ବାଡ ଡେଇଁଲେ କ୍ରୀଡା ମନ୍ତ୍ରୀ, ଧରିଲେ ପଦ୍ମ

ନୂଆଦିଲ୍ଲୀ: ମଣିପୁରରେ ଏନ୍‌ପିପିକୁ ବଡ ଝଟ୍‌କା। ବାଡ ଡେଇଁଲେ ମଣିପୁର କ୍ରୀଡା ମନ୍ତ୍ରୀ, ଧରିଲେ ପଦ୍ମ। ମଣିପୁର ସରକାରର କ୍ରୀଡା ତଥା ଯୁବ ବ୍ୟାପାର ମନ୍ତ୍ରୀ ଲେଟପାୱ ହାକିପ ଆଜି ନ୍ୟାସନାଲ ପିପୁଲ୍ସ ପାର୍ଟି ଛାଡି ବିଜେପିରେ ମିଶିଛନ୍ତି। ସେ ମଣିପୁରର ନିର୍ବାଚନ ପ୍ରଭାରୀ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉପସ୍ଥିତିରେ ଦିଲ୍ଲୀ ଆସି ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୂର୍ବୋତ୍ତର ଅଞ୍ଚଳ ଓ ମଣିପୁରର ବିକାଶ ହେବ ବୋଲି ଲେଟପାୱ କହିଛନ୍ତି। […]

Letpao Haokip joins BJP

Letpao Haokip joins BJP

Madhupriya Mistry
  • Published: Wednesday, 29 December 2021
  • Updated: 29 December 2021, 03:11 PM IST

Sports

Latest News

ନୂଆଦିଲ୍ଲୀ: ମଣିପୁରରେ ଏନ୍‌ପିପିକୁ ବଡ ଝଟ୍‌କା। ବାଡ ଡେଇଁଲେ ମଣିପୁର କ୍ରୀଡା ମନ୍ତ୍ରୀ, ଧରିଲେ ପଦ୍ମ। ମଣିପୁର ସରକାରର କ୍ରୀଡା ତଥା ଯୁବ ବ୍ୟାପାର ମନ୍ତ୍ରୀ ଲେଟପାୱ ହାକିପ ଆଜି ନ୍ୟାସନାଲ ପିପୁଲ୍ସ ପାର୍ଟି ଛାଡି ବିଜେପିରେ ମିଶିଛନ୍ତି। ସେ ମଣିପୁରର ନିର୍ବାଚନ ପ୍ରଭାରୀ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉପସ୍ଥିତିରେ ଦିଲ୍ଲୀ ଆସି ବିଜେପିରେ ଯୋଗ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୂର୍ବୋତ୍ତର ଅଞ୍ଚଳ ଓ ମଣିପୁରର ବିକାଶ ହେବ ବୋଲି ଲେଟପାୱ କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, 'ମଣିପୁର ଯେଉଁଠି ଦନେ କୁଶାସନ ଥିଲା, ସେଠାରେ ଆଜି ବିଜେପି ୫ ବର୍ଷ ହେଲା ସୁଶାସନ ଚଳାଇଛି। ମଣିପୁରରେ ଆମେ ଦଳ ଭିତରେ ଏକ ନୂତନ ଶକ୍ତିର ସଞ୍ଚାର ହେଉଥିବା ଦେଖୁଛି। ହାକିପ ଜୀ ଆମ କୁକି ସମ୍ପ୍ରଦାୟର ଜଣେ ଭଲ ସାଥୀ। ତାଙ୍କୁ ମୁଁ ଦଳକୁ ସ୍ୱାଗତ କରୁଛି।'

ଆସନ୍ତା ବର୍ଷ ୬୦ ଆସନ ବିଶିଷ୍ଟ ମଣିପୁର ବିଧନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ଏନ୍‌ପିପି ଦଳକୁ ଏବେ ଶକ୍ତ ଝଟ୍‌କା ଲାଗିଛି। ନିର୍ବାଚନ ପୂର୍ବରୁ ଏବେ ନେତା ମନ୍ତ୍ରୀ ମାନେ ବାଡ ଡିଆଁ ନୀତି ଆପଣାଇଛନ୍ତି।

ପୂର୍ବରୁ ଫୁଟବଲ୍‌ ଖେଳାଳି ରହି ସାରିଥିବା ଲେଟପାୱ ହାକିପ ଚଳିତ ମାସ ଆରମ୍ଭରେ ଏକ ଅନୌପଚାରିକ ଘୋଷଣା କରିଥିଲେ। ସେ ଚାନ୍ଦେଲ ବିଧାନସଭା ନିର୍ବାଚନମଣ୍ଡଳୀ ପରିବର୍ତ୍ତେ ବିଧାୟକ ଡି କୋରୁଙ୍ଗଥାଙ୍ଗଙ୍କ ବିରୋଧରେ ଟେଙ୍ଗନୁପାଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଥିଲେ। ଟେଙ୍ଗନୁପାଲ ଜିଲ୍ଲାର ଆଇମୋଲ ସାଟୁ ଗ୍ରାମରେ ଆୟୋଜିତ ପାଞ୍ଚ ଦିନିଆ ୩୫ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ସମାପନ ଉତ୍ସବରେ ହାକିପ ଏହି ଘୋଷଣା କରିଥିଲେ। ମଣିପୁରର ଏମୋଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

https://twitter.com/ANI/status/1476097814123859970?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story