବାଦ କରୁଥିଲେ।

ଏଥିପାଇଁ ରାହୁଲଙ୍କ ଭାଷଣ ସମୟରେ ଜଣେ ବ୍ୟକ୍ତି ହସ୍ତକ୍ଷେପ କରିଛନ୍ତି। ସେ କହିଥିଲେ ଯେ “ଆପଣ ହିନ୍ଦୀରେ କୁହନ୍ତୁ। ଆମେ ହିନ୍ଦୀ ବୁଝି ପାରୁଛୁ। ଆମେକୁ ଗୁଜରାଟରେ ଅନୁବାଦ ଦରକାର ନାହିଁ।” ଏହା ଶୁଣି ରାହୁଲ ଗାନ୍ଧି କିଛି ସେକେଣ୍ଡ ପାଇଁ ଅଟକି ଯାଇଥିଲେ।

ଏହାପରେ ସେ ଷ୍ଟେଜ ଉପରକୁ କହିଥିଲେ ଯେ “ଚଳିବ ହିନ୍ଦୀ?” ଏହା ଶୁଣି ସେଠାରେ ଉପସ୍ଥିତି ଥିବା ଲୋକମାନେ କରତାଳି ମାରି ରାହୁଲଙ୍କୁ ସମର୍ଥନ କରିଥିଲେ। ଏହାପରେ ସେ ହିନ୍ଦୀରେ ଭାଷଣ ଦେଇଥିଲେ।

ଆସନ୍ତା ମାସରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆଜି ରାହୁଲ ଗାନ୍ଧି ପ୍ରଥମଥର ସୁରତ ଜିଲ୍ଲା ମହୁଆ ଜିଲ୍ଲାରେ ଆଦିବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ଆଦିବାସୀଙ୍କୁ ଦେଶର ପ୍ରଥମ ମାଲିକ ବୋଲି କହିବା ସହ ବିଜେପି ସେମାନଙ୍କ ଅଧିକାର ଛଡ଼ାଇ ନେବାକୁ ଉଦ୍ୟମ କରୁଥିବା ରାହୁଲ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ସେମାନେ(ବିଜେପି) ଆପଣମାନଙ୍କୁ ବନବାସୀ କହୁଛନ୍ତି। ସେମାନେ କେବେ ହେଲେ ଆପଣମାନେ ଦେଶର ପ୍ରଥମ ମାଲିକ ବୋଲି କହୁ ନାହାନ୍ତି। କିନ୍ତୁ ଆପଣମାନେ ଜଙ୍ଗଲରେ ରହୁଛନ୍ତି। ଆପଣ କିଛି ପାର୍ଥକ୍ୟ ଦେଖୁଛନ୍ତି? ଏହାର ଅର୍ଥ ସେମାନେ ଚାହୁଁନାହାନ୍ତି ଯେ ଆପଣମାନେ ସହରକୁ ଆସନ୍ତୁ ନାହିଁ। ଆପଣମାନଙ୍କ ପିଲାମାନେ ଇଞ୍ଜିନିୟର, ଡାକ୍ତର, ବିମାନରେ ଉଡ଼ିବା ଓ ଇଂରାଜୀ କୁହନ୍ତୁ ବୋଲି ସେମାନେ ଚାହାନ୍ତି ନାହିଁ।”

ଆସନ୍ତା ୧ ଓ ୫ ତାରିଖରେ ଗୁଜରାଟବାସୀ ପରବର୍ତ୍ତୀ ସରକାର ବାଛିବାକୁ ଭୋଟ ଦେବେ। ଏଥିପାଇଁ ପ୍ରଚାର ଜୋରଦାର ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story